Odisha Link
Bridging the Missing Links in Odisha

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏହି ବଡ଼ ଧରଣର ଅଦଳବଦଳରେ କିଏ କେଉଁ ପଦରେ ନିଯୁକ୍ତି ପାଇଲେ ସେ ସମ୍ପର୍କରେ ଜାଣନ୍ତୁ।

ଏମ. ଅକ୍ଷୟ- ସିଏମଡି ପିଓଏଚ ଆଣ୍ଡ ଡବ୍ଲୁ୍ୟସି। ସତ୍ୟଜିତ ମହାନ୍ତି- ଡିଜି ଏଫସି ଆଣ୍ଡ ସିଜି, ଏଚଜି । ଲଳିତ ଦାସ- ଏଡିଜି କମ୍ୟୁନିକେସନ୍। ରାଧାକୃଷ୍ଣ ଶର୍ମା- ଗୁଇନ୍ଦା ନିର୍ଦ୍ଦେଶକ । ସୌମେନ୍ଦ୍ର ପ୍ରିୟଦର୍ଶୀ- ଏଡିଜି କ୍ରାଇମବ୍ରାଞ୍ଚ। ଅଖିଳେଶ୍ୱର ସିଂହ- ପୁରୀ ଏସପି। ପ୍ରବୀଣ କୁମାର-ଆଇଜି ଆଇନ ଶୃଙ୍ଖଳା। ଅନୁପ କୁମାର ସାହୁ- ଗୁଇନ୍ଦା ବିଭାଗ ଡିଆଇଜି। ସାର୍ଥକ ଷଡ଼ଙ୍ଗୀ- କ୍ରାଇମବ୍ରାଞ୍ଚ ଏସପି। ଗଜପତି ଏସପି ସାରା ଶର୍ମା- ଭିଜିଲାନ୍ସକୁ ବଦଳି। ବିନୀତ ଅଗ୍ରୱାଲ-କନ୍ଧମାଳ ଏସପି। ସାଗରିକା ନାଥ- ସୁନ୍ଦରଗଡ଼ ଏସପି। ସୌମ୍ୟା ମିଶ୍ର- ଡିସିପି ଟ୍ରାଫିକ। ରାହୁଲ ଜୈନ- ନୂଆପଡ଼ା ଏସପି। ଏସ ସି ଜମାଦାର- ଦେବଗଡ଼ ଏସପି। ତପନ କୁମାର ପଟ୍ଟନାୟକ-ଗଜପତି ଏସପି ଭାବେ ନିଯୁକ୍ତି ହୋଇଛନ୍ତି।

Comments are closed.