Odisha Link
Bridging the Missing Links in Odisha

ଭଲ ଖବର: ରାଜ୍ୟରେ ୧୮ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୬୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୮୦୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଗଞ୍ଜାମ ଜିଲ୍ଲାର ୩୦୭, ଜଗତସିଂହପୁର ଜିଲ୍ଲାର ୫୯, ଭଦ୍ରକ ଜିଲ୍ଲାର ୫୨, ନୟାଗଡ଼ ଜିଲ୍ଲାର ୩୫, ଝାରସୁଗୁଡା ଜିଲ୍ଲାର ୩୦, ଯାଜପୁର ଜିଲ୍ଲାର ୨୫, କଟକ ଜିଲ୍ଲାର ୨୪, ଗଜପତି ଜିଲ୍ଲାରେ ୨୩, ମାଲକାନଗିରି ଜିଲ୍ଲାର ୧୮, କୋରାପୁଟ ଜିଲ୍ଲାର ୧୭, କନ୍ଧମାଳ ଜିଲ୍ଲାର ୧୬, କେନ୍ଦୁଝର ଜିଲ୍ଲାର ୧୪, ବରଗଡ଼ ଜିଲ୍ଲାର ୧୨, ବାଲେଶ୍ୱର, କେନ୍ଦ୍ରାପଡା ଓ ସମ୍ବଲପୁର ଜିଲ୍ଲାର ୧୧ ଜଣ ଲେଖାଏଁ, ରାୟଗଡା ଜିଲ୍ଲାର ୧୦, ଅନୁଗୁଳ ଜିଲ୍ଲାର ୫, ନବରଙ୍ଗପୁର ଜିଲ୍ଲାରୁ ୩, କଳାହାଣ୍ଡି ଜିଲ୍ଲାର ୨, ବଲାଙ୍ଗୀର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Comments are closed.