Odisha Link
Bridging the Missing Links in Odisha

ଟ୍ରାକ୍ଟର ଓଲଟି ଚାଲିଗଲା ଦୁଇ ଜଣଙ୍କ ଜୀବନ, ୨ ଗୁରୁତର

ମୟୁରଭଞ୍ଜ : ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଜିଙ୍କିରିଆ ଛକ ଠାରେ ସୋମବାର ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ମିଳି ପାରି ନାହିଁ ।ସେମାନଙ୍କୁ ଉଦ୍ଧାର କରାଯାଇ ବାରିପଦା ମେଡ଼ିକାଲରେ ଭର୍ତି କରାଯାଇଛି। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଟ୍ରାକ୍ଟର ଓଲଟି ପଡ଼ିଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି।

Comments are closed.