Odisha Link
Bridging the Missing Links in Odisha
Daily Archives

August 17, 2020

ବଲିଉଡ ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ…

ମୁମ୍ବାଇ: ୨୦୨୦ ବଲିଉଡ ଜଗତ ପାଇଁ କଳା ବର୍ଷ। ଚଳିତ ବର୍ଷରେ ପ୍ରସିଦ୍ଧ, ଖ୍ୟାତାନାମ କଳାକାରଙ୍କ ମୃତ୍ୟୁ ହୋଇଛି। ଆଜି ବଲିଉଡ୍‌ର ସୁପ୍ରସିଦ୍ଧ‌ ନିର୍ଦ୍ଦେଶକ ନିଶିକାନ୍ତ କାମତ ସୋମବାର ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ…

ସୋଆରେ ପର୍ଯ୍ୟଟନ ଉପରେ ଫ୍ୟାକଲଟି…

ଭୁବନେଶ୍ୱର: ସୋଆ ଡିମଡ୍ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଂଟ (ଏସଏଚଏମ) ଠରେ ନିକଟରେ ୭ ଦିନ ଧରି ଏକ ଫ୍ୟାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ଭାରତ ତଥା ଭାରତ ବାହାରୁ ୨୦ ଜଣ ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ମନ୍ତବ୍ୟ ରଖିଥିଲେ…

ସବୁଜ ପ୍ରଯୁକ୍ତିକୁ ନେଇ ସୋଆ ପକ୍ଷରୁ ୨…

ଭୁବନେଶ୍ବର: ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ, ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ୍ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତର ବିଶେଷଜ୍ଞମାନେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଅନ୍‌ଲାଇନ୍ ମାଧ୍ୟମରେ ଆୟୋଜିତ…

ଝଲସିବ ଏକାମ୍ର କ୍ଷେତ୍ର: ଯୋଜନା ସମୀକ୍ଷା…

ଭୁବନେଶ୍ବର: ଏକାମ୍ରକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ଏକାମ୍ରକ୍ଷେତ୍ର ଯୋଜନା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଶ୍ରୀ ଲିଙ୍ଗରାଜ ମନ୍ଦିର ସନ୍ନିକଟ…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା :…

ସାଲେପୁର: କୁଳିଆ ରାସ୍ତାରେ ଆଜି ସକାଳ ସାଢେ଼ ଏଗାରଟା ବେଳେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବାଇକ୍ ଆରୋହୀଙ୍କ ମଧ୍ୟରେ ଜଣେ ନିଶ୍ଚିତ କୋଇଲି ବ୍ଲକ ଅଞ୍ଚଳର ବିନୟ କୁମାର ରାଉତ ଓ ଆଉ ଜଣେ ସେକର ହେମନ ମୃତ୍ୟୁ…

ଅଣାୟତ୍ତ କରୋନା: ସେପ୍ଟେମ୍ବର ୬…

ପାଟନା: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଦେଶରେ ଦିନକୁ ଦିନ ତାର କରାଳ ରୂପ ଦେଖାଉଛି। ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସ୍ଥିତି। ବର୍ତ୍ତମାନ ସାରା ଦେଶରେ ଅନ୍‌ଲକ୍-୩ କଟକଣା ଲାଗୁ ହୋଇଛି। ହେଲେ ଦେଶରେ କାବୁ ହେଉନାହିଁ କରୋନା ସଂକ୍ରମଣ। କରୋନା ସଂକ୍ରମଣର ଭୟାବହତକୁ ନଜରରେ ରଖି ଦେଶର…

୧୯ରେ ଯୁକ୍ତ ଦୁଇ ବାଣିଜ୍ୟ ଫଳାଫଳ

ଭୁବନେଶ୍ବର: ଅଗଷ୍ଟ ୧୯ ତାରିଖରେ ଯୁକ୍ତ ଦୁଇ ବାଣିଜ୍ୟ ଓ ୩୧ ତାରିଖ ପୂର୍ବରୁ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇସାରିଛି। ଅଗଷ୍ଟ ୧୯ ତାରିଖରେ ପ୍ରକାଶ ପାଇବ…

କରୋନା: ରାଜଧାନୀରେ ଆଉ ୧୯୮ ନୂଆ ପଜିଟିଭ…

ଭୁବନେଶ୍ବର: ରାଜଧାନୀରେ ବାଡ଼ବନ୍ଧ ମାନୁନି କରୋନା। ଦିନକୁ ଦିନ ଭୁବନେଶ୍ବରରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଆଜି ଭୁବନେଶ୍ବରରେ ଆଉ ୧୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ମୋଟ ୫୪୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ରହିଛି। ଆଜି…

ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

କେନ୍ଦ୍ରାପଡ଼ା: ଗରଦପୁର ବ୍ଲକ୍ ବଙ୍ଗାଳ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ହାତରେ ଧରା ପଡିଥିବା ଅଧିକାରୀ ଜଣଙ୍କ ହେଉଛନ୍ତି ଧର୍ମାନନ୍ଦ ବେହେରା। ଏକ ପ୍ରକଳ୍ପର ଫାଇନାଲ ବିଲ୍ କରିଦେବା ପାଇଁ ଠିକାଦାର ଶୁବେନ୍ଦ୍ର…

ମଣିପୁରରେ ବିଶ୍ବର ଉଚ୍ଚତମ ରେଳ ପୋଲ

ନୂଆଦିଲ୍ଲୀ: ଭାରତୀୟ ରେଳ ପକ୍ଷରୁ ମଣିପୁରରେ ଦେଶ ତଥା ବିଶ୍ବର ସବୁଠୁ ଉଚ୍ଚତମ ରେଳ ପୋଲ ନିର୍ମାଣ କରାଯାଇଛି। ଏହାର ଉଚ୍ଚତା ହେଉଛି ୧୪୧ ମିଟ। ସବୁଠୁ ଉଚ୍ଚତମ ରେଳ ପୋଲ ଏବେ ୟୁରୋପରର ମୋଣ୍ଟେନିଗ୍ରୋର ମାଲାରିଜେକା ଭାୟାଡକ୍ଟରେ ରହିଛି ଯାହାର ଉଚ୍ଚତା ହେଉଛି ୧୩୯ ମିଟର। ମଣିପୁରରେ ନିର୍ମାଣ କରାଯାଉଥିବା…