ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଚାଲିଗଲା ଦୁଇ ଜଣଙ୍କ ଜୀବନ

ସାଲେପୁର: କୁଳିଆ ରାସ୍ତାରେ ଆଜି ସକାଳ ସାଢେ଼ ଏଗାରଟା ବେଳେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବାଇକ୍ ଆରୋହୀଙ୍କ ମଧ୍ୟରେ ଜଣେ ନିଶ୍ଚିତ କୋଇଲି ବ୍ଲକ ଅଞ୍ଚଳର ବିନୟ କୁମାର ରାଉତ ଓ ଆଉ ଜଣେ ସେକର ହେମନ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି।