Odisha Link
Bridging the Missing Links in Odisha
Daily Archives

August 17, 2020

ପବ୍‌ଜି ଖେଳକୁ ବାରଣ କଲା ମାମୁଁ, ଜୀବନ…

ବାସୁଦେବପୁର: ଯୁବପିଢ଼ୀଙ୍କୁ ଘାରିଛି ପବ୍‌ଜି ନିଶା। ଏପରିକି ପବ୍‌ଜି ଖେଳିବାକୁ ବାରଣ କରିବାରୁ ଜୀବନ ହାରିଲେ ଯୁବକ। ପବ୍‌ଜି ଖେଳକୁ ବାରଣ କରିବାରୁ ମାନସିକ ଭାରସାମ୍ୟ ହରାଇ ଜଣେ ୨୦ ବର୍ଷର ଯୁବକ ଜୀବନ ହାରିଛିନ୍ତିି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର…

ଟ୍ରାକ୍ଟର ଓଲଟି ଚାଲିଗଲା ଦୁଇ ଜଣଙ୍କ…

ମୟୁରଭଞ୍ଜ : ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଜିଙ୍କିରିଆ ଛକ ଠାରେ ସୋମବାର ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ମିଳି ପାରି ନାହିଁ ।ସେମାନଙ୍କୁ ଉଦ୍ଧାର କରାଯାଇ ବାରିପଦା ମେଡ଼ିକାଲରେ ଭର୍ତି କରାଯାଇଛି।…

ବିଜୁ ଜନତା ଦଳର ଓଡ଼ିଶା ଉପରେ ଜାତୀୟ…

ଭୁବନେଶ୍ୱର: କଳା, ସଂସ୍କୃତି ଓ ମାନବ ସମ୍ବଳ ଶାଖା ପକ୍ଷରୁ ବିଜୁ ଜନତା ଦଳର ଓଡ଼ିଶା ଉପରେ ‘ଜାତୀୟ ଶିକ୍ଷାନୀତି-୨୦୨୦’ର ପ୍ରଭାବ ସଂପର୍କିତ ୪ ଗୋଟି ଆଲୋଚନାଚକ୍ର ଭର୍ଚୁଆଲ ବୈଠକ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଗତ ୮ ତାରିଖରେ ଅନୁଷ୍ଠିତ ଦୁଇଟି ଆଲୋଚନାଚକ୍ରରେ ଶିକ୍ଷା ଉଦ୍ୟୋଗୀ ଏବଂ ଶିକ୍ଷକ ଓ…

ନିଲାମ ହେବ ବିଦ୍ୟା ବାଲାନଙ୍କ ଶାଢ଼ୀ:…

ଭୁବନେଶ୍ୱର: ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ି’ ନିଲାମ ହେବ। ଅନଲାଇନରେ ୧୫ ତାରିଖରୁ ନିଲାମ ଆରମ୍ଭ ହୋଇଥିବା ବେଳେ ୨୦ ତାରିଖ ରାତି ୧୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଆଗ୍ରହୀ ବ୍ୟକ୍ତି ଏହାକୁ କିଣିବା ପାଇଁ ‘ଗୁଗୁଲ ଫର୍ମସ’ରେ ଆବେଦନ କରିପାରିବେ । ଶାଢ଼ି ବିକି୍ରର…

ଉପକୂଳ ଓଡ଼ିଶାର ବିକାଶରେ ବଡ଼ ଭୂମିକା ନେବ…

ଭୁବନେଶ୍ବର: ମୋଦୀ ସରକାରଙ୍କ ଉଚ୍ଚାକାଂକ୍ଷୀ ୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ସମ୍ପୂର୍ଣ୍ଣ ହେଲେ ଏହା ଉପକୂଳ ଓଡ଼ିଶାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ସ୍ଥାନୀୟ ଅଞ୍ଚଳର ପରିବେଶକୁ ସୁରକ୍ଷା ଯୋଗାଇବା ସହ ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ଭାରତର…

କଂଗ୍ରେସ ଦଳ ନିଜ ନିୟନ୍ତ୍ରଣ ବାହାରେ:…

ନୂଆଦିଲ୍ଲୀ: କରୋନା କାଳରେ ମୋଦି ସରକାରଙ୍କୁ ଟାର୍ଗେଟ କରି ଆସିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ। ଗତକାଲି ରାହୁଲ କହିଥିଲେ ଯେ, ବିଜେପି ଏବଂ ଆରଏଏସ ଭାରତରେ ଫେସ୍ବୁକ୍‌ ଏବଂ ହ୍ବାଟ୍‌ସଆପ୍‌କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଯାହାର ପାଲଟା ଜବାବ ରଖିଛନ୍ତି ବିଜେପି…

ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ…

ଭୁବନେଶ୍ବର: କରୋନା କବଳରେ ରାଜ୍ୟର ଜଣେ ମନ୍ତ୍ରୀ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ। ଏନେଇ ଖୋଦ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ସିଂହ ଟୁଇଟ କରି କହିଛନ୍ତି ଯେ, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏବଂ ସୁସ୍ଥ ଅଛି। ନିକଟରେ ମୋ ସହିତ ଯେଉଁ ମାନେ…

ପୁଣି ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। କୋରାପୁଟର ତତ୍କଳୀନ ଜିଲ୍ଲା ଅଧିକାରୀ ତଥା ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ଜୁଲାଇ ୨ରେ ପ୍ରଦୀଙ୍କ ଗାଡ଼ିରୁ ୧୧ ଲକ୍ଷ ଜବତ କରିଥିଲା ଭିଜିଲାନ୍ସ। ସେହିଦିନ ତାଙ୍କୁ…

ବିହାର ରାଜନୀତି: RJDରେ ମିଶିଲେ ପୂର୍ବତନ…

ପାଟନା: ଚଳିତ ବର୍ଷ ଶେଷ ଆଡ଼କୁ ହେବ ବିହାର ବିଧାନସଭା ନିର୍ବାଚନ। ଏଥିପାଇଁ ବିହାର ରାଜନୀତି ସରଗରମ। ବିହାରରେ ଏବେ ଦଳ ବଦଳ ରାଜନୀତି ଆରମ୍ଭ ହୋଇ ସାରିଛି। ବିହାର ରାଜନୀତିର ଭୋଟ ବ୍ୟାଙ୍କର ଭାବେ ବେଶ୍‌ ଜଣାଶୁଣା ଶ୍ୟାମ ରଜକ ଆଜି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ରେ ସାମିଲ ହୋଇଛନ୍ତି। ଦୀର୍ଘ ୧୧ ବର୍ଷ…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ଟି ଗେଟ

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ ଖୋଲାଯାଇଛି। ଏବେ ମୋଟ ୧୫ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳସ୍ତର ୬୧୫.୪୭ ଫୁଟ ରହିଛି। ଡ୍ୟାମ ଭିତରକୁ ୨ ଲକ୍ଷ ୫୬ ହଜାର ୧୭୮ କୁ୍ୟସେକ ଜଳ ପ୍ରବେଶ କରୁଥିବା ଜଣାଯାଇଛି…