Odisha Link
Bridging the Missing Links in Odisha

୩୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : ୩ ଗରିଫ

ଲମତାପୁଟ: ଗୁରୁବାର ପୋଲିସ୍‌ର ପାଟ୍ରୋଲିଂ ବେଳେ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରିଛି ପୁଲିସ। ଆନ୍ଧ୍ର ସୀମାନ୍ତରୁ ହରିୟାଣା ଚାଲାଣ ବେଳେ ମାଳିସାହି ଛକ ନିକଟରୁ ପୁଲିସ ୩ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ସହ ଟ୍ରକ୍ ଜବତ କରିଥିବା ଜଣାପଡ଼ିଛି । ଏଥିରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି

Comments are closed.