Odisha Link
Bridging the Missing Links in Odisha
Daily Archives

August 27, 2020

ଭିଡ଼ିଓ କନ୍‌ଫରେନ୍ସରେ ସୋଆ ଏନ୍‌ଏସ୍‌ଏସ୍‌

ଭୁବନେଶ୍ୱର : କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିତ। ଭାରତ ସରକାର ତଥା ଓଡ଼ିଶା ସରକାର ମଧ୍ୟ ଏହି କରୋନା ମହାମାରୀଠାରୁ କିପରି ଜନସାଧାରଣକୁ ସୁରକ୍ଷିତ ରଖାଯିବ ତାହାକୁ ନେଇ ଅନେକ ପ୍ରଚେଷ୍ଟା ଜାରି ରହିଛି । ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ମଧ୍ୟରେ ଅନେକ ଶିକ୍ଷାନୁଷ୍ଠାନ ଅନ୍‌ଲାଇନ୍‌ ମାଧ୍ୟମରେ…

କୋଭିଡ୍ କେୟାର ସେଣ୍ଟରରେ ପରିବାର, ଘରେ…

କଟକ: କରୋନା ଆକ୍ରାନ୍ତ ହୋଇ ପୁରା ପରିବାର କୋଭିଡ୍‌ କେୟାର ସେଣ୍ଟରରେ ଥିବାବେଳେ ଦୁର୍ବୃତ୍ତମାନେ ଘରେ କଳା କନା ବୁଲାଇଛନ୍ତି। ଏଭଳି ଘଟଣା ଘଟିଛି କଟକ ଖାନନଗର ବ୍ରାହ୍ମଣ ସାହିର କିଶୋର ଶତପଥିଙ୍କ ଘରେ। ଏନେଇ ପରିବାର ଲୋକେ ପୁଲିସ୍‌ରେ ଅଭିଯୋଗ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଲୁଟ୍‌ କରିଥିବା…

ମହାକାଶ ଗବେଷଣାରେ ପ୍ରମୁଖ ଭୂମିକାରେ…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଆଣିଥିବା ସଂସ୍କାର ଓଡ଼ିଶା ଭଳି ରାଜ୍ୟ ପାଇଁ ସହାୟକ ହୋଇଥିବା ବେଳେ ଓଡ଼ିଶା ଭାରତର ମହାକାଶ ଗବେଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି । ଚାନ୍ଦିପୁର, ବାଲେଶ୍ୱର ଏବଂ…

ଗାଁ ଭିତରକୁ ପଶିଛି ବିରାଟ କୁମ୍ଭୀର,…

ଯାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲ୍ଲର ଦତ୍ତପୁର ଗାଁ ଜଳାର୍ଣ୍ଣବ ହୋଇପଡ଼ିଛି। ପ୍ରବଳ ବନ୍ୟା ଜଳରେ ଗାଁ ଭିତରକୁ ଏକ ବିରାଟ କୁମ୍ଭୀର ପଶିଆସିଛି। ବୈତରଣୀର ଶାଖା ନଦୀ କାଣି ନଦୀରୁ ଏକ ବିରାଟ କୁମ୍ଭୀର ଦତ୍ତପୁର ଗାଁକୁ ପଶିଆସିଛି। ଗାଁ ଦାଣ୍ଡରେ କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ…

କୋରାପୁଟରେ ଶୁଭାରମ୍ଭ ହେଲା ପ୍ଲାଜ୍‌ମା…

କୋରାପୁଟ: ରାଜ୍ୟରେ ଆରମ୍ଭ ହେଲା ଆଉ ଏକ ପ୍ଲାଜ୍‌ମା ବ୍ୟାଙ୍କ୍। କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଶୁଭାରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ୍। ସଂଧ୍ୟା ୫ଟାରେ ଭିଡିଓ କନଫେରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। କୋରାପୁଟ ଜିଲ୍ଲାରେ କରୋନା ରୋଗୀଙ୍କ…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ

ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଅଧିକ ପରିମାଣର ବର୍ଷା ଜଳ ପ୍ରବେଶ କରୁଥିବାରୁ ଆଉ ୪ଟି ଗେଟ ଖୋଲି ଦିଆଯାଇଛି। ଏବେ ୧୬ଟି ଗେଟରେ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ତଳ ମୁଣ୍ଡରେ ବି ପ୍ରବଳ ବର୍ଷା ହୋଇଛି। ଫଳରେ ତଳମୁଣ୍ଡରେ ମହାନଦୀ ଫୁଲିବା ନେଇ ଆଶଙ୍କା…

ମହରମ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ସମଗ୍ର ଦେଶରେ ମହରମ ଶୋଭାଯାତ୍ରାକୁ ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଆଇଏଲକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏଭଳି ନିର୍ଦ୍ଦେଶ ଦେବୁ ନାହିଁ ଯାହା ଫଳରେ କି ବହୁ ସଂଖ୍ୟକ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।…

ରିୟାଙ୍କ ଓଡ଼ିଶା ଲିଙ୍କ୍‌ ସ୍ପଷ୍ଟ ହୋଇନି…

ଭୁବନେଶ୍ବର: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ଘଟଣାରେ ପ୍ରତିଦିନ ନୂଆନୂଆ ତଥ୍ୟ ମିଳୁଛି। ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲାଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ସାମ୍ନାକୁ ଆସିଛି। ନିଶାଦ୍ରବ୍ୟ ଚୋରାକାରବାର ମାମଲାରେ ରିଆ…

ମେ’ ମାସରେ ରିଲାଏନ୍ସ ଜିଓ ଯୋଡ଼ିଲା ନୂଆ…

ଭୁବନେଶ୍ୱର : ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ମେ’ରେ ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ଲକ୍ଷ ସତାଅଶୀ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ…

ବଲିଉଡର ଡ୍ରଗ୍ସ୍‌ ଲିଙ୍କ୍: ମୁହଁ ଖୋଲିଲେ…

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ଏବେ ସାମ୍ନାକୁ ଆସିଛି। ଡ୍ରଗ୍ସ ଲିଙ୍କ୍‌ ଘଟଣାରୁ ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ନେଇ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବାକୁ ଚାହୁଁଛନ୍ତି ଅଭିନେତ୍ରୀ କଙ୍ଗନା ରଣଓ୍ବାତ୍। ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି।। କଙ୍ଗନା…