Odisha Link
Bridging the Missing Links in Odisha
Daily Archives

August 27, 2020

ଇସ୍ତଫା ଦେଲେ ଟିକ୍‌ଟକ୍‌ର ମୁଖ୍ୟ…

ନୂଆଦିଲ୍ଲୀ: ଟିକ୍‌ଟକ୍‌କୁ ନେଇ ବିଭିନ୍ନ ଦେଶରେ ବିବାଦ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ୪ମାସ ତଳେ ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ନିଯୁକ୍ତି ପାଇଥିବା କେଭିନ୍‌ ମେୟର କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ଗତ କିଛି ସପ୍ତାହ ଧରି ଆମେରିକାରେ ଟିକ୍-ଟକ୍ ଉପରେ ନିଷେଧାଦେଶ ଜାରି ରହିଛି। ଆମେରିକାର…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସରିଲା…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସଟ ଟେଷ୍ଟ ସରିଛି। ଭୁବନେଶ୍ବର ଫରେନସିକ ଲ୍ୟାବରେ ଦିବ୍ୟାଙ୍କ ଲାଇ ଟେଷ୍ଟ ହୋଇଛି। ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିଥିଲା ଲାଇ ଡିଟେକସନ ଟେଷ୍ଟ। ଏଥିରେ ବିଦ୍ୟାଶ୍ରୀଙ୍କୁ ୭୦ଟି ପ୍ରଶ୍ନ ପଚରା ଯାଇଥିବା…

ଝାଡ଼ଖଣ୍ଡ ମୁହାଁ ହେଲା ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ ୩ ଦିନ ଧରି ବର୍ଷା ହେବା ପରେ ଏବେ ଶେଷରେ ଝାଡ଼ଖଣ୍ଡ ମୁହାଁ ହୋଇଛି ଲଘୁଚାପ। ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ଝାରଡ଼ଖଣ୍ଡ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି । ହେଲେ ଏହାର ପ୍ରଭାବରେ ହେବାକୁ ଥିବା ବର୍ଷା ଆଶଙ୍କାରେ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

ରୁପାରେ ଝଲସିବ ଶ୍ରୀ ମନ୍ଦିର କବାଟ

ପୁରୀ: ଝଲସିବ ଶ୍ରୀମନ୍ଦିର ଦ୍ବାର। ଶ୍ରୀମନ୍ଦିରରେ ଲାଗିବ ରୂପାର କବାଟ। ରୂପାରେ ଝଲସିବ ବଡ ଦେଉଳର ସାତଟି ଦ୍ୱାର। ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ। ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଛାଉଣି ଦିଆଯିବ। ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ…

ସୁଶାନ୍ତଙ୍କର ମାନସିକ ରୋଗ ଥିଲା: ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆନୂଆ ତଥ୍ୟ ମିଳୁଛି। ଏହି ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ରିୟା ଚକ୍ରବର୍ତ୍ତୀଙ୍କ ବିଭିନ୍ନ ଅଭିଯୋଗରେ ଛନ୍ଦି ହୋଇଯାଛନ୍ତି। ରିୟା ଏକ ଜାତୀୟ ଗଣମାଧ୍ୟମରେ ସୁଶାନ୍ତଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି,…

ବୈତରଣୀ ଓ ବ୍ରାହ୍ମଣୀରେ ବନ୍ୟା ଆସିଛି :…

ଭୁବନେଶ୍ୱର: ଲଘୁଚାପ ବର୍ଷା ପ୍ରଭାବରେ ରଜ୍ୟରେ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ୍ୟ ହୋଇ ପଡ଼ିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବାହିତ ହେଉଛି। ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ କେଉଁଠି ଚାଷ ଜମି ବୁଡ଼ିଯାଇଛି ତ କେଉଁଠି ରାସ୍ତାରେ…

ମାଙ୍କୁ ନେଇ ନିଜ ପିଠିରେ ୪କି.ମି ଚାଲିଲେ…

ରାଞ୍ଚି: ମହାମାରୀ କରୋନା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା କାଳରେ ଅନେକ ଜନସାଧାରଣଙ୍କ ଜୀବନ ବହୁ କଷ୍ଟରେ ଅତିବାହିତ ହେଉଛି। ବିଶେଷକରି ଗରିବ, ମଧ୍ୟବିତ୍ତ ପରିବାରର ବ୍ୟକ୍ତି ବିଶେଷ କରୋନା ଜନିତ ବିପର୍ଯ୍ୟୟର ସାମ୍ନା କରିଛନ୍ତି। ଏପରିକି ଦେଶର ବିଭିନ୍ନ ସ୍ଥାନରେ ଏବେ ସୁଦ୍ଧା…

ଗାଁରେ ପଶିଲା ହାତୀ, ୨ ଗୁରୁତର

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଖେରଣା ଜଙ୍ଗଲରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଆଜି ସକାଳ ୫ରୁ ଗୋଟିଏ ଦନ୍ତା ହାତୀ ଚିଙ୍ଗିଡି ପୋଖରୀ ଗ୍ରାମକୁ ପଶି ଆତଙ୍କ ଖେଳାଇଛି। ଘରଦ୍ବାର ଭାଙ୍ଗିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା । ତେବେ ଦୁଇ ଜଣ ବୟସ୍କ ବ୍ୟକ୍ତି ହାତୀ…

ରାଜ୍ୟରେ ଭାଲୁ ଆତଙ୍କ: ବର୍ଷାରେ ଘରେ…

ନୂଆପଡା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଭାଲୁ ଆତଙ୍କ। ବିଗତ କିଛି ଦିନ ହେବ ରାଜ୍ୟରେ ଦେଖିବାକୁ ମିଳୁଛି ଭାଲୁ ଆତଙ୍କ। ନୂଆପଡା ଜିଲା ବୋଡେନ ଥାନା ଅନ୍ତର୍ଗତ ଲର୍କା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା ଜଣେ ବୃଦ୍ଧାଙ୍କୁ ଭାଲୁ ଆକ୍ରାମଣ କରିଥିବା ଜଣାପଡ଼ିଛି। ବୃଦ୍ଧା…

ରାଜ୍ୟରେ ବନ୍ୟା : ବିଡ଼ିଓ ଓ ତହସିଲଦାର…

ବାଲେଶ୍ୱର: ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟରେ ସବୁଠି ଜଳ ହିଁ ଜଳ। ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ କେଉଁଠି ଚାଷ ଜମି ବୁଡ଼ିଯାଇଛି ତ କେଉଁଠି ରାସ୍ତାରେ ପାଣି ଚାଲୁଛି। ଏହି ପରିସ୍ଥିତି ଭିତରେ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ବିଡ଼ିଓ ଏବଂ ତହସିଲଦାରଙ୍କୁ ବନ୍ୟା ପୀଡ଼ିତ ଅଟକ ରଖିବା…