ଦୟା ନଦୀକୁ ଡେଇଁ ଯୁବକ ନିଖୋଜ By ଜିତେନ୍ଦ୍ର କୁମାର ଜେନା On Sep 3, 2020 ଭୁବନେଶ୍ବର: ନୂଆଗଁ ନିକଟରେ ଦୟାନଦୀକୁ ଡେଇଁ ଯୁବକ ନିଖୋଜ ହୋଇ ଯାଇଛନ୍ତି। ପୋଲ ଉପରେ ଗାଡ଼ି ରଖି ନଦୀକୁ ଡେଇଁ ପଡ଼ିଲେ ଯୁବକ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରହିଛି। କାଲି ଡେଇଁ ପଡ଼ିଥିବା ଯୁବକଙ୍କ ଏଯାବତ ପତ୍ତା ମିଳିନାହିଁ। Jumping Share