Odisha Link
Bridging the Missing Links in Odisha
Daily Archives

September 3, 2020

ସାତ ଦିନ ମଧ୍ୟରେ ଏକାମ୍ର ହାଟ ଖାଲି…

ଭୁବନେଶ୍ବର: ସାତ ଦିନ ମଧ୍ୟରେ ଭୁବନେଶ୍ବର ମଝିରେ ଥିବା ଏକାମ୍ର ହାଟକୁ ଖାଲି କରିବା ପାଇଁ ବ୍ୟବସାୟୀଙ୍କୁ ଇଡ୍‌କୋ ନୋଟିସ୍‌ କରିଛି। ଏନେଇ ସାତ ଦିନ ଭିତରେ ହାଟ ପୂରା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରି ଦିଆଯାଇଛି। ଅନ୍ୟପଟେ ଏକାମ୍ର…

ବଗଲା ବଞ୍ଚାଅ ଆନ୍ଦୋଳନକୁ ସମର୍ଥନ କରିବା…

ଭୁବନେଶ୍ୱର: ପୁରୀରେ ଥିବା ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିଛନ୍ତି। ଧର୍ମଶାଳା ଜମି ବିଶେଷ କରି ଦାନରେ ମିଳିଥିବା ସଂପତିକୁ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଆଇନରେ ଉଲ୍ଲେଖ ରହିଛି। ରାଜ୍ୟସରକାର ଗରିବ ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ…

ପୁଣି ଥରେ ଟାଇମ୍ସ ୱାର୍ଲ୍ଡ…

ଭୁବନେଶ୍ୱର: ଟାଇମ୍ସ ହାୟର ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ ୨୦୨୧ରେ ସୋଆ ବିଶ୍ୱବିଦ୍ୟାଳୟ ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦୧ ପ୍ଲସ୍ କାଟେଗୋରୀରେ ନିଜ ସ୍ଥାନ ହାସଲ କରିବାରେ ସଫଳତା ହାସଲ କରିଛି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ୫ଟି ବିସ୍ତୃତ ଦିଗକୁ ନେଇ ଏହି ର‌୍ୟାଙ୍କିଙ୍ଗ ପ୍ରସ୍ତୁତ…

କଲରାପତରିଆ ବାଘ ଚମଡ଼ା ଜବତ

ମୟୂରଭଞ୍ଜ: ମଣଦା ରେଞ୍ଜ ଖେଜୁରୀ କଟାସ ଗ୍ରାମ ନିକଟରେ ଗୋଟିଏ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି । ସୂଚନା ଅନୁଯାୟୀ, ରାଇରଙ୍ଗପୁର ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଶିକାରୀ ଓ ଚୋରା ଚାଲାଣକାରୀଙ୍କ ଉପରେ ନଜର ରଖିଥିବା ବେଳେ ଆଜି ସକାଳ ୧୦ଟା ସମୟରେ ଧରା ପଡ଼ିଥିଲା। ଅନ୍ୟପଟେ ଏହି ମାମଲାରେ ବିଶୋଇ…

ନାଳରୁ ଉଦ୍ଧାର ହେଲା ମହିଳାଙ୍କ କଟାମୁଣ୍ଡ

ପାଟଣା: କେନ୍ଦୁଝର ଜିଲ୍ଲା ସଦର ବ୍ଲକ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ବୁଢାବଣ ନିକଟରେ ମହିଳାଙ୍କ ମୁଣ୍ଡ କାଟି ନେଇ ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ ଆଜି ସଦର ପୋଲିସ କୁଆପଶୀ ଗ୍ରାମରୁ ଗିରଫ କରିଛି। ଏହା ସହ ଅଭିଯୁକ୍ତ କାଟି ନେଇଥିବା ମହିଳାଙ୍କ ମୁଣ୍ଡକୁ ଆଜି ପାଟଣା ଥାନା ସ୍ବାମ ଶାସନ ନିକଟ…

ଡ୍ୟାମ୍‌ରୁ ମିଳିଲା ଯୁବ ଇଞ୍ଜିନିୟରଙ୍କ…

କଳାହାଣ୍ଡି: ଲାଞ୍ଜିଗଡ ବେଦାନ୍ତର ଯୁବ ଇଞ୍ଜିନିୟର ଗତ ୧ ତାରିଖରୁ ନିଖୋଜ ଥିଲେ। ଅଗ୍ନିଶମ କର୍ମଚାରୀ ପ୍ରତ୍ୟୁଷଙ୍କ ମୃତଦେହ ଉଦ୍ଧାର କରିଛି। ତାଙ୍କ ମୋବାଇଲ ଫୋନ୍ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି । ପ୍ରକାଶ ଯେ, ଲାଞ୍ଜିଗଡ ବେଦାନ୍ତର ଯୁବ ଇଞ୍ଜିନିୟର ପ୍ରତ୍ୟୁଷ କୁମାର ପ୍ରଧାନ ଗତ ୧ ତାରିଖରୁ…

ଦୟା ନଦୀକୁ ଡେଇଁ ଯୁବକ ନିଖୋଜ

ଭୁବନେଶ୍ବର: ନୂଆଗଁ ନିକଟରେ ଦୟାନଦୀକୁ ଡେଇଁ ଯୁବକ ନିଖୋଜ ହୋଇ ଯାଇଛନ୍ତି। ପୋଲ ଉପରେ ଗାଡ଼ି ର‌ଖି ନଦୀକୁ ଡେଇଁ ପଡ଼ିଲେ ଯୁବକ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରହିଛି। କାଲି ଡେଇଁ ପଡ଼ିଥିବା ଯୁବକଙ୍କ ଏଯାବତ ପତ୍ତା ମିଳିନାହିଁ।

୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ବର : ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଲୋକସଭା କାର୍ଯ୍ୟକାଳକୁ ଦେଖିବା ପରେ ହିଁ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି। ବର୍ତ୍ତମାନ ରାଜସ୍ଥାନରେ ବିଧାନସଭା ବସିଛି। ଲୋକସଭା…

ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି। ମ୍ୟାନେଜର ଦିଶାଙ୍କ ମୃତ୍ୟୁକୁ ସୁଶାନ୍ତ ମୃତ୍ୟୁ ସହ ଯୋଡ଼ି ଯାଞ୍ଚ କରିବ ସିବିଆଇ। ଏବେ ସିବିଆଇ ସୁଶାନ୍ତ ଏବଂ ତାଙ୍କର ପୂର୍ବ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ପଛରେ କିଛି ସଂପର୍କ ରହିଛି କି ନାହିଁ…

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ…

କବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଯୁବକ ଜଣଙ୍କ ମୃତଦେହ ଜଙ୍ଗଲରେ ୩ ରୁ ୪ ଦିନ ହେବ ପଡିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ପ୍ରକାଶ ଯେ, ଯୁବକ ଗାଈ ଚରାଉ ଥିବାବେଳେ ଶବ ଝୁଲୁଥିବା ଦେଖିଥିଲେ…