Odisha Link
Bridging the Missing Links in Odisha
Daily Archives

September 3, 2020

IPL ୨୦୨୦: BCCIର କଣ୍ଟିନଜେଣ୍ଟ୍‌…

ନୂଆଦିଲ୍ଲୀ: ବିସିସିଆଇର ଜଣେ କଣ୍ଟିନ୍‌ମେଣ୍ଟ ସଦସ୍ୟଙ୍କୁ କରୋନା। ଚଳିତ ଆଇପିଏଲକୁ ତଦାରଖ କରିବା ପାଇଁ ଦୁବାଇ ଯାଇଥିବା ବିସିସିଆଇର କଣ୍ଟିନଜେଣ୍ଟ୍‌ ସଦସ୍ୟଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ। ବିସିସିଆଇ କଣ୍ଟିନଜେଣ୍ଟ ସଦସ୍ୟର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ବିସିସିଆଇର…

ମୋ ପୁଅ ମୃତ୍ୟୁରେ ସଂପୃକ୍ତ ଅଛି ସାଇକୋ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି। ସାଇକୋ ଲେଡି ସଂପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ଆଦିତ୍ୟଙ୍କ ମା। ଆଦିତ୍ୟ ମୃତ୍ୟୁରେ ସଂପୃକ୍ତ ଯୁବତୀର ହାତ ଥିବା ସନ୍ଦେହ କଲେ। ସଂପୃକ୍ତ ଯୁବତୀ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲା । ବାହା ନହେଲେ ହାତ…

କରୋନା କଟକଣା ମଧ୍ୟରେ ଖୋଲିଲା…

ଭୁବନେଶ୍ୱର: ଅନ୍‌ଲକ୍‌ ୪ ରେ ରାଜ୍ୟରେ କିଛି କରୋନା ନିୟମରେ ପରିବର୍ତ୍ତନ ହୋଇଛି। କରୋନା କଟକଣା ମଧ୍ୟରେ ଆଜି ରେଷ୍ଟୁରାଣ୍ଟ ଓ ବାର୍‌ ଖୋଲିଛି। ଏଣିକି ରାଜ୍ୟରେ ହୋଟେଲ, ବାର ଓ ରେଷ୍ଟୁରାଣ୍ଟରେ ଗ୍ରାହକ ମାନେ ବସି ଖାଇ ପାରିବେ। ଗତକାଲି ରାଜ୍ୟ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ଆଜି…

ଜେଲ୍‌ ପାଇଁ କରୋନା ଏସଓପି

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି କରୋନା। ଜେଲ୍‌ରେ କରୋନା ସଂକ୍ରମଣ ରୋକିବା ପାଇଁ ନୂଆ ଏସଓପି ଜାରି କରାଯାଇଛି। ଜେଲ୍‌କୁ ନୂଆ କରି ଆସୁଥିବା ଅଭିଯୁକ୍ତଙ୍କ ପାଇଁ ଗୃହ ବିଭାଗ ଏହି ଏସଓପି ଜାରି କରିଛି। ଗୃହ ବିଭାଗର ନିର୍ଦ୍ଦେଶ ଅନୁସାରେ କୋର୍ଟରେ ହାଜର ପୂର୍ବରୁ…

ଯୁକ୍ତ ଦୁଇ କଳା ଫଳ: କେମିତି ଜାଣିବେ…

ଭୁବନେଶ୍ବର: ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ ଚଳିତ ବର୍ଷର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ। ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତି ଯେ, ଅପରାହ୍ନ ୪ଟାରେ ସିଏଚ୍‌ଏସି କାର୍ଯ୍ୟାଳୟରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ। ଯୁକ୍ତ…

ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ବର: ରାଜ୍ୟରେ ଦିନ କୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ସଂକ୍ରମିତ ହୋଇଛନ୍ତି। ମନ୍ତ୍ରୀ ବର୍ତ୍ତମାନ ହୋମ୍ ଆଇସୋଲେସନରେ ରହିଥିବା ସୂଚନା ମିଳିଛି। କରୋନାରେ ସଂକ୍ରମିତ ହେବାପରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ…

୨ ଦିନିଆ ଲଦାଖ ଗସ୍ତରେ ସେନା ପ୍ରମୁଖ

ନୂଆଦିଲ୍ଲୀ: ସୀମାରେ ଭାରତ-ଚାଇନା ମାଧ୍ୟରେ ଲାଗି ରହିଥିବା ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ ୨ ଦିନିଆ ଗସ୍ତରେ ଲଦାଖ ଯାଇଛନ୍ତି। ଆଜି ସକାଳେ ଲଦାଖ ଗସ୍ତରେ ଯାଇଛନ୍ତି ସେନା ପ୍ରମୁଖ। ସେଠାରେ ପହଁଞ୍ଚି ଦକ୍ଷିଣ ପେଙ୍ଗାଙ୍ଗ ଓ ତାର…

ଶନିବାର ପ୍ରକାଶ ପାଇବ ଯୁକ୍ତ ଦୁଇ କଳା…

ଭୁବନେଶ୍ବର: ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ ଚଳିତ ବର୍ଷର ଯୁକ୍ତ ଦୁଇ କଲା ରେଜଲ୍ଟ। ଅପରାହ୍ନ ୪ଟାରେ ସିଏଚ୍‌ଏସି କାର୍ଯ୍ୟାଳୟରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୧୨ ତାରିଖରେ ବିଜ୍ଞାନ ଓ…

ମା’ଙ୍କୁ ଛୁରିରେ ମାରିଦେଲା ପୁଅ

ଜଗତସିଂହପୁର: ମା’ଙ୍କୁ ଛୁରିରେ ମାରିଦେଲା ପୁଅ। ଏମିତି ଖବର ଆସିଛି ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଥାନା ଅଞ୍ଚଳରୁ। ରଘୁନାଥପୁରର ଚାନ୍ଦପୁର ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ମା’ଙ୍କୁ ଛୁରିରେ ହତ୍ୟା କରିଛି। ଏହି ମାମଲାରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ପ୍ରକାଶ ଯେ, ଅଭିଯୁକ୍ତ ନିତ୍ୟାନନ୍ଦ…

ନୋଟବନ୍ଦୀରୁ କଣ ସୁଫଳ ମିଳିଲା: ରାହୁଲ

ନୂଆଦିଲ୍ଲୀ: ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ନିଜର ଭିଡିଓ ସିରିଜର ୨ୟ ଭାଗ ଟୁଇଟରରେ ସେୟାର କରି ପୁଣିଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭିଡିଓରେ ରାହୁଲ ନୋଟବନ୍ଦୀ ପ୍ରସଙ୍ଗରେ କହିଛନ୍ତି। କଂଗ୍ରେସ ନେତା…