Odisha Link
Bridging the Missing Links in Odisha

ମାଲକାନଗିରି ବିଧାୟକଙ୍କୁ କରୋନା

ମାଲକାନଗିରି: କରୋନା କବଳରେ ଆଉ ଜଣେ ରାଜନେତା। ମାଲକାନଗିରି ବିଧାୟକଙ୍କୁ କରୋନା। ବିଧାୟକ ଆଦିତ୍ୟ ମାଢ଼ୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି।

ରାଜ୍ୟରେ ଏ ପର୍ଯ୍ୟନ୍ତ ୨୬ରୁ ଅଧିକ ବିଧାୟକ ଓ ୮ ଜଣ ମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ୩ ଜଣ ସାଂସଦ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ସାରିଛନ୍ତି।

Comments are closed.