Odisha Link
Bridging the Missing Links in Odisha
Daily Archives

September 23, 2020

ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା ; ଜଟିଳ…

ଭୁବନେଶ୍ୱର: ଜଟିଳ ହୃଦରୋଗ ସମସ୍ୟାରୁ ସୁସ୍ଥ ହେଲେ ଜଣେ ୭୨ ବର୍ଷୀୟ ବୟୋଜ୍ୟେଷ୍ଠ। ସମ୍ ହସ୍ପିଟାଲ୍‌ର ହୃଦ୍‌ରୋଗ ବିଭାଗର ଡାକ୍ତରଙ୍କ ସଫଳ ଉଦ୍ୟମ ଓ କଠୋର ପରିଶ୍ରମ ଫଳରେ ସାଲେପୁର ଅଂଚଳର ୭୨ ବର୍ଷୀୟ ରତ୍ନାକର ବାରିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ଅଗଷ୍ଟ ୨୨ ତାରିଖ ଦିନ ଗୁରୁତର ହୃଦରୋଗ ଜନିତ…

ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କେଉଁ ଅଫିସରଙ୍କୁ କେଉଁ ଦାୟିତ୍ୱ ଜାଣନ୍ତୁ -ଅରୁଣ କୁମାର ରାୟ ହେଲେ ଏଡିଜି କମ୍ୟୁନିକେସନ। ଲଳିତ ଦାସ ହେଲେ ଏଡିଜି ହେଡକ୍ବାର୍ଟର। ଯଶୋବନ୍ତ ଜେଠାଓ୍ବା ହେଲେ ଏଡିଜି ଆଇନଶୃଙ୍ଖଳା। ବିନୟତୋଷ ମିଶ୍ର ହେଲେ ଏସସିଆରବି ନିର୍ଦ୍ଦେଶକ। ସଂଜୟ…

ଦୀପିକା ପାଦୁକୋନଙ୍କୁ ସମନ

ନୂଆଦିଲ୍ଳୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କରାଯାଇଛି। ଏନେଇ ଦୀପିକୋନଙ୍କୁ ସମନ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଦୀପିକା ପାଦୁକୋନଙ୍କ ସହ ଅନ୍ୟ ଅଭିନେତ୍ରୀଙ୍କୁ ମଧ୍ୟ ସମନ କରାଯାଇଛି। ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କାପୁରଙ୍କୁ ଏନସିବିର ସମନ। ଏହା ସହିତ ଅଭିନେତ୍ରୀ…

ସାଂସଦଙ୍କୁ ରାଜ୍ୟସଭାର ବିଦାୟ…

ନୂଆଦିଲ୍ଲୀ: ଅବସର ନେଉଥିବା ୧୧ଜଣ ରାଜ୍ୟସଭା ସାଂସଦଙ୍କୁ ସଭାରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ବିଜେପିର ନିରଜ ଶେଖର ଓ ଅରୁଣ ସିଂ, ସମାଜବାଦୀ ପାର୍ଟିର ପ୍ରଫେସର ରାମଗୋପାଳ ଯାଦବ ଓ ଜାଭେଦ ଅଲ୍ଲୀ ଖାଁ, କଂଗ୍ରେସର ରାଜ ବବର୍‍ ଓ…

କରୋନା: କ୍ୟାନସର ରୋଗୀଙ୍କ ସଂକ୍ରମଣ…

ଭୁବନେଶ୍ୱର: କରୋନା କାଳରେ ସ୍ୱାସ୍ଥ୍ୟ ସଚେତନତା ନେଇ ଡାକ୍ତର ପରାମର୍ଶ ଦେଇଛନ୍ତି। ଏନେଇ କ୍ୟାନସର ସ୍ପେଶାଲିଷ୍ଟ ଡାକ୍ତର ସୁରେନ୍ଦ୍ର ସେନାପତିଙ୍କ ପରାମର୍ଶ ଦେଇଛନ୍ତି। କ୍ୟାନସର ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ରହିଥାଏ। କ୍ୟାନସର ରୋଗୀଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ହେବା ସମ୍ଭାବନା…

ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡ଼ିତାଙ୍କୁ ୫…

କଟକ: ପ୍ରଥମେ ଗର୍ଭବତୀ ହେବା, ପରବର୍ତ୍ତୀ ସମୟରେ ଗର୍ଭପାତ ନହୋଇ ପାରିବା କାରଣରୁ ମାଆ ହେବାକୁ ଯାଉଥିବା ଜଣେ ଦିବ୍ୟାଙ୍ଗ ତଥା ମାନସିକ ଅନଗ୍ରସର ଯୁବତୀଙ୍କୁ ନ୍ୟାୟ ଦେଇଛନ୍ତି ହାଇକୋର୍ଟ। ପ୍ରଥମେ ତାଙ୍କ ଭରଣପୋଷଣ ଲାଗି୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ରାଜ୍ୟ ସରକାର। ପରେ ଯୁବତୀଙ୍କ ଗର୍ଭରୁ ଯଦି…

କରୋନା: ଭୁବନେଶ୍ଵରରୁ ଆଜି ୩୦୧…

ଭୁବନେଶ୍ଵର: ଭୁବନେଶ୍ୱରରୁ ଆଉ ୩୦୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୯୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୮୩ ଜଣ ଚିହ୍ନଟ ହୋଇଥିବାବେଳେ ୨୧୮ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏହାସହ ରାଜଧାନୀରେ ମୋଟ୍…

ମଦ ମାଫିଆଙ୍କୁ ରାସ୍ତାରେ ଚଲାଇଲେ ମହିଳା

ଭଦ୍ରକ: ମଦ ମାଫିଆଙ୍କୁ ରାସ୍ତାରେ ଚଲାଇଲେ ମହିଳା ଗୋଷ୍ଠୀ। ମଦ ପେଟିକୁ ଧରାଇ ରାସ୍ତାରେ ଚଲାଇଲେ। ପରେ ଛାଞ୍ଚୁଣିରେ ମାଡ଼ ମାରି ଥାନାକୁ ଆଣିଲେ। ମଦ ବେପାରୀକୁ ଏମିତି ପେଟେଣ୍ଟ ମେଡ଼ିସିନ ଦେବା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ। ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ…

ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା…

ଭୁବନେଶ୍ୱର: କୋଭିଡ଼ ସମୟର ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର ସମସ୍ତ ପି.ଡି.ଏସ୍ ହିତାଧିକାରୀଙ୍କୁ ପ୍ରତି ମାସରେ ଏକ କିଲୋଗ୍ରାମ ଚଣା ଡାଲି ଯୋଗାଇ ଦେଉଛନ୍ତି। କିନ୍ତୁ ନଭେମ୍ବର ମାସରୁ ଏହାର ଆବଣ୍ଟନ ବନ୍ଦ କରିବାକୁ ଯୋଜନା କରୁଛନ୍ତି। ଯଦିଓ ଡାଲି ବଂଟନ ଗ୍ରାମୀଣ ଓଡ଼ିଶାର ମହାମାରୀ ସଂଗ୍ରାମରେ ଏକ ପ୍ରମୂଖ…

ରାଜଧାନୀରୁ ୧୩ ଲକ୍ଷ ଟଙ୍କାର ବ୍ରାଉନ୍…

ଭୁବନେଶ୍ବର: ରାଜଧାନୀରୁ ୧୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ। ଆଜି ସହିଦ ନଗର ପୁଲିସ ୧୩୦ ଗ୍ରାମ୍‌ର ବ୍ରାଉନ୍ ସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣ ନିଶା ଔଷଧ ବିକାଳିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ପୁରୀ ଜିଲ୍ଲାର ନିକୁଞ୍ଜ ଜଗଦେବ ଏବଂ ଧୀରେନ୍ଦ୍ର ଜୟସିଂହ। ସୂଚନା…