Odisha Link
Bridging the Missing Links in Odisha

ସନ୍ଧ୍ୟାରେ ପୁରୀରୁ ଗଡ଼ିବ ୩ଟି ଟ୍ରେନ୍

ପୁରୀ: ଆଜି ସନ୍ଧ୍ୟାରେ ପୁରୀରୁ ଗଡ଼ିବ ୩ଟି ଏକ୍ସପ୍ରସ୍‌ ଟ୍ରେନ୍। ଆଜି ଗଡ଼ିବାକୁ ଥିବା ଟ୍ରେନ୍‌ ଗୁଡ଼ିକ ହେଲା- ପୁରୀ- ଦୁର୍ଗ, ପୁରୀ- ଅହମ୍ମଦାବାଦ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ। କୋଭିଡ୍‌ ନିୟମ ମାନି ଏହି ୩ଟି ଟ୍ରେନ୍‌ ଚଳାଚଳ କରିବା ନେଇ ସୂଚନା ଦିଆଯାଇଛି।

Comments are closed.