Odisha Link
Bridging the Missing Links in Odisha
Daily Archives

October 6, 2020

ବିଧାନସଭାରେ ପାରିତ ହେଲା ୫ଟି ବିଲ୍

ଭୁବନେଶ୍ୱର: ଆଜି ବିଧାନସଭାରେ ପାରିତ ହେଲା ୫ଟି ବିଲ୍। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ମୋଟ୍ ୫ଟି ବିଲ୍ ପାରିତ ହୋଇଛି। ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍, ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ୍ ପାରିତ ହୋଇଛି।

ପାୟଲ ଘୋଷଙ୍କ ଉପରେ ମାନହାନି ମାମଲା

ମୁମ୍ବାଇ : ମଙ୍ଗଳବାର ଦିନ ଅଭିନେତ୍ରୀ ପାୟଲ ଘୋଷ ସିନେମା ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ଅଭିନେତ୍ରୀ ପାୟଲ ଘୋଷଙ୍କୁ ଟାର୍ଗେଟ କରିଛନ୍ତି ଋଚା ଚଡ୍ଢା। ଋଚା ପାୟଲଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ପାୟଲ ଅନୁରାଗଙ୍କ ଉପରେ ଅଭିଯୋଗ ଆଣି…

ବର୍ଷା: ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆହୁରି ୨ ଦିନ ବର୍ଷା ହେବ। ୭ ତାରିଖ ବେଳକୁ ବର୍ଷାର ପରିମାଣ କମିବା ଆରମ୍ଭ ହେବ। ୯ ତାରଖରେ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର-…

ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି…

ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ନୂତନ ଭାବେ ଚୟନ ହୋଇଥିବା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ମାନଙ୍କୁ ନେଇ ଆଜି ଏକ ୱେବିନାର ଆୟୋଜିତ ହୋଇଥିଲା। ୱେବିନାରରେ ବିଜୁ ଯୁବ ଛାତ୍ର ଦଳର ଭାରପ୍ରାପ୍ତ ସଭାପତି ଶ୍ରୀ ପ୍ରଣବ ବଳବନ୍ତରାୟ, ବିସିଜେଡି…

ରାଜଧାନୀରୁ ଆଉ ୩୬୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ରାଜଧାନୀରୁ ଆଉ ୩୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୬ ଓ ସ୍ଥାନୀୟ ଅଞ୍ଚଳରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟାରେ ୩୨୯ ଜଣ…

ଗ୍ୟାସ ଭିତିଭୂମିରେ ୪ ଲକ୍ଷ କୋଟି…

ନୂଆଦିଲ୍ଲୀ : ପରିବେଶକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଟୋରେଂଟ୍ ଗ୍ୟାସର ୪୨ଟି କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ(ସିଏନଜି) ଏବଂ ୩ଟି ସିଟି ଗେଟ୍ ଷ୍ଟେସନକୁ ଉତ୍ସର୍ଗୀକୃତ କରିଛନ୍ତି । ଦେଶର ଗ୍ୟାସ…

ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ନୂଆଦିଲ୍ଲୀ: ୨୦୨୦ ପାଇଁ ପଦାର୍ଥ ବିଜ୍ଞାନରେ ବିଶ୍ବର ସର୍ବୋଚ୍ଚ ପୁରସ୍କାର ଘୋଷଣା। ନୋବେଲ ପୁରସ୍କାର ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରିଛି ନୋବେଲ କମିଟି। ନୋବେଲ କମିଟି ସେକ୍ରେଟେରୀ ଜେନେରାଲ ଆଜି ନାଁ ଘୋଷଣା କରିଛନ୍ତି। ରୋଜର ପେନରୋଜ, ରେନ୍‌ହାଡ୍ ଗେନ୍‌ଜେଲ ଓ ଆଣ୍ଡ୍ରିଆ ଗେଜ୍‌ଙ୍କୁ…

ଆଜି ବିଶ୍ୱ ନୁଡଲ୍‌ସ ଦିବସ

ଭୁବନେଶ୍ବର: ଆଜି ହେଉଛି ‘ବିଶ୍ୱ ନୁଡଲ୍‌ସ ଦିବସ’। ଛୋଟ ପିଲାଙ୍କ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ‘ନୁଡଲ୍‌ସ’। ଏହାର ଉତ୍ପତ୍ତି ନିର୍ଦ୍ଦିଷ୍ଟ ଭାବେ ଜଣାନଥିଲେ ମଧ୍ୟ ଚାଇନାରୁ ଏହାର ଉତ୍ପତ୍ତି ବୋଲି ଅନେକ ଗ୍ରହଣ କରାଯାଏ। ଚାରି ହଜାର ବର୍ଷ ତଳେ ଚାଇନିଜ୍‌ମାନେ ନୁଡଲ୍‌ସ ଖାଉଥିବାର ପ୍ରମାଣ…

ଆସନ୍ତା ସପ୍ତାହକୁ ଘୁଞ୍ଚିଲା ହାଥରସ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣି ଘୁଞ୍ଚିଲା। ଆସନ୍ତା ସପ୍ତାହରେ ହେବ ମାମଲାର ଶୁଣାଣି। ପୀଡିତ ପରିବାର ଓ ସାକ୍ଷୀଙ୍କ ସୁରକ୍ଷା ନେଇ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ହୋଇଛି। ୟୁପି ସରକରାଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏହାସହ ସଠିକ୍…

ବିବାହ ବନ୍ଧନରେ ବାନ୍ଧି ହେବେ ସାଉଥ୍‌…

ମୁମ୍ୱାଇ: ବିବାହ ବନ୍ଧନରେ ବାନ୍ଧି ହେବାବୁ ଯାଇଛନ୍ତି ସାଉଥ୍‌ ସୁନ୍ଦରୀ ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲ। ଆସନ୍ତା ଅକ୍ଟୋବର ୩୦ ତାରିଖରେ ତାଙ୍କର ବାହାଘର ହେବ। ଏନେଇ ନିଜେ କାଜଲ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏଥିପାଇଁ ବିବାହ ପ୍ରସ୍ତୁତି ମଧ୍ୟ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି। ମୁମ୍ବାଇରେ କାଜଲ…