Odisha Link
Bridging the Missing Links in Odisha

ପ୍ଲାଣ୍ଟରେ ପାଇପ୍‌ ଫାଟି ୪ ଗୁରୁତର

ଗଞ୍ଜାମ: ଗଞ୍ଜାମ ବ୍ଲକ ଗ୍ରାସିମ୍‌ କମ୍ପାନୀରେ ପାଇପ୍‌ ଫାଟି ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। କମ୍ଫାନୀର ଷ୍ଟିମ୍‌ ପାଇପ ଫାଟି ଯିବାରୁ ପୋଡ଼ି ହୋଇ ଯାଇଛନ୍ତି ୪ ଜଣ ଶ୍ରମିକ। ଜଣେ ଇଞ୍ଜିନିୟର ଓ ଅନ୍ୟ ୩ କର୍ମଚାରୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସମସ୍ତ ୪ ଜଣ ଗୁରୁତରଙ୍କୁ ପ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ହେଲେ କାହିଁକି ଏହି କମ୍ପାନୀର ପାଇପି ଫାଟିଲା ଏନେଇ ତାହାର କୌଣସି ସତ୍ୟା ସତ୍ୟ ମିଳିପାରି ନାହିଁ।

Comments are closed.