Odisha Link
Bridging the Missing Links in Odisha

ବାୟୁସେନା ଦିବସ ଆଗରୁ ପାରାଚ୍ୟୁଟ ଟ୍ରୁପର ଅଭ୍ୟାସ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆସନ୍ତା ୮ ତାରିଖରେ ପାଳନ କରିବ ପ୍ରତିଷ୍ଠା ଦିବସ। ଏହା ଆଗରୁ ଚାଲିଛି ଜୋରଦାର ପ୍ରସ୍ତୁତି। ଏବେ ଗାଜିଆବାଦରେ ଅଭ୍ୟାସ କରୁଛନ୍ତି ପାରାଟ୍ରୁପସ୍ ଟିମ୍ ।

ଆକାଶଗଙ୍ଗା ପାରାଚୁଟ୍ ଟିମ୍ ଆକାଶରେ ଦେଖାଉଛନ୍ତି କଳାକୌଶଳ। ଭାରତୀୟ ବାୟୁସେନାର ସ୍କାଇ ଡାଇଭର୍ସ ଯବାନ ଆକାଶଗଙ୍ଗା ଟିମରେ ସାମିଲ ଅଛନ୍ତି।

Comments are closed.