Odisha Link
Bridging the Missing Links in Odisha
Daily Archives

October 7, 2020

ରାଜ୍ୟରେ ଆଉ ୩୪୫୫ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ଆଉ ୩୪୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୧୩,୬୧୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ…

ନିତ୍ୟାନନ୍ଦ ନାୟକଙ୍କୁ ମିଳିବ ଶାରଳା…

ଭୁବନେଶ୍ୱର: ଇମ୍ପାକ୍ଟ ପକ୍ଷରୁ ୪୧ତମ ଶାରଳା ପୁରସ୍କାର ଘୋଷଣା ହୋଇଛି। ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର। କବିତା ସଙ୍କଳନ ‘ସେତେବେଳେକୁ ନଥିବ’ (ପ୍ରକାଶକ, ଫ୍ରେଣ୍ଡସ ପବ୍ଲିଶର୍ସ, ୨୦୧୭) ପାଇଁ ତାଙ୍କୁ ପୁରସ୍କୃତ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଓ…

ପେଟ୍ରୋଲ୍ ପମ୍ପ ଅଗ୍ନିକାଣ୍ଡ: ଅପରାଧିକ…

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟଣାରେ କମିସନରେଟ୍‌ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ଏଥି ସହିତ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ଏନେଇ…

ତିନି ଅସହାୟ ଶିଶୁଙ୍କୁ ସହାୟତାର ହାତ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ତିନି ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଛି କିସ ଫାଉଣ୍ଡେସନ୍। ମା ବାଳାବତୀ ନାୟକଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସରେ ହୋଇ ଯାଇଥିବା ବେଳେ ସେପ୍ଟେମ୍ବର ମାସରେ ବାପା କୁଷନ ନାୟକଙ୍କ ଅକାଳ ବିୟୋଗ ପରେ ଏହି ତିନି ଶିଶୁ ଅନାଥ ହୋଇଯିବା ସହ…

ସମ୍‌ରେ କରୋନାକୁ ପରାଜିତ କଲେ ୯୬ ବର୍ଷୀୟ…

ଭୁବନେଶ୍ୱର: ସାରା ବିଶ୍ୱରେ ଜାରି ରହିଥିବା କୋଭିଡ -୧୯ ମହାମାରୀ ସହ ଲଢ଼ି ଏହାକୁ ପରାଜିତ କରିଛନ୍ତି ୯୬ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ। ସମ୍ କୋଭିଡ ହସ୍ପିଟାଲରେ ସଫଳ ଚିକିତ୍ସା ପାଇବା ପରେ ଏହି ବର୍ଷୀୟାନ୍ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଚାରିଆଡେ ଆନନ୍ଦର ଲହରୀ ଖେଳିଯାଇଛି।…

ପାର୍ବଣ ଋତୁ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ: ପାଖେଇ ଆସୁଛି ପାର୍ବଣ ପାର୍ବଣ ଋତୁ। ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଦେଶରେ ଅନେକ ପୂଜା ପର୍ବ ଓ ମହୋତ୍ସବ ଅନୁଷ୍ଠିତ ହୋଇଥାଏ। କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି। ଏସଓପି ମୁତାବକ, ୬୫ ବର୍ଷ ବୟରୁ ଅଧିକ ବୟସର…

ରାଜଧାନୀରୁ ଆଉ ୩୧୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ରାଜଧାନୀରୁ ଆଉ ୩୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୪ ଓ ସ୍ଥାନୀୟ ଅଞ୍ଚଳରୁ ୨୩୦ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟାରେ ୩୫୪ ଜଣ ସୁସ୍ଥ…

ଜିମେଲ୍‌ ଲୋଗୋରେ ପରିବର୍ତ୍ତନ ଆଣିଲା…

ମୁମ୍ବାଇ: ଜିମେଲ୍‌ ଲୋଗୋରେ ପରିବର୍ତ୍ତନ ଆଣିଛି ଗୁଗୁଲ୍। ଜିମେଲ୍ ଲୋଗୋ ଲାଲ୍ ଏବଂ ଧଳା ରଙ୍ଗ ଥିବା ବଳେ ଏବ ଏଥିରେ ପରିବର୍ତ୍ତନ ଆସିଛି।ପରିବର୍ତ୍ତିତ ଲୋଗୋରେ ନୀଳ, ନାଲି, ହଳଦିଆ ଏବଂ ସବୁଜ ରଂଗ ବ୍ୟବହାର କରାଯାଇଛି। ଗୁଗୁଲ୍‌ର ପାରମ୍ପରିକ ରଂଗ ଅନୁସାରେ ଏହି ପରିବର୍ତ୍ତନ ଅଣାଯାଇଛି।…

ପେଟ୍ରୋଲ୍ ପମ୍ପ ଅଗ୍ନିକାଣ୍ଡ, ମୃତ୍ୟୁ…

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ପେଟ୍ରୋଲ୍ ପମ୍ପ ଅଗ୍ନିକାଣ୍ଡ ବିସ୍ଫୋରଣ ନେଇ ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି। ସୁରକ୍ଷା ପାଇଁ ନିକଟସ୍ଥ ବାସିନ୍ଦାଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି। ବିଭିନ୍ନ ବିସ୍ଫୋରକ…

ରସାୟନ ବିଜ୍ଞାନରେ ୨ ଜଣଙ୍କୁ ନୋବେଲ

ଷ୍ଟକହୋମ: ରସାୟନ ବିଜ୍ଞାନରେ ୨୦୨୦ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜିନୋମ୍ ଏଡିଟିଂ ପାଇଁ ଏକ ପଦ୍ଧତିର ବିକାଶ ଲାଗି ଚଳିତ ଥର ଇମାନୁଏଲ ଚାରପେଣ୍ଟିଅର ଓ ଜେନିଫିର ଏ ଦଉଡନାଙ୍କୁ ନୋବେଲ୍‌ ପୁରସ୍କାରରେ ସମ୍ମାନିତ କରାଯିବ। ଷ୍ଟକହୋମରେ ସ୍ଵିଡିଶ ଏକାଡେମୀ ଅଫ ସାଇସେନ୍ସର କମିଟି ବୁଧବାର…