Odisha Link
Bridging the Missing Links in Odisha

ରିୟାଙ୍କୁ ମିିଳିଲା ସର୍ତ୍ତମୂଳକ ଜାମିନ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ମିଳିଲା ଆଶ୍ବସ୍ତି। ବୁଧବାର ବମ୍ବେ ହାଇକୋର୍ଟରୁ ରିୟାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍। ୨୮ ଦିନ ବିଚାର ବିଭାଗୀୟ ହାଜତରେ ରହିବା ପରେ ରିୟାଙ୍କୁ ମିଳିଲା ଜାମିନ୍। ୧ ଲକ୍ଷ ଟଙ୍କା ଓ ପାସପୋର୍ଟ ଦାଖଲ କରିବାକୁ ରିୟାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ। ଡର୍ଗସ ଲିଙ୍କ ମାମାଲରେ ରିୟାଙ୍କୁ ଗିରଫ କରିଥିଲା ଏନସିବି।

 

ଅପରପକ୍ଷେ ରିୟାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ।

Comments are closed.