Odisha Link
Bridging the Missing Links in Odisha
Daily Archives

October 8, 2020

ଆସୁଛି ଆଉ ଏକ ଲଘୁଚାପ; ପ୍ରବଳ ବର୍ଷିବ

ଭୁବନେଶ୍ବର: ଉତ୍ତର ଆଣ୍ଡାମାନ ସମୁଦ୍ର ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଅବପାତ ଭାବେ ଗତି କରିବ। ଏହା…

ରାଜଧାନୀରୁ ଆଉ ୩୦୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ଆଉ ୩୦୯ କରୋନା ପଜିଟିଭ୍‌ ଚିହ୍ନଟ। ଏଥିସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫୩୭ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୮୩ ଜଣ ରହିଥିବା ବେଳେ ୨୨୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୩୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।…

ଡ଼ାହାଣୀ ସନ୍ଦେହରେ ହତ୍ୟା ,…

ବଡ଼ସାହି:ଡ଼ାହାଣୀ ସନ୍ଦେହରେ ଘଟିଥିବା ଏକ ହତ୍ୟାକାଣ୍ଡର ମାମଲା ଶୁଣାଣି କରି ବୁଧବାର ଜିଲ୍ଲା ଦୌରାଜଜ ସଞ୍ଜୟ ରଞ୍ଜନ ବହିଦାର ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ତାଙ୍କୁ ୧୦ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିର୍ଦେଶ ମଧ୍ୟ ଦେଇଛନ୍ତି। ଆଦାୟ ନହେଲେ ଅଭିଯୁକ୍ତକୁ ଗୋଟିଏ ବର୍ଷ…

ରାଜ୍ୟରେ ଖୋଲିପାରେ ସ୍କୁଲ!

ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ରାଜ୍ୟରେ ଖୋଲିପାରେ ସ୍କୁଲ! ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ କରୁଛନ୍ତି ରାଜ୍ୟ ସରକାର। କରୋନା ପାଇଁ ପାଖାପାଖି ୬ ମାସ ହେବ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଛି। ଏତେଦିନ ସ୍କୁଲ ଗୁଡିକ ବନ୍ଦ ଥିବାରୁ କ୍ୟାମ୍ପସ୍ ସଫେଇ ଓ ଭିତିଭୂମି ସଜାଡ଼ିବାକୁ…

ପଶ୍ଚିମ ଓଡିଶା ବିକାଶ ପରିଷଦକୁ…

ଭୁବନେଶ୍ୱର : ଦୀର୍ଘ ୨୦ ବର୍ଷ ଧରି ଶାସକ ବିଜେଡି ପଶ୍ଚିମ ଓଡିଶା ବିକାଶ ପରିଷଦର ପାଣ୍ଠିକୁ ଦଳୀୟ ପାଣ୍ଠି ଭାବେ ବ୍ୟବହାର କରିଆସୁଛି । ଅନ୍ୟପଟେ ଦଳୀୟ ଲୋକଙ୍କୁ ଥଇଥାନ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ସଦସ୍ୟମାନଙ୍କୁ ନିଯୁକ୍ତ କରାଯାଉଛି। ସିଏଜି ରିପୋର୍ଟ ଅନୁଯାୟୀ ପଶ୍ଚିମ…

ଲୁଇ ଗ୍ଲକ୍‌ଙ୍କୁ ସାହିତ୍ୟରେ ନୋବେଲ

୨୦୨୦ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ସ୍ବେଡିସ୍‌ ଏକାଡେମୀ ଦ୍ବାରା ପ୍ରଦତ୍ତ ସାହିତ୍ୟ କ୍ଷେତ୍ରରେ ବିଶ୍ବର ଏହି ସର୍ବୋଚ୍ଚ ସମ୍ମାନ ଏଥର ପ୍ରସିଦ୍ଧ ଆମେରିକୀୟ କବି ଓ ପ୍ରାବନ୍ଧିକ ଲୁଇ ଏଲିଜାବେଥ୍‌ ଗ୍ଲକ୍‌ ପାଇବେ। ଏପ୍ରିଲ ୨୨, ୧୯୪୩ରେ ନ୍ୟୁୟର୍କ ସିଟିର ଲଙ୍ଗ…

ମହିଳାମାନେ ନିଜ ଅଧିକାର ସାବ୍ୟସ୍ତ କରିବା…

ଭୁବନେଶ୍ୱର : ମହିଳାମାନେ ଯେ ସମାଜରେ ପକ୍ଷପାତିତାର ଶିକାର ହୁଅନ୍ତି ଏହି ପୁରୁଣା କାଳିଆ ଚିନ୍ତାଧାରାକୁ ପଛରେ ପକାଇ ସେମାନେ ନିଜ ଅଧିକାର ସାବ୍ୟସ୍ତ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଦେବା ଉଚିତ୍ ବୋଲି ସାଂସଦ ମାନେକା ଗାନ୍ଧୀ କହିଛନ୍ତି । ପ୍ରତ୍ୟେକ ମହିଳା ଅନ୍ୟ ମହିଳାମାନଙ୍କୁ ପ୍ରେରଣା…

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ: ମୃତକଙ୍କ…

ଭୁବନେଶ୍ୱର: ଗତକାଲି ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଥିଲା। ଏହି ମାମଲାରେ ମୃତାହତଙ୍କ ପ୍ରତି ସହାୟତା ଘୋଷଣା କଲା ଇଣ୍ଡିଆନ୍‌ ଅଏଲ୍। ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏଥିସହ ଏହି ଘଟଣାରେ ଗୁରୁତର ଆହତଙ୍କୁ ୪ ଲକ୍ଷ ଟଙ୍କା ଓ ଆହତଙ୍କୁ ୧…

ଜନଆନ୍ଦୋଳନରେ ସାମିଲ ହେବା ପାଇଁ…

ଭୁବନେଶ୍ୱର କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗୁରୁବାର ଶୁଭାରମ୍ଭ ହୋଇଥିବା ଏକ ଜନଆନ୍ଦୋଳନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ସାମିଲ ହୋଇ ଓଡ଼ିଶାବାସୀଙ୍କୁ ଏହି ଜନଆନ୍ଦୋଳନରେ ସାମିଲ ହେବାକୁ ନିବେଦନ କରିଛନ୍ତି । ମାସ୍କକୁ ସଠିକ୍ ଭାବରେ…

ବିହାର ନିର୍ବାଚନ: ପୂର୍ବତନ ଡିଜିପି…

ବିହାର: ବିହାର ରାଜନୈତିକ ରଣଭୂମୀରେ ବକ୍ସର ସିଟରୁ ନିର୍ବାଚନ ଲଢିବା ସ୍ୱପ୍ନ ନେଇ ପୋଲିସ ଚାକିରିରୁ ଭିଆରସ୍ ନେଇଥିଲେ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ଜେଡିୟୁ ବିହାର ବିଧାନସଭା ନିର୍ବାଚନ ପାଇଁ ୧୧୫ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଗୁପ୍ତେଶ୍ୱର ପାଣ୍ଡେଙ୍କ ନାମ ନାହିଁ।…