Odisha Link
Bridging the Missing Links in Odisha
Daily Archives

October 8, 2020

କେନ୍ଦ୍ରମନ୍ତ୍ରୀ ରାମ ବିଳାଶ…

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟମନ୍ତ୍ରୀ ତଥା ଲୋକଜନ ଶକ୍ତି ପାର୍ଟି ନେତା ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। କିଛି ଦିନ ତଳେ ତାଙ୍କର ଦିଲ୍ଲୀର ଏକ ହସ୍ପିଟାଲରେ ହାର୍ଟ ସର୍ଜରୀ ହୋଇଥିଲା। ଦୀର୍ଘ ଦିନ ହେଲାଣି ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ…

ଶିଳ୍ପ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଆଜି ୧୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ଜରିଆରେ ୨ ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧୦ ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ। ଭିତ୍ତିଭୂମି ଉନ୍ନୟନ ସହ ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପ ଭିତ୍ତିକ ପ୍ରକଳ୍ପ…

ପେଟ୍ରୋଲ ପମ୍ପ ଅଗ୍ନିକାଣ୍ଡ: ଖୋଲା ହେଲା…

ଭୁବନେଶ୍ବର : ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ଫରେ ଗତକାଲି ବିସ୍ଫୋରଣ ଘଟିଥିଲା ।ତେବେ କମିଶନରେଟ ପୁଲିସ ଅପରେସନ ଶେଷ ହେବା କଥା କହିଛନ୍ତି । ରାଜ ରାସ୍ତା ସଂଧ୍ୟା ୭ଟାରୁ ଖୋଲା ହେଲା କିନ୍ତୁ ଦୁର୍ଘଟଣାସ୍ଥଳକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି। ତେବେ ପୁଲିସ ଜନ ସାଧାରଣଙ୍କୁ ଅପରେସନରେ…

ଓଟିଭି ବିରୋଧରେ ମାନହାନି ମୋକଦ୍ଦମା…

ନୂଆଦିଲ୍ଲୀ: ଓଟିଭି ବିରୋଧରେ ମାନହାନି ମୋକଦ୍ଦମା ଆଣିଛନ୍ତି ସାଂସଦ ଅନୁଭବ ମହାନ୍ତି। ତାଙ୍କ ନାଁରେ ଉଦ୍ଦ୍ୟେଶମୂଳକ ଭାବେ ମିଥ୍ୟା ଓ ଭିତ୍ତିହୀନ ଖବର ପ୍ରସାରଣକୁ ବିରୋଧ କରି ଅନୁଭବ ଦିଲ୍ଲୀ କୋର୍ଟରେ ମୋକଦ୍ଦମା ରୁଜୁ କରିଛନ୍ତି। ଏନେଇ ସାଂସଦ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।…

ସାଂପ୍ରତିକ ସମୟରେ ବାକ୍‌ ସ୍ବାଧୀନତା…

ନୂଆଦିଲ୍ଲୀ: ସାଂପ୍ରତିକ ସମୟରେ ବାକ୍‌ ସ୍ୱାଧୀନତାର ଅଧିକାରର ଅତ୍ୟଧିକ ଅପବ୍ୟବହାର ହେଉଛି ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଏ ଏସ୍‌ ବୋପନ୍ନା ଓ ଜଷ୍ଟିସ୍‌ ବି ରାମା ଶୁଭ୍ରମଣ୍ୟନ୍‌ ଖଣ୍ଡପୀଠ ଓଲେମା ଏ ହିନ୍ଦ ଓ ଅନ୍ୟମାନଙ୍କ ଯାଚିକାରେ ଶୁଣାଣି ସମୟରେ…

ରାଜ୍ୟରେ ଆଉ ୩୩୧୨ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଆଉ ୩୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ୍ ସୁସ୍ଥ ସଂଖ୍ୟା ୨୧୬୯୫୪ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୫୮, କଟକରୁ ୨୬୨, ବାଲେଶ୍ୱରରୁ…

ଗୋଆ ଫେରିବେ ଦୀପିକା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପୁଣି ଥରେ ଗୋଆ ଅଭିମୁଖେ ବାହାରିବେ। ସେ ନିଜ ସିନେମା ସୁଟିଂ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏନିସିବି ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଦୀପିକାଙ୍କୁ ସମନ୍ ପଠାଇ ଥିଲା। ତେଣୁ ଡ୍ରଗ୍ସ ମାମଲାରେ ପଚରା ଉଚରା ପାଇଁ ମୁମ୍ବାଇ ଆସିଥିଲେ । ସେ ତାଙ୍କର ପ୍ରୋଜେକ୍ଟ…

ଟିଆର୍‌ପି ଜାଲିଆତି ମାମଲା: ୨ ଗିରଫ

ମୁମ୍ୱାଇ: ମୁମ୍ବାଇରେ ଟିଆରପି ଜାଲିଆତି ରାକେଟ ଠାବ କରିଛି ପୋଲିସ। ୨ ମରାଠୀ ଟିଭି ଚ୍ୟାନେଲର ମାଲିକ ବି ଏଥିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଏବେ କୋର୍ଟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ…

ମୃତକଙ୍କ ବେକରୁ ସୁନା ଚେନ ଚୋରି

କଟକ :କଟକ ବଡ଼ ମେଡ଼ିକାଲ ଏକ ଅଭାବନୀୟ ଘଟଣା ଘଟିଛି । ଶବ ବେକରୁ ଚେନ ଚୋରି ହୋଇଯାଇଛି । ସକାଳେ ମୃତ ମହିଳାଙ୍କ ବେକରେ ଝୁଲୁଥିବା ଚେନ ସଞ୍ଜରେ ଗାଏବ ହୋଇଯାଇଥିଲା । ମୃତାଙ୍କ ପୁଅ ଏହା ଅଭିଯୋଗ କରିଛନ୍ତି । ତେବେ ବଡ ମେଡିକାଲର ଆଇସୋଲେସନ ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଭୁବନେଶ୍ୱର…

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦କୁ…

ଭୁବନେଶ୍ୱର: ଓଡିଶା ବିଧାନସଭାରେ ସଦ୍ୟ ପାଳିତ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ- ୨୦୨୦ ଏକ ଐତିହାସିକ, ଅନନ୍ୟ, ସମୟୋଚିତ ଏବଂ ଛାତ୍ର ସପକ୍ଷବାଦୀ। ସେଥିପାଇଁ ଓଡିଶା ରିସର୍ଚ୍ଚ ସ୍କଲାର ଆସୋସିଏସର କର୍ମକର୍ତ୍ତାଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୁଦକ୍ଷ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣକୁମାର…