Odisha Link
Bridging the Missing Links in Odisha

ଦିଲ୍ଲୀକୁ ଗଡିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଓଡିଶାରୁ ନୂଆଦିଲ୍ଲୀକୁ ଚାଲିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ୍। ଅକ୍ଟୋବର ୧୭ରୁ ଭୁବନେଶ୍ୱର-ଆନନ୍ଦବିହାର ସ୍ୱତନ୍ତ୍ର ଟ୍ରେନ୍ ଗଡିବ। ଏହି ଟ୍ରେନ୍ ପ୍ରତି ଶନିବାର ଅପରାହ୍ନ ୧୨ଟା ୪୫ରେ ଭୁବନେଶ୍ୱର ଛାଡିବ। ଅକ୍ଟୋବର ୧୯ରୁ ପ୍ରତି ସୋମବାର ସକାଳ ୭ଟା ୮ରେ ଆନନ୍ଦବିହାରରୁ ଟ୍ରେନ୍ ଛାଡିବ।

ସେହିପରି ୨୧ରୁ ଦୂରନ୍ତ ଏକ୍ସପ୍ରେସ ପ୍ରତି ବୁଧବାର ସକାଳ ୭ଟା ୪୦ରେ ଭୁବନେଶ୍ୱର ଛାଡିବ। ୨୨ରୁ ପ୍ରତି ଗୁରୁବାର ଅପରାହ୍ନ ୧୨ଟା ୫୫ରେ ଏହି ଟ୍ରେନ୍ ନୂଆଦିଲ୍ଲୀରୁ ଛାଡିବ।

Comments are closed.