Odisha Link
Bridging the Missing Links in Odisha
Browsing Tag

Special Train

ଦିଲ୍ଲୀକୁ ଗଡିବ ଆଉ ୨ଟି ସ୍ୱତନ୍ତ୍ର…

ଭୁବନେଶ୍ୱର: ଓଡିଶାରୁ ନୂଆଦିଲ୍ଲୀକୁ ଚାଲିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ୍। ଅକ୍ଟୋବର ୧୭ରୁ ଭୁବନେଶ୍ୱର-ଆନନ୍ଦବିହାର ସ୍ୱତନ୍ତ୍ର ଟ୍ରେନ୍ ଗଡିବ। ଏହି ଟ୍ରେନ୍ ପ୍ରତି ଶନିବାର ଅପରାହ୍ନ ୧୨ଟା ୪୫ରେ ଭୁବନେଶ୍ୱର ଛାଡିବ। ଅକ୍ଟୋବର ୧୯ରୁ ପ୍ରତି ସୋମବାର ସକାଳ ୭ଟା ୮ରେ ଆନନ୍ଦବିହାରରୁ ଟ୍ରେନ୍ ଛାଡିବ।…

ସିଭିଲ ସର୍ଭିସ ପରୀକ୍ଷାର୍ଥୀମାନଙ୍କ ପାଇଁ…

ଭୁବନେଶ୍ବର: ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବଡଖୁଲିଖବର ଆଣିଛନ୍ତି। ଅକ୍ଟୋବର ୩ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ସ୍ୱତନ୍ତ୍ର ଟ୍ରେନ୍‌ ଗୁଡ଼ିକ ସେହିଦିନ ସନ୍ଧ୍ୟାରେ ପରୀକ୍ଷା ସେଣ୍ଟର ଥିବା ସହରରେ…

ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର…

ଭୁବନେଶ୍ୱର: ନିଟ୍‌ ପରୀକ୍ଷା ପାଇଁ ରାଜ୍ୟରେ ୪ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରିଛି ପୂର୍ବତଟ ରେଳପଥ। ଭଦ୍ରକ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ୧୨ ତାରିଖ ଅପରାହ୍‌ଣ ୪ଟାରେ ଭଦ୍ରକ ଛାଡ଼ି ସନ୍ଧ୍ୟା ୭ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବ ଏବଂ ୧୩ ତାରିଖ ସନ୍ଧ୍ୟା ୭ଟାରେ ଭୁବନେଶ୍ବରୁ ବାହାରି ରାତି…

ପ୍ରବାସୀଙ୍କ ପାଇଁ ଚାଲିବ ସ୍ପେଶାଲ…

ଭୁବନେଶ୍ବର: ଦେଶରେ ଧୀରେ ଧୀରେ ସୁଧୁରିବାରେ ଲାଗିଛି କରୋନା ସ୍ଥିତି। ଅନ୍ୟପଟେ ଓଡ଼ିଆ ମଧ୍ୟ ନିଜ ଜୀବନଜୀବିକା ନିମନ୍ତେ ବାହାର ରାଜ୍ୟକୁ ପୁନର୍ବାର ଯିବାକୁ ବ୍ୟଗ୍ର ହେଲେଣି। ଏପରି ସ୍ଥିତିରେ ସେମାନଙ୍କ ପାଇଁ ଆସନ୍ତା ୧୨ ତାରିଖରୁ ୩ଟି ସ୍ପେଶାଲ ଟ୍ରେନ୍‌ ଚାଲିବ। ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ,…

ଆଉ ୧୦୦ଟି ଟ୍ରେନ୍‌ ଚଲାଇବ ଭାରତୀୟ ରେଳ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ଅନ୍‌ଲକ୍-୪ କଟକଣା। ସରକାର କରୋନା କାଳ ମଧ୍ୟରେ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଫଳରେ ଆସ୍ତେ ଆସ୍ତେ କରୋନା କଟକଣା କହୋଳ ହେଉଛି। ଏସବୁ ମଧ୍ୟରୁ ଦେଶରେ ଆଉ ୧୦୦ ଟି ଅଧିକ ଟ୍ରେନ୍‌ ଚଳାଚଳ କରିବା ନେଇ ପ୍ରସ୍ତୁତି ‌କରୁଛି ଭାରତୀୟ ରେଳ…

ଆଜିଠୁ ଗଡ଼ିବ ୨୦୦ ବିଶେଷ ଟ୍ରେନ୍, ୧ ଲକ୍ଷ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପ୍ରତିହତ କରିବା ପାଇଁ ମାର୍ଚ୍ଚ ୨୪ରୁ ଲାଗୁ ହୋଇଥିଲା ଲକ୍‌ଡାଉନ୍। ଲକ୍‌ଡାଉନ୍‌ର ୬୮ ଦିନ ପରେ ଆଜିଠୁ ଦେଶରେ ଆରମ୍ଭ ହେଉଛି ଅନ୍‌ଲକ୍‌ର ପ୍ରଥମ ପର୍ଯ୍ୟାୟ। ଏଥିସହିତ ଆଜିଠାରୁ ସାରା ଦେଶରେ ଚାଲିବ ୨ଶହ ବିଶେଷ ଟ୍ରେନ୍‌। ପୂର୍ବରୁ କେବଳ ପ୍ରବାସୀଙ୍କ ପାଇଁ ଶ୍ରମିକ…

ଭୁବନେଶ୍ବର-କଟକ ଜନସାଧାରଣ ସ୍ପେଶାଲ…

ଭୁବନେଶ୍ବର:ଭୁବନେଶ୍ୱର-କଟକ ମଧ୍ୟରେ ଗଡ଼ିବ ଜନସାଧାରଣ ସ୍ପେଶାଲ ଟ୍ରେନ। ଏନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଅର୍ଥାତ ରବିବାର ଠାରୁ ୩୧ ତାରିଖ ଯାଏଁ ଏହି ଟ୍ରେନ ପରୀକ୍ଷାମୂଳକଭାବେ ଚାଲିବ। ଭୁବନେଶ୍ୱରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନଟି କଟକ ଯିବ। କଟକରୁ…

ଆସନ୍ତାକାଲି ପୁରୀରୁ ଚାଲିବ ଦୁଇଟି…

ଭୁବନେଶ୍ବର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଏହାକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କାର୍ତ୍ତିକ…

ଦୁର୍ଗାପୂଜା ପାଇଁ ସ୍ବତନ୍ତ୍ର ୧୦ ଟ୍ରେନ

ଭୁବନେଶ୍ୱର: ଆସୁଛି ଜଗତଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା। ଏଥିପାଇଁ ସବୁଠି ଜୋରଦାର ହୋଇ ସାରିଛି ପ୍ରସ୍ତୁତି। ଏହାକୁ ଦୃଷ୍ଟିରେ ରଖି ଦୁର୍ଗାପୂଜା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୧୦ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସଂଖ୍ୟା ବୃଦ୍ଧି ସମ୍ଭାବନା ଥିବାରୁ ଚଳାଚଳ କରୁଥିବା ଟ୍ରେନଗୁଡିକର…