Odisha Link
Bridging the Missing Links in Odisha
Daily Archives

October 9, 2020

ମନ୍ଦିରରେ କୁକୁର ମଳ ଛାଡ଼ିବା ପଡ଼ିଲା…

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ପ୍ରତିବାଦ ପରେ ଶେଷରେ ତତ୍ପର ହୋଇଛି କମିଶନରେଟ ପୁଲିସ। ପୁରୁଣା ଭୁବନେଶ୍ବର ବଣିଆ ସାହିରେ ଥିବା ବକ୍ରେଶ୍ୱର ମହାଦେବ ମନ୍ଦିର ପରିସରରେ ପୋଷା କୁକୁରକୁ ମଳତ୍ୟାଗ କରାଇବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।…

ଜିଓ ପୋଷ୍ଟପେଡ୍ ପ୍ଲସ୍ ଆରମ୍ଭକଲା ପ୍ରଥମ…

ଭୁବନେଶ୍ୱର: ଗ୍ରାହକମାନଙ୍କୁ ସର୍ବୋତ୍ତମ ସେବାଭିତିକ ସୁଲଭ ମୂଲ୍ୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ରିଲାଏନ୍ସ ଜିଓ ପୋଷ୍ଟପେଡ୍‌ପ୍ଲସ ଯୋଜନା ଘୋଷଣା କରିଥିବା ବେଳେ ବର୍ତମାନ ଏହା ଜିଓ ପୋଷ୍ଟପେଡ୍‌ପ୍ଲସ ଆପଣାଉଥିବା ଅନ୍ୟ ଅପରେଟରଙ୍କ ପୋଷ୍ଟପେଡ୍ ଗ୍ରାହକମାନଙ୍କ ପାଇଁ ଅଭିନବ “କ୍ୟାରି ଫରୱାର୍ଡ କ୍ରେଡିଟ୍…

ସୌନ୍ଦର୍ଯ୍ୟ କରଣ ସହତି ଆଲୋକରେ ଝଲସିବ…

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏମ୍‍ଓ ଠାରୁ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ଚଳିତବର୍ଷ ଜାନୁୟାରୀ ମାସରେ କଟକ ଗସ୍ତ ସମୟରେ ଯେଉଁ ଘୋଷଣା କରିଥିଲେ ସେହି କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ୫-ଟି ସଚିବ…

ମନ୍ତ୍ରୀଙ୍କର ଏଭଳି ଡବଲ ଷ୍ଟାଣ୍ଡାର୍ଡ…

ଭୁବନେଶ୍ବର: ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ଉଲ୍ଲଘଂନ କରିଥିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଆଜି କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।। ଏହି ମାମଲାରେ ଜବାବ ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି,…

ରାଜ୍ୟରେ ଆଉ ୩୪୦୪ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର। ରାଜ୍ୟରେ ଆଉ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୨୦,୩୮୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ…

ଭୁବନେଶ୍ୱର : କୋଭିଡ ପରିଚାଳନାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛନ୍ତି । ରାଜ୍ୟରେ ପ୍ରତିଦିନ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପଟେ କୋଭିଡ ମୃତ୍ୟୁ ସଂଖ୍ୟାକୁ ସରକାର ଲୁଚାଇ କମ୍ ମୃତ୍ୟୁ ହେଉଛି ବୋଲି ଦର୍ଶାଉଛନ୍ତି । ଏଭଳି ଏକ ସଙ୍କଟ ସମୟରେ ରାଜ୍ୟସରକାର ରାଜ୍ୟରେ କୋଭିଡ…

ଠିକାଦାରଙ୍କୁ ଗୁଳିମାଡ଼

ନୂଆପଡା: ଠିକାଦାରଙ୍କୁ ଗୁଳିମାଡ଼। ନୂଆପଡା ଖଣ୍ଡିଆଳ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ଘର ଆଗରେ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ଗୁଳିମାଡ଼ରେ ଠିକାଦାର ଗୁରୁତର ଆହତ ହୋଇଛନ୍ତି। ଠିକାଦାରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡରେ ଘଟଣାରେ ସଂପୃକ୍ତ ୩…

ଦିଲ୍ଲୀକୁ ଗଡିବ ଆଉ ୨ଟି ସ୍ୱତନ୍ତ୍ର…

ଭୁବନେଶ୍ୱର: ଓଡିଶାରୁ ନୂଆଦିଲ୍ଲୀକୁ ଚାଲିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ୍। ଅକ୍ଟୋବର ୧୭ରୁ ଭୁବନେଶ୍ୱର-ଆନନ୍ଦବିହାର ସ୍ୱତନ୍ତ୍ର ଟ୍ରେନ୍ ଗଡିବ। ଏହି ଟ୍ରେନ୍ ପ୍ରତି ଶନିବାର ଅପରାହ୍ନ ୧୨ଟା ୪୫ରେ ଭୁବନେଶ୍ୱର ଛାଡିବ। ଅକ୍ଟୋବର ୧୯ରୁ ପ୍ରତି ସୋମବାର ସକାଳ ୭ଟା ୮ରେ ଆନନ୍ଦବିହାରରୁ ଟ୍ରେନ୍ ଛାଡିବ।…

୧୦୦ କିଲୋରୁ ଅଧିକ ଓଜନ ବଢ଼ାଇବେ…

ମୁମ୍ବାଇ : ବଲିଉଡ ଅଭିନେତା ଭିକି କୌଶଲ ନିଜର ଓଜନ ବଢ଼ାଇବାରେ ଲାଗିଛନ୍ତି। ସେ ତାଙ୍କର ଆଗାମୀ ସିନେମା‘ଦ ଇମୋଟାଲ ଅଶ୍ବଥମା’ ପାଇଁ ଏଭଳି କିଛି କରୁଛନ୍ତି। ସିନେମାରେ ଭିକି ମହାଭାରତର ମହାନ ଓ ଅମର ଯୋଦ୍ଧା ଅଶ୍ବଥମା ଚରିତ୍ରରେ ନଜର ଆସିବେ। ଏହି ସିନେମାଟି ୨୦୨୧ ପ୍ରାରମ୍ଭରେ ଆରମ୍ଭ ହେବ। ସିନେମାଟି…

୧୧ରୁ ପ୍ରବଳ ବର୍ଷା

ଭୁବନେଶ୍ୱର: ୧୧ରୁ ପ୍ରବଳ ବର୍ଷା। ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ଦିନରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଏକ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ଅଧିକ ରହିଛି। ୧୨ ଅକ୍ଟୋବର ସକାଳ ସମୟରେ ଏହା…