Odisha Link
Bridging the Missing Links in Odisha
Daily Archives

October 9, 2020

ବିବାହ କଲେ ଜସଲିନ ମଥାରୁ !

ନୂଆଦିଲ୍ଲୀ: ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ମଡେଲ-ଅଭିନେତ୍ରୀ ଜସଲିନ ମଥାରୁଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଗୁଡ଼ିକରେ ଅନୁପ ସେରୱାନୀ ପୋଷାକ ପରିଧାନ କରିଛନ୍ତି । ଜସଲିନ୍ ମଥାରୁ ଡାର୍କ ପିଙ୍କ ସିଲ୍କ ସଲଓ୍ବାରରେ ନଜର ଆସିଛନ୍ତି। ଏହା ସହ ସେ ହେଭି ଜୁଏଲାରି ମଧ୍ୟ…

ପାକିସ୍ତାନରେ ବ୍ୟାନ୍ ହେଇପାରେ ଟିକ୍ ଟକ୍

ନୂଆଦିଲ୍ଲୀ: ଭାରତ, ଆମେରିକା ପରେ ପରେ ଏବେ ପାକିସ୍ତାନରେ ବ୍ୟାନ୍ ହେଇପାରେ ଚାଇନିଜ୍‌ ଆପ୍ ଟିକ୍ ଟକ୍। ଅଶାଳୀନ ଓ ଅଶ୍ଳୀଳ କମେଣ୍ଟକୁ ନେଇ ପାକିସ୍ତାନ ସରକାର ଚାଇନିଜ୍‌ ଆପ୍ ଟିକ୍ ଟକ୍‌ କୁ ବ୍ୟାନ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଖୁବଶୀଘ୍ର ଏ ନେଇ ସରକାରୀ ଘୋଷଣା କରାଯିବ ବୋଲି ଗଣମାଧ୍ୟମ…

ଅଟୋ ଡ୍ରାଇଭରର ବଳାତ୍କାର ଉଦ୍ୟମ,…

ଭୁବନେଶ୍ୱର: ପିଜି ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ। ବଳାତ୍କାରୀ ଅଟୋ ଡ୍ରାଇଭର ଠାରୁ ଛାତ୍ରୀଙ୍କୁ ଉଦ୍ଧାର କଲେ ସାମ୍ୱାଦିକ। ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ବାରଙ୍ଗ ଅଞ୍ଚଳରେ। ୩ଜଣ ସାମ୍ବାଦିକ ବଳାତ୍କାରୀ ଅଟୋ ଡ୍ରାଇଭରକୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ଛାତ୍ରୀଙ୍କ ପକ୍ଷରୁ ଏତଲା ପରେ…

‘ବାବା କା ଢାବା’ର ଭାଗ୍ୟ ବଦଳାଇଦେଲା…

ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ ସୋସିଆଲ ମିଡିଆର ପ୍ରଭାବ ଖୁବ୍ ଅଧିକ। ସୋସିଆଲ ମିଡିଆ ଯେ ରାତାରାତି କାହାର ଭାଗ୍ୟ ବଦଲାଇ ଦିଏ ଏହାର ଜ୍ବଳନ୍ତ ଉଦାହରଣ ହେଉଛି ‘ବାବା କା ଢାବା’। ଦିଲ୍ଲୀର ମାଲବିୟ ନଗରରେ ଜଣେ ବୃଦ୍ଧଙ୍କ ଛୋଟିଆ ଢାବା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍। ଦିନ ଥିଲା ତାଙ୍କ ଢାବାରେ…

ପୁଣି କରୋନା ପରାସ୍ତ: ୮୬ ବର୍ଷିୟା ମହିଳା…

ଭୁବନେଶ୍ବର : ଜଣେ ୮୬ ବର୍ଷିୟା ମହିଳା କରୋନା ସଂକ୍ରମଣରୁ ସୁସ୍ଥ ହୋଇ ପୁଣି ଥରେ ଭୟର ବାତାବରଣ ଭିତରେ ଆଶାର ସଂଞ୍ଚାର ଦେଖାଇଛନ୍ତି । ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୟୋଜ୍ୟେଷ୍ଠା ମହିଳା ସତ୍ୟଭାମା ଦାଶ । କରୋନା ସଂକ୍ରମିତ ହେବା ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ସେ ସମ୍‌…

ସାଉଥ ସିନେମାରେ ନଜର ଆସିବେ ଅମିତାଭ

ନୂଆଦିଲ୍ଲୀ : ବଲିଉଡର ବିଗ ବି ଅମିତାଭ ବଚ୍ଚନ ଖୁବ ଶୀଘ୍ର ସାଉଥ ସିନେମାରେ ନଜର ଆସୁଛନ୍ତି । ତାଙ୍କ ସହ ଦୀପିକା ପାଦୁକୋନ ଓ ସାଉଥ ସୁପରଷ୍ଟାର ପ୍ରଭାସ ମଧ୍ୟ ନଜର ଆସିବେ। ଏହା ସିନେମାଟି ବିଭିନ୍ନ ଭାଷାରେ ରିଲିଜ ହେବ। ତେବେ ସିନେମାର ନାଁଟି ଜଣାପଡ଼ି ନାହିଁ । ତେବେ ବୈଜୟନ୍ତୀ ମୁଭିଜ ଅଲଗା ଅଲଗା…

ସାଂସଦ ଅପରାଜିତାଙ୍କ ବିରୋଧରେ…

ଭୁବନେଶ୍ୱର: ପୁଣି ଥରେ କୋଭିଡ୍ ନିୟମ ଉଲ୍ଲଘଂନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଜନ୍ମଦିନ ପାଳନ ବେଳେ ସାମାଜିକ ଦୂରତ୍ୱର ଉଲ୍ଲଂଘନ କରିଛନ୍ତି ସାଂସଦ। ଏନେଇ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅପରାଜିତାଙ୍କ ଜନ୍ମଦିନ ବେଳର ଭିଡିଓକୁ…

କରୋନା ମୁକାବିଲା ପାଇଁ ସୋଆ…

ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀଙ୍କ ନୂଆ ଅଭିଯାନ “ କରୋନା ସେ ବଚେ, ଯବ୍ ତକ୍ ଦବାଇ ନେହିଁ, ତବ୍‌ ତକ୍ ଢିଲାଇ ନେହିଁ” କୁ ଅନୁସରଣ କରି ଶୁକ୍ରବାର ଦିନ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ଶପଥ ଗ୍ରହଣ କରାଯାଇଛି । ନିଜେ ସତର୍କ ରହିବା ସହିତ ନିଜ ସାଙ୍ଗ ସାଥୀଙ୍କୁଏହି ମାରାତ୍ମକ ଭୂତାଣୁ ବିଷୟରେ ସଜାଗ କରିବା ।…

ଗୌରହରି ଦାସଙ୍କୁ ୬୦ ପୂରିଲା, ତାଙ୍କ…

ବରିଷ୍ଠ କଥାଶିଳ୍ପୀ, ସ୍ତମ୍ଭକାର, ସାମ୍ବାଦିକ ଓ ସୁବକ୍ତା ଡ. ଗୌରହରି ଦାସ ଆଜି ୬୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୦ ମସିହା ଆଜିର ତାରିଖରେ ଭଦ୍ରକର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମଗ୍ରହଣ କରିିଥିବା ଶ୍ରୀ ଦାସ ଆଜି କେବଳ ଓଡ଼ିଶାରେ ନୁହେଁ, ବରଂ ଭାରତୀୟ ସାହିତ୍ୟ ଜଗତରେ ବେଶ୍‌ ପରିଚିତି ପାଇଛନ୍ତି। ତେବେ…

ରାଜଧାନୀରୁ ଆଉ ୩୧୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ଆଉ ୩୧୬ କରୋନା ପଜିଟିଭ୍‌ ଚିହ୍ନଟ। ଏଥିସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪୮୫୩ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୮୪ ଜଣ ରହିଥିବା ବେଳେ ୨୩୨ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୩୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।…