Odisha Link
Bridging the Missing Links in Odisha

୧୦୫୪ କୁଇଣ୍ଟାଲ ଗଂଜେଇ ଜବତ

ଭୁବନେଶ୍ବର : ଗଞ୍ଜେଇ ଓ ବ୍ରାଉନସୁଗାର ବିରୋଧରେ ଅଭିଯାନ ଜାରି ରହିବ । ଚାଲାଣ ରୋକିବାକୁ ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ।

ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୫ଟି ରାଜ୍ୟର ପୋଲିସ ଡିଜିଙ୍କ ସହ ବୈଠକ ବସିଛି ।

ରାଜ୍ୟରେ ୯ ମାସରେ ୧୦୫୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ୧୦୫୪ କୁଇଣ୍ଟାଲ ଜବତ ହୋଇଛି । କୋରାପୁରୁ ୪୧୩, ମାଲାକନଗିରିରୁ ୨୪୦ ଓ କୋରାପୁଟରୁ ୧୨୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି ।’

Comments are closed.