Odisha Link
Bridging the Missing Links in Odisha

ଆଜିଠୁ ଭୁବନେଶ୍ୱରରେ ୩ୟ ପର୍ୟ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ତୃତୀୟ ପର୍ୟ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ। ୩ୟ ପର୍ୟ୍ୟାୟ ସେରୋ ସର୍ଭେ ୧୮ ତାରିଖ ଯାଏ ଚାଲିବ। ଵିଏମସି ଓ ଆରଏମ୍ଆରସି ପକ୍ଷରୁ ମିଳିତ ଭାବେ ଏହି ସେରୋ ସର୍ଭେଲାନ୍ସ ହେବ। ଏହି ସେରୋ ସର୍ଭେଲାନ୍ସ ୨୫ଟି ୱାର୍ଡରେ ହେବ। ଏହି ସର୍ଭେଲାନ୍ସରେ ୧୫୦୦ ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯିବ ବୋଲି ଵିଏମସି କମିଶନର ସୂଚନା ଦିଆଯାଇଛି।ଭୁବନେଶ୍ୱରରେ ଏବେ ଦିନକୁ ୪ ହଜାର ନମୁନା ପରୀକ୍ଷା ହେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩ଲକ୍ଷ ନମୁନା ପରୀକ୍ଷା ସରିଲାଣି।

Comments are closed.