Odisha Link
Bridging the Missing Links in Odisha
Browsing Tag

BMC BBSR

ରାଜଧାନୀବାସୀଙ୍କୁ ବିଏମ୍‌ସିର ଚେତାବନୀ;…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଖୋଲାରେ ଅଳିଆ ପକାଇଲେ ଫାଇନ କାଟିବ ବିଏମସି। ଏନେଇ ବିଭିନ୍ନ ସଙ୍ଘ ସହ ବୈଠକ କରି ବିଏମସି ସଚେତନ କରିଛି। ଯେଉଁ ଦୋକାନ ଖିଲାପ କରିବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ। ଏନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ଅନ୍ୟପଟେ, ଭୁବନେଶ୍ବର ସୈନକ ସ୍କୁଲ…

ଜାଗା ମିଶନ: ୬ଟି କିସ୍ତିରେ ଦେବାକୁ…

ଓଏଲ୍‌ ବ୍ୟୁରୋ: ଜାଗା ମିଶନ ନେଇ ଆଜି ଆଉ ଏକ ବଡ଼ ଘୋଷଣା ହୋଇଛି। ବସ୍ତିବାସିନ୍ଦା ୬ ମାସରେ ୬ଟି କିସ୍ତିରେ ଦେଇ ପ୍ରିମିୟମ ଟଙ୍କା ସୁଝିବେ। ଏନେଇ ଆଜି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ବିଏମସି କାର୍ଯ୍ୟାଳୟରେ ହିତାଧିକାରୀଙ୍କ ଭିଡ ପରେ କମିଶନର ଏହି ସୂଚନା ଦେଇଛନ୍ତି।…

କାଲିଠୁ ରାଜଧାନୀ ଭୁବନେଶ୍ୱରରେ ପଥୋତ୍ସବ

ଓଏଲ୍‌ ବ୍ୟୁରୋ : କାଲିଠୁ ଭୁବନେଶ୍ୱରରେ ପୁଣି ଆରମ୍ଭ ହେବାକୁ ଯାଉଛି ପଥୋତ୍ସବ। ବିଏମସି ପକ୍ଷରୁ ପଥୋତ୍ସବ ଆରମ୍ଭ ହେବାର ସୂଚନା ଦିଆଯାଇଛି । ପଥୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଜାନୁଆରୀ ୧ ନୂଆବର୍ଷ ପଡୁଥିବାରୁ ଏହି ଦିନ ପଥୋତ୍ସବ ବନ୍ଦ ରହିବ ଏବଂ ରବିବାର ଅର୍ଥାତ ଜାନୁଆରୀ ୮…

ଓଡିଏ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ…

ଓଏଲ୍‌ ବ୍ୟୁରୋ : ପ୍ରସିଦ୍ଧ ନୃତ୍ୟଶିଳ୍ପୀ କୁମକୁମ ମହାନ୍ତି ଘର ନିର୍ମାଣ କାର୍ଯ୍ୟକୁ ନେଇ ଓଡିଏ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରିଥିବା ଖବର ସାମ୍ନାକୁ ଆସିଛି। ତଥ୍ୟ ପ୍ରମାଣ ଆଧାରରେ କୋର୍ଟ କୁମକୁମଙ୍କୁ ଘର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ…

ରାଜଧାନୀ ଭୁବନେଶ୍ୱରରେ ମଶା ମାରିବ…

ଓଏଲ୍‌ ବ୍ୟୁରୋ : ମଶାଙ୍କୁ ଦମନ କରିବା ପାଇଁ ବିଏମସିର ନୂତନ ପ୍ରୟାସ। ମଶା କାମୁଡ଼ାରେ ରାଜଧାନୀରେ ରୋଗ ସୃଷ୍ଟି ହେଉଥିବାବେଳେ ମଶା ମାନେ ଶାନ୍ତିରେ ବଂଚିବାକୁ ଦେଉନାହାନ୍ତି। ମଶାଙ୍କ ଉତ୍ପାତ ପାଇଁ ଲୋକ ମାନେ ସଞ୍ଜ ହେବା ପୂର୍ବରୁ କବାଟ ବନ୍ଦ କରି ରହୁଛନ୍ତି। ମଶାରୁ ମୁକ୍ତି ଦେବା ପାଇଁ ବିଏମସି…

ଲିଙ୍ଗରାଜ ମନ୍ଦିର ପାଇଁ ବିଏମସିର…

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ଖୋଲିବାକୁ ଯାଉଛି ଲିଙ୍ଗରାଜ ମନ୍ଦିର। ଏଥିପାଇଁ ବିଏମସି ପକ୍ଷରୁ ନୂତନ ଗାଇଡଲାଇନ ଜାରି କରାଯାଇଛି। ଦୁଇଟି ଡୋଜର ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶର ଅନୁମତି ମିଳିବ। ଟିକା ପ୍ରମାଣପତ୍ର ଦେଖି ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ। ଗର୍ଭଗୃହ ଦର୍ଶନ ବନ୍ଦ…

ରାଜଧାନୀରେ ଡ଼େଙ୍ଗୁ ଆତଙ୍କ: ୨୪ ଘଣ୍ଟାରେ…

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଚାଲିଛି ଡେଙ୍ଗୁ। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୧୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧ ହଜାର ୪୭୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧…

ସେପ୍ଟେମ୍ବର ପହିଲାରୁ ଖୋଲିବ ଶ୍ରୀ…

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ଖୋଲିବ ଶ୍ରୀ ଲିଙ୍ଗରାଜ ମନ୍ଦିର। ଏନେଇ ଖୋର୍ଦ୍ଧା ଜିଲ୍ଳାପାଳଙ୍କ ଅଧକ୍ଷତାରେ ବସିଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଏମସିର କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। କରୋନା ସଂକ୍ରମଣ…

ରାଜଧାନୀରେ ଡେଙ୍ଗୁ ଆତଙ୍କ: ଦିନକରେ ୫୦…

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ ଆତଙ୍କ। ଦିନକୁ ଦିନ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୫୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି। ଡେଙ୍ଗୁ ପ୍ରକୋପକୁ ରୋକିବା…

ରାଜଧାନୀରେ ବନ୍ଦ ହେଲା ଡ୍ରାଇଭ୍ ଇନ୍…

ଭୁବନେଶ୍ୱର: ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ବନ୍ଦ ହେବ ୧୦ଟି ଯାକ ଡ୍ରାଇଭ ଇନ ଭେକ୍ସିନ ସେଣ୍ଟର।  ଭୁବନେଶ୍ୱରର ବିଭିନ୍ନ ମଲ ଓ ଘରୋଇ ଅନୁଷ୍ଠାନରେ ଖୋଲା ଯାଇଥିଲା ଏହି କେନ୍ଦ୍ର। ଭୁବନେଶ୍ୱରରେ ମୋଟ ୫୫ଟି ଟିକା କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇ ଥିବା ବେଳେ। ୩୦ଟି ସରକାରୀ ହସ୍ପିଟାଲ ୧୫ଟି…