Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଫରେଷ୍ଟ ଗାର୍ଡ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଫରେଷ୍ଟ ଗାର୍ଡ। ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ସମ୍ବଲପୁର ଜୁଜୁମରାର ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର। ୩୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ମଧୁସ୍ମିତା ମହାପାତ୍ର।

ବନ ସୁରକ୍ଷା ସମିତିର କୋଠା ନିର୍ମାଣ ବିଲ୍ ପାସ୍ କରିବାକୁ ମଧୁସ୍ମିତା ଲାଞ୍ଚ ନେଉଥିବା ଜଣାପଡିଛି। ବେହେରାଣୀବାସୀ ବନସୁରକ୍ଷା ସମିତିର ସଦସ୍ୟ ସଚିବ ଅଛନ୍ତି ମଧୁସ୍ମିତା ମହାପାତ୍ର।

Comments are closed.