Odisha Link
Bridging the Missing Links in Odisha
Daily Archives

November 6, 2020

ଓଡ଼ିଶାରେ ଉତ୍ପାଦନ ହେବ କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର ଆସିଛି। ରାଜ୍ୟରେ କରୋନା ଟିକା ଉତ୍ପାଦନ ହେବ। ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ଲିଃ ଏହି ଟିକାକୁ ଉତ୍ପାଦନ କରିବ। କମ୍ପାନି ରାଜଧାନୀ ଭୁବନେଶ୍ବର ଉପକଣ୍ଠସ୍ଥ ଅନ୍ଧାରୁଆରେ ଏକ ଟିକା ପ୍ରସ୍ତୁତିକରଣ କାରଖାନା ନିର୍ମାଣ କରିବ। ଖୁବ୍ ଶୀଘ୍ର କାରଖାନାର…

କରୋନା: ରାଜ୍ୟରେ ସୁସ୍ଥ ହେଲେ ୧୬୪୧ ଜଣ…

ଭୁବନେଶ୍ଵର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କମୁଛି କରୋନ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬୪୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨, ୮୫, ୧୭୪ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।…

ଶିକ୍ଷା ଓ ତାଲିମ ପାଇଁ ନାମ ଲେଖାଇଲେ…

ସୁନ୍ଦରଗଡ଼: କୋଭିଡ୍ ମହାମାରୀ ପାଇଁ ପ୍ରବାସରୁ ଫେରି ଆସିଥିବା ବ୍ୟକ୍ତି ତଥା ଜିଲ୍ଲାର ବେକାର ଯୁବକ ଯୁବତୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀରସ୍ଥିତ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲ…

ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଭୁବନେଶ୍ବର: ଡିସେମ୍ବର ୩୧ ଯାଏଁ ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାର କୋଭିଡ୍ ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ସ୍କୁଲ ବନ୍ଦ ରହିଲେ ବି ପରୀକ୍ଷା ଓ ନାମଳେଖା ପ୍ରକ୍ରିୟା ଜାରି ରହିବ।…

ମାଣ୍ଡିଆ କିଣିବା ପାଇଁ ଡିସେମ୍ବର ୧୨ରୁ…

ସୁନ୍ଦରଗଡ଼: ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୮ଟି ବ୍ଲକରେ ୧୯୦ଟି ମଣ୍ଡି ଦିବସ ମାଧ୍ୟମରେ ଜିଲ୍ଲାର ୫,୮୬୪ ଚାଷୀଙ୍କଠାରୁ ବିଭିନ୍ନ କିସମର ମାଣ୍ଡିଆ କିଣାଯିବ। ଏଫଏକ୍ୟୁ ମାନର…

ପୋକସୋ ଆକ୍ଟ ଅନୁଯାୟୀ ଦୋଷୀଙ୍କୁ କଠୋର…

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଛି। ବିଶେଷ କରି ଗତ କିଛି ମାସ ଧରି ରାଜଧାନୀରେ ନାବାଳିକା ଝିଅଠୁ ଆରମ୍ଭ କରି କର୍ମଜୀବୀ ମହିଳାଙ୍କ ସହ ବିଭିନ୍ନ ପ୍ରକାରର ଅପରାଧିକ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ପୂର୍ବରୁ ଅସମାଜିକ ବ୍ୟକ୍ତିମାନେ ମହିଳା ଏବଂ…

ଓଟିଭିରୁ ଇସ୍ତାଫା ଦେଲେ ମନୋରଞ୍ଜନ…

ଭୁବନେଶ୍ବର: ସାରୁଅ ଜମି ଦୁର୍ନୀତି ନେଇ କ୍ରାଇମବ୍ରାଞ୍ଜ ଓ ଇଓଡବ୍ଲ୍ୟୁ ପକ୍ଷରୁ ତନା ଘନା ଚାଲିଥିବା ବେଳେ ଆଜି ନିର୍ଦ୍ଦେଶକ ପଦରେ ଥିବା ମନୋରଞ୍ଜନ ଷଡ଼ଙ୍ଗୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଅସସ୍ଥତା କାରଣ ଦର୍ଶାଇବା ସହ ପରିବାରର କେହି ଦାୟିତ୍ୱ ନେବାକୁ ନଥିବାରୁ ସେ ବାଧ୍ୟ…

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ଚଳିତ ବର୍ଷର ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ପରୀକ୍ଷା ଦେଇଥିବା ୪୯,୨୬୭ ଜଣ ଛାତ୍ରଙ୍କୁ ମିଳିଛି ୟେଲୋ ରାଙ୍କ। ରାଜ୍ୟରେ ଶୋଭିତ୍ ପଟଲେ B-TECH ଏବଂ ଶ୍ୟାମସୁନ୍ଦର ପଟେଲ୍ M-TECHରେ…

ପାକିସ୍ତାନର ଜାତିର ପିତା ଜିନ୍ନାଙ୍କ…

ମୁମ୍ବାଇ: ବଲିଉଡରେ ବର୍ତ୍ତମାନ ଯାଏ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ ସିନେମା ନିର୍ମାଣ କରାଯାଇଛି। ଯାହାଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଭଗତ ସିଂ, ସର୍ଦ୍ଦାର ପଟେଲଙ୍କ ସହିତ ଅନେକ ସ୍ୱାଧିନତା ସଂଗ୍ରାମୀ ରହିଛନ୍ତି। ହେଲେ ପ୍ରଥମ ଥର ପାଇଁ ବଲିଉଡରେ ପାକିସ୍ତାନର…

ବିଜେଡ଼ିରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ

ଭୁବନେଶ୍ବର: ବିଜେଡ଼ି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ। ଏନେଇ ବାଲେଶ୍ବରରେ ଏକ ପ୍ରେସମିଟିରେ ନିଜର ଇସ୍ତଫା ପତ୍ର ଘୋଷଣା କରିଛନ୍ତି ଜୀବନ। ଜୀବନ ପ୍ରେସମିଟିରେ କହିଛନ୍ତି ଯେ, ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନଦେବାରୁ ଇସ୍ତଫା ଦେଲି। ଉପନିର୍ବାଚନରେ ଯାହା ଦାୟିତ୍ବ…