ନିର୍ବାଚନ ଫଳାଫଳ: ତିର୍ତ୍ତୋଲରେ ତୃତୀୟ ରାଉଣ୍ଡରେ ବିଜେଡ଼ି ଆଗୁଆ

ତିର୍ତ୍ତୋଲ: ଆଜି ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଫଳାଫଳ ପ୍ରକାଶ ପାଇବ। ତିର୍ତ୍ତୋଲ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଥିବାର ସୂଚନା ମିଳିଛି।
ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତିର୍ତ୍ତୋଲରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ତୃତୀୟ ୪୪୪୫ଖଣ୍ଡ ଭୋଟରେ ଆଗୁଆ ରହିଛି। ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୧୪୦୪, ବିଜେପି ୬୯୫୯, କଂଗ୍ରେସ ୧୬୭୭ ଖଣ୍ଡ ଭୋଟ ପାଇଛନ୍ତି।