Odisha Link
Bridging the Missing Links in Odisha
Daily Archives

November 13, 2020

କରୋନା: ରାଜଧାନୀରେ ୫୪ ସଂକ୍ରମିତ…

ଭୁବନେଶ୍ଵର: ଦୀର୍ଘ ଆଠ ମାସ ପରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଟପିଛି। ଅପରପକ୍ଷେ ୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ(ବିଏମସି) ଟ୍ଵିଟ୍ କରି ଆଜି…

ବିନ୍ଦୁ ସାଗରରେ ପିଣ୍ଡଦାନ ମନା

ଭୁବନେଶ୍ବର: କରୋନା ମହାମାରି ସଂକ୍ରମଣ କରାଣରୁ ଭୁବନେଶ୍ବର ବିନ୍ଦୁ ସାଗରରେ ଚଳିତ ବର୍ଷ ପିଣ୍ଡାଦାନକୁ ବାରଣ କରାଯାଇଛି। ଏହା ସହିତ ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଓ ବିନ୍ଦୁସାଗର ପୟାଶ୍ରାଦ୍ଧ ପିଣ୍ଡଦାନକୁ ମନା କରାଯାଇଛି। ଏନେଇ ଲୋକ ମାନଙ୍କ ଗହଳିକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ବିଏମ୍‌ସି।…

ଆଇଆଇସିଙ୍କୁ ଦୁଇ ବର୍ଷ ଥାନା ମନା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନାର ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ୨ ବର୍ଷ ଥାନାରେ ପୋଷ୍ଟିଂ କରାଯିବା ଉପରେ କଟକଣା ଜାରି କରାଯାଇଛି । ଥାନାରେ ନିଯୁକ୍ତି ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଅଙ୍କୁଶ ଲଗାଇଛନ୍ତି। ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ନିର୍ଦ୍ଦେଶ…

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର…

ଭୁବନେଶ୍ବର: ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲ ବିଧାନସଭା ଆସନ ପାଇଁ ଆଗକୁ ହେବ ଉପନିର୍ବାଚନ। ଏଥିପାଇଁ ପିପିଲିର ପ୍ରାର୍ଥୀ ଚୟନ ନେଇ କଂଗ୍ରେସର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏନେଇ ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସଭାପତି ନିରଞ୍ଜନ…

ମୃତ୍ୟୁ କିଭଳି ହେଲା କହୁ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୁତ୍ୟୁ ମାମଲାର ନୂଆ ମୋଡ଼ ନେଇଛି। ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏୟାରଫିଲ୍ଡ ଥାନାରେ ଏତଲା ଦେଇଛନ୍ତି। ମୃତ୍ୟୁ କିଭଳି ହେଲା ଷ୍ଟାଟସ୍‌ ରିପୋର୍ଟରେ କ୍ରାଇମବ୍ରାଞ୍ଚ ଉଲ୍ଲେଖ କରୁ। ଏହା ସହିତ ବିଦ୍ୟାଶ୍ରୀଙ୍କୁ ଖରାପ ବ୍ୟବହାର କରିବା, ସୋସିଆଲ…

ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନିତ ହେବ…

ଭୁବନେଶ୍ୱର: ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନିତ ହେବ। ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ…

ନୂଆ ଜେଲ ମାନୁଆଲ୍, କଣ ରହିଛି ନିୟମ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଲାଗୁ କରାଯାଇଛି ନୂଆ ଜେଲ ମାନୁଆଲ। ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପରେ ନୂଆ ଜେଲ ମାନୁଆଲ କାର୍ଯ୍ୟକାରୀ କରାଯାଇଛି। ପୂର୍ବରୁ ୧୯୪୨ର ଜେଲ ମାନୁଆଲ ଅନୁସରଣ କରାଯାଉଥିଲା ତେବେ ନୂଆ ମାନୁଆଲ ଅନୁଯାୟୀ, ୬ ଜଣ କଏଦୀଙ୍କ ପାଇଁ ମୁତୟନ ହେବେ ଜଣେ…

ଅନ୍‌ଲାଇନ୍ ଶିକ୍ଷା ପାଇଁ ଟିସିଏସ୍‌ ସହ…

ଭୁବନେଶ୍ବର: ଅନ୍‌ଲାଇନ୍ ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍। ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଟିସିଏସ୍‌ ସହ ଚୁକ୍ତି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ୍ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଚୁକ୍ତି ମୁତାବକ, ରାଜ୍ୟର ୨୧୪ ଆଦର୍ଶ ସ୍କୁଲ ଓ…

ଚାଷୀଙ୍କୁ ଇଚ୍ଛା ମୁତାବକ ଧାନ ବିକ୍ରି…

ଭୁବନେଶ୍ୱର: ଚାଷୀଙ୍କୁ ଇଚ୍ଛା ମୁତାବକ ଧାନ ବିକ୍ରି ଅଧିକାର। ଜଳସେଚିତ ଜମିରେ ଏକର ପିଛା ୧୯ କୁଇଣ୍ଟାଲ ଧାନ କିଣାଯିବା ସହ ଅଣସେଚିତ ଜମିରୁ ଏକର ପିଛା ୧୩ କୁଇଣ୍ଟାଲ ଧାନ କିଣାଯିବାର ନିୟମ ରହିଛି। ମାତ୍ର ଯଦି ଜଣେ ଚାଷୀ ତା ଠାରୁ କମ ଧାନ ବିକିବାକୁ ଚାହିଁଲେ ବିକ୍ରି କରି ପାରିବେ। ଧାନ ସଂଗ୍ରହ ନୀତି…

ପୁଣି ଘୁଞ୍ଚିଲା ପିଜି ମେରିଟ୍ ଲିଷ୍ଟ୍…

ଭୁବନେଶ୍ୱର: ପୁଣି ଘୁଞ୍ଚିଲା ପିଜି ଏକକ ପରୀକ୍ଷା ଫଳ ପ୍ରକାଶନ ତାରିଖ। ପୂର୍ବରୁ ନଭେମ୍ବର ୧୬ରେ ପ୍ରକାଶ ପାଇବାର ଥିଲା ମେରିଟ୍ ଲିଷ୍ଟ। ନୂତନ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ନଭେମ୍ବର ୨୧ରେ ରେଜଲ୍ଡ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ +୩ ମାର୍କସିଟ୍ ସାମସ୍ ପୋମସ୍ ପୋର୍ଟାଲରେ ଅପଲୋଡ କରିପାରିବେ।…