Odisha Link
Bridging the Missing Links in Odisha

ଅନ୍‌ଲାଇନ୍ ଶିକ୍ଷା ପାଇଁ ଟିସିଏସ୍‌ ସହ ଚୁକ୍ତି

ଭୁବନେଶ୍ବର: ଅନ୍‌ଲାଇନ୍ ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍। ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଟିସିଏସ୍‌ ସହ ଚୁକ୍ତି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ୍ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଚୁକ୍ତି ମୁତାବକ, ରାଜ୍ୟର ୨୧୪ ଆଦର୍ଶ ସ୍କୁଲ ଓ ୧୦୧ ଉତ୍କର୍ଷ ସ୍କୁଲରେ ଅନ୍‌ଲାଇନ୍ ଶିକ୍ଷା ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍।

Comments are closed.