Odisha Link
Bridging the Missing Links in Odisha
Browsing Tag

Online

ଅନ୍‌ଲାଇନ୍‌ରେ ମଗାଇଥିବା ବିରିୟାନୀ ଖାଇ…

ଓଏଲ୍‌ ବ୍ୟୁରୋ : ଅନ୍‌ଲାଇନ୍‌ ବିରିୟାନି ହେଲା କାଳ। ଅନଲାଇନ୍‌ରେ ବିରିୟାନି ମଗାଇ ଖାଇ ଅସୁସ୍ଥତା ଅନୁଭୂତ ହେବା ପରେ ମେଡିକାଲରେ ଚିକିତ୍ସିତ ହେଉଥିଲେ ଯୁବତୀ ଏବଂ ତାଙ୍କର ଆଜି ମୃତ୍ୟୁ ଘଟିଛି। ତେବେ ଅନଲାଇନ୍‌ ବିରିୟାନି ଖାଇ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି। ମୃତ୍ୟୁ ହୋଇଥିବା…

ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା

ଭୁବନେଶ୍ୱର: ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା। କରୋନାର ଦ୍ବିତୀୟ ଲହର ସରିନଥିବା ବେଳେ ଆସନ୍ତା ୨-୩ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିବାର ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲି କ୍ଲାସ୍ କିମ୍ବା ପରୀକ୍ଷା କରିବା ସମ୍ଭବପର ନୁହେଁ। ତେଣୁ ଆସନ୍ତା ଜୁଲାଇ ଓ…

ଅନଲାଇନରେ ମିଳିବ ମାଟ୍ରିକ୍…

ଭୁବନେଶ୍ୱର: ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଅନଲାଇନରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍। ଏନେଇ ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପଦକ୍ଷେପ ବିଦ୍ୟାଳୟ ଶିକ୍ଷା ସଂସ୍କାର ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ପ୍ରକାଶ…

ବିଧାନସଭାରେ ଅନଲାଇନରେ ହେବ ପ୍ରଶ୍ନୋତ୍ତର

ଭୁବନେଶ୍ବର: ବିଧାନସଭାରେ ଅନଲାଇନରେ ହେବ ପ୍ରଶ୍ନୋତ୍ତର।ପ୍ରଥମଥର ପାଇଁ ବିଧାନସଭାରେ ଅନଲାଇନରେ ଚାଲିବ ପ୍ରଶ୍ନକାଳ। ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନୋତ୍ତର କାଳକୁ ପେପରଲେସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ବିଧାନସଭାରେ ଅନଲାଇନରେ ପ୍ରଶ୍ନୋତ୍ତର ନେଇ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ…

ପୁଣି ଅନଲାଇନ୍‌ରେ ମହାପ୍ରସାଦ ବିକ୍ରି,…

ପୁରୀ: ପୁଣି ଅନଲାଇନ୍‌ରେ ମହାପ୍ରସାଦ ବିକ୍ରି ଅଭିଯୋଗ। ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିକୁ ମିଳିପାରୁ ନାହିଁ ସୁରକ୍ଷା। ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ସଂସ୍ଥା। କିଏ ନିର୍ମାଲ୍ୟ ବିକ୍ରି କଲାଣି ତ କିଏ କମ୍ବୋ ପ୍ୟାକ୍‌ରେ ମହାପ୍ରସାଦ ବିକ୍ରି କରୁଛି।…

ପୁଣି ଅନଲାଇନରେ ଅବଢ଼ା ବିକ୍ରି, ଥାନାରେ…

ପୁରୀ: ପୁଣି ଅନଲାଇନରେ ଅବଢ଼ା ବିକ୍ରି ଅଭିଯୋଗ। ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ। ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟେ ପରେ ଗୋଟେ ସଂସ୍ଥା। ପ୍ରଥମେ ନିର୍ମାଲ୍ୟ ଏବେ ପୁଣି ଅବଢ଼ା ବିକ୍ରି ଘଟଣା ଆଜି ପୁଣି ସାମ୍ନାକୁ ଆସିଛି…

ଅନ୍‌ଲାଇନ୍ ଶିକ୍ଷା ପାଇଁ ଟିସିଏସ୍‌ ସହ…

ଭୁବନେଶ୍ବର: ଅନ୍‌ଲାଇନ୍ ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍। ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଟିସିଏସ୍‌ ସହ ଚୁକ୍ତି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ୍ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଚୁକ୍ତି ମୁତାବକ, ରାଜ୍ୟର ୨୧୪ ଆଦର୍ଶ ସ୍କୁଲ ଓ…

ରାଜ୍ୟର ଅଧିକା˚ଶ ଜିଲ୍ଲାରେ ମଦ ହୋମ୍‌…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଘୋଷଣା ପରେ ଗତକାଲି ରାଜ୍ୟର ଅଧିକାଂଶ ଜିଳ୍ଲାରେ ମଦର ଅନ୍‌ଲାଇନ୍‌ କାରବାର ଆରମ୍ଭ ହୋଇଛି। ଅପରପକ୍ଷେ ଆଜିଠାରୁ ପାଖାପାଖି ରାଜ୍ୟର ୨ ହଜାର ଅଫ୍‌ ଓ ଅନ୍‌ ସପ୍‌ ଖୋଲିବା ନେଇ ସୂଚନା ମିଳିଛି। କଟକ ଓ ଭୁବନେଶ୍ବରରେ ଏମଜିକ୍ୟୁ ଛାଡ଼ କରିବାକୁ ସ˚ଘର ଯେଉଁ ଦାବି ଥିଲା,…

ମଦ ହୋମ୍‌ ଡେଲିଭରୀ: ସରକାରୀ ନିର୍ଦ୍ଦେଶ…

ଭୁବନେଶ୍ବର: ଆଜି ଠାରୁ ରାଜ୍ୟରେ ମଦ ଦୋକାନ ଖୋଲିବା ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ ଦୋକାନରେ ସିଧାସଳଖ ଖାଉଟିଙ୍କୁ ମଦ ବିକ୍ରି ହୋଇପାରିବନାହିଁ। ବରଂ ହୋମ୍‌ ଡେଲିଭରୀ ହେବ ବୋଲି ଓଡ଼ିଶା ରାଜ୍ୟ ମଦ ନିଗମ ନିର୍ଦ୍ଦେଶ ଦେଇଛି। ମଦ ଉପରେ ୫୦% କୋଭିଡ୍‌ କର ବସାଇଛି ମଦ ନିଗମ। ଏ ନେଇ ନିଗମ…

ତପସ୍ୟା ଫାଉଣ୍ଡେସନ ତରଫରୁ ଅନଲାଇନ୍…

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପାଇଁ କାର୍ଯ୍ୟ କରିଆସୁଥିବା' ତପସ୍ୟା ଫାଉଣ୍ଡେସନ ' ପକ୍ଷରୁ ଆଜି ଏକ ସର୍ବଭାରତୀୟ ଦ୍ବିଭାଷୀ ଅନଲାଇନ୍ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନ ଅଧ୍ୟକ୍ଷ ଡକ୍ଟର ତପନ କୁମାର ପଣ୍ଡା ମୁମ୍ବାଇରୁ ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ଏଥିରେ…