Odisha Link
Bridging the Missing Links in Odisha

ନାଗାର୍ଜୁନ ବେଶ ପୁର୍ବରୁ ଶ୍ରୀମନ୍ଦିର ଖୋଲିବାକୁ ଦାବି

ପୁରୀ: ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଦାବି କରାଯାଇଛି। ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କଲେ ଆବେଦନକାରୀ। ନାଗାର୍ଜୁନ ବେଶ ପୁର୍ବରୁ ଶ୍ରୀମନ୍ଦିର ଖୋଲିବାକୁ ଦୃଷ୍ଟି ଆକର୍ଷଣ କଲେ। ଜବାବର ପ୍ରତି ଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶ ଯେ, ବର୍ଷ ୬ ଦିନ ପଞ୍ଚୁକ ପଡୁଛି । ପଞ୍ଚୁକର ଷଷ୍ଠ ଦିନରେ ବଡ ଠାକୁର ବଳଭଦ୍ର, ଜଗତର ନାଥ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କର ନାଗାର୍ଜୁନ ବେଶ କରାଯିବ ।

Comments are closed.