Odisha Link
Bridging the Missing Links in Odisha
Daily Archives

November 18, 2020

ଭାରତୀୟଙ୍କୁ କ୍ଷମା ମାଗିଲା ଟ୍ୱିଟର

ନୂଆଦିଲ୍ଲୀ: ଭୁଲ୍‌ ପାଇଁ ଭାରତବାସୀଙ୍କୁ କ୍ଷମା ମାଗିଲା ଟ୍ୱିଟର। ଲେହ ଓ ଲଦାଖକୁ ଚାଇନାର ସ୍ଥାନ ଦର୍ଶାଇ ଭାରତର ଭାବାବେଗକୁ ଆଘାତ କରିଥିବାରୁ ଆଜି ଲିଖିତ ଭାବେ ସରକାରଙ୍କୁ କ୍ଷମା ମାଗିଛି ଟ୍ୱିଟର। ଭୁଲ୍ ନେଇ ଟ୍ୱିଟର ଭାରତର ସଂସଦୀୟ କମିଟିକୁ କ୍ଷମାପ୍ରାର୍ଥନା କରିବା ସହିତ ଖୁବ୍‌ଶୀଘ୍ର ତ୍ରୁଟି…

ପୁରୀ ପାଇଁ ମୁଁ ପରିଚୟ ପାଇଛି: ସମ୍ବିତ

ଭୁବନେଶ୍ବର: ସମ୍ବିତଙ୍କ ପାଇଁ ପୁରୀକୁ ଦେଶବାସୀ ଚିହ୍ନିଲେ ବୋଲି ଲେଖାଶ୍ରୀ ଦେଇଥିବା ବିବାଦୀୟ ବୟାନକୁ ବିଭିନ୍ନ ମହଲରୁ ପ୍ରତିବାଦ ହେବା ପରେ ଆଜି ଏନେଇ ମୁହଁ ଖୋଲିଛନ୍ତି ସମ୍ବିତ ପାତ୍ର। ଏକ ଭିଡ଼ିଓ ଜାରି କରି ସମ୍ବିତ କହିଛନ୍ତି, ପୁରୀ ପାଇଁ ମୁଁ ପରିଚିତ ହୋଇଛି। ପୁରୀରୁ ନିର୍ବାଚନ ଲଢିବା ପରେ ମୋତେ…

ଶାରୀରିକ ସଂପର୍କ ରଖିଲେ ମିଳିବ ଘର !

କଳାହାଣ୍ଡି: ଶାରୀରିକ ସଂପର୍କ ରଖିଲେ ମିଳିବ ଘର। ସରକାର ଗରିବ ଓ ଅସହାୟଙ୍କ ପାଇଁ ଆବାସ ଯୋଜନା ଆରମ୍ଭ କରିଥିବା ବେଳେ ଏହି ଯୋଜନାରେ ସାମିଲ ହେବା ପାଇଁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ସାଲେପାଲି ପଞ୍ଚାୟତର କଛାରପାଲି ସରପଞ୍ଚ ବିରୋଧରେ ଏପରି ସଙ୍ଗିନ…

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୧୩୦୩…

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିଛି। ନୂତନ ସଂକ୍ରମିତଙ୍କ ତୁଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୦୩ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୧,୭୭୭ରେ…

ବୟସ୍କ ଓ ପ୍ରସୂତିଙ୍କୁ ଟିକାରେ…

ଭୁବନେଶ୍ବର: କରୋନା ଟିକାରେ ଅଗ୍ରାଧିକାର ନେଇ ଘୋଷଣା। ଆଜି କରୋନା ମୁକାବିଲା ସମୀକ୍ଷାରେ ବେଳେ ଅଗ୍ରାଧିକାର ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ଆସିଲେ ପ୍ରଥମେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯିବ। ଏଥିସହିତ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଅଗ୍ରାଧିକାର…

ସୁରତ ହସ୍ପିଟାଲରେ ଅଗ୍ନିକାଣ୍ଡ

ସୁରତ: ସୁରତ ଡାକ୍ତରଖାନାରେ ନିଆଁ। ଗୁଜରାଟର ସୁରତ ଅନ୍ତର୍ଗତ ଅଥୱାଲିନେସ ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲରେ ନିଆଁ ଲାଗିବା ବେଳେ ସେଠାରେ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ନିଆଁ ଲାଗିବା ପରେ ଡାକ୍ତରଖାନାରେ ଥିବା ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା…

ଘନ କୁହୁଡି ପାଇଁ ୧୨ ଜିଲ୍ଲାକୁ…

ଭୁବନେଶ୍ୱର: ଉତ୍ତର-ଓଡିଶା ଉପକୂଳରେ ଗୁରୁଚାପ ବଳୟ ପ୍ରଭାବ ରହିବ। ଏ ନେଇ ୧୨ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଆସନ୍ତା ନଭେମ୍ବର ୧୯ ଏବଂ ୨୦ ତାରିଖ ସକାଳ ସମୟରେ ସମ୍ଭାବ୍ୟ ଘନ କୁହୁଡି ପାଇଁ ୧୨ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।…

ଗ୍ରହ ଶାନ୍ତି ନାଁରେ ଆସି ପୂଜାରୀଙ୍କ…

କାଲିମେଳା: ଗ୍ରହ ଶାନ୍ତି ପୂଜା ଆଳରେ ଦୁଷ୍କର୍ମ। ଗ୍ରହ ଶାନ୍ତି ପୂଜା ନାଁରେ ଆସି ସ୍ୱାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀଙ୍କୁ ପୂଜାରୀଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମାଲକାନାଗିରି ଜିଲ୍ଲା ପଡ଼ିଆ ଥାନା ମାଟେରୁ ପଞ୍ଚାୟତ ଟେକାଲଗୁଡା ଗାଁରେ ଏଭଳି ଘଟଣାରେ ସାମ୍ନାକୁ ଆସିଛି। ପୂଜକଙ୍କୁ ଗିରଫ…

ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା…

ପଣାଜୀ: ଗୋଆର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ସାହିତ୍ୟିକା ମୃଦୁଳା ସିହ୍ନାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ମୃଦୁଳା ସିହ୍ନା ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ୧୯୪୨ ମସିହା ନଭେମ୍ବର ୨୭ ତାରିଖରେ ବିହାରର ମୁଜାଫରପୁରରେ ଜନ୍ମଗ୍ରହଣ କରିଥିଲେ। ମୃଦୁଳା…

ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି। ଏହି ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏବେ ବି ଆହୁରି ୨ ଅଭିଯୁକ୍ତ ଫେରାର ଅଛନ୍ତି। ଗଣହତ୍ୟାରେ ୯ ଜଣଙ୍କର ସଂପୃକ୍ତି ଥିବା ସ୍ୱତନ୍ତ୍ର ପୋଲିସ ଟିମ୍ ପକ୍ଷରୁ ସୂଚନା ମିଳିଛି। ଗଣହତ୍ୟା…