Odisha Link
Bridging the Missing Links in Odisha

ନକଲି ଗୁଟଖା କମ୍ପାନୀରେ ଚଢ଼ାଉ

କଟକ: କିଛି ଦିନ ହେବ କଟକ ଜିଲ୍ଲାରେ ନକଲି କମ୍ପାନୀ ଠାବ କାରାଯାଇଛି। ଜଗତପୁର ସ୍ଥିତ ଉମାଶଙ୍କର ଭବନ ରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତକଲା ପୋଲିସ ।
ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଗୁଟଖା ଛତାବରି ଗୋପାଳ ଜର୍ଦା ଦୀର୍ଘଦିନ ହେବ ପ୍ରସ୍ତୁତି କରଯାଇ ଓଡିଶାର କୋଣ ଅନୁକୋଣକୁ ଚାଲଣ କରାଯାଉଥିଲା।ଖବରପାଇ କମିଶନରେଟ ପୋଲିସ ଓ ଜୋନ ଏସିପିଆଜି ଚଢାଉ କରିବା ସମୟରେ ତିଆରି କରୁଥିବା ମାଲିକଙ୍କୁ ଅଟକ ରଖିବା ସହିତ ବିପୁଳ ପରିମାଣର ନକଲି ଗୁଟଖାକୁ ଓ ପ୍ୟାକଙ୍ଗରେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର ଯନ୍ତ୍ରାଂଶ କୁ ଜବତ କରି ତଦନ୍ତ ଚଳାଇଛି କମିଶନରେଟ ପୋଲିସ।

Comments are closed.