Odisha Link
Bridging the Missing Links in Odisha
Daily Archives

December 16, 2020

ଗଞ୍ଜାମରେ ବନ୍ଦ ହେବ ୨ କୋଭିଡ୍‌…

ଗଞ୍ଜାମ: କରୋନାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଖୋଲାଯାଇଥିବା ୨ କୋଭିଡ୍‌ ହସ୍ପିଟାଲ ବନ୍ଦ କରାଯିବ। ଶୀତଳାପଲ୍ଲୀ ଟାଟା ହସ୍ପିଟାଲ ଓ ଗୋଳନ୍ଥରା ଅଶ୍ୱିନୀ ହସ୍ପିଟାଲ ବନ୍ଦ କରାଯିବ। ଶୀତଳାପଲ୍ଲୀ ଟାଟା ହସ୍ପିଟାଲକୁ ୨୦ରୁ ବନ୍ଦ ହେବ ଏବଂ ଅଶ୍ୱିନୀ ହସ୍ପିଟାଲ ଡିସେମ୍ବର ୩୧ ତାରିଖରୁ ବନ୍ଦ…

ନଭେମ୍ବରରେ ୪ଜି ଡାଉନଲୋଡ ସ୍ପିଡ୍‌ରେ ଜିଓ…

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ଚଳିତ ବର୍ଷ ନଭେମ୍ବରରେ ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୮ ମେଗାବିଟ୍‍ (ଏମବିପିଏସ୍‍) ସ୍ପିଡ୍‍ ସହିତ ପୁଣିଥରେ ଶୀର୍ଷ ସ୍ଥାନ…

ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ SFD…

ଭୁବନେଶ୍ବର: ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ SFD ଦ୍ୱାରା ସଚେତନତା କାର୍ଯ୍ୟକ୍ରମ। ସ୍କୁଲ୍ ବସ୍ତି ଭଡା ଘର ବାସିନ୍ଦାଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରାଯାଇଛି। ସେବା ଶ୍ରୀଜାନିକାଙ୍କ ନେତୃତ୍ୱରେ ବାକ୍ସ ବାହାରେ ଚିନ୍ତା କରିବା ଏବଂ ଅମୃତ ଭାଗ୍ୟବିଧାତା ଦ୍ୱାରା ସହାୟତାରେ…

ଖାଦ୍ୟ ସୁରକ୍ଷା ସୂଚକାଙ୍କ ୧୩ ନମ୍ବରରେ…

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶାକୁ ଆଉ ପାଦେ ସଫଳତା। ଗତ ବର୍ଷ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୬ ଥିବା ବେଳେ ୨୦୧୯-୨୦ରେ ଏହା ୧୩ ନମ୍ବରରେ ପହଞ୍ଚିଛି। ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶାର ଏଭଳି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଲୋକସେବା…

ସେଲ୍‌ଫି ନେବା ହେଲା କାଳ: ଜଳିଗଲେ ଯୁବକ,…

ପାରଳାଖେମୁଣ୍ଡି: ସେଲ୍‌ଫି ନେବା ହେଲା କାଳ। ଟ୍ରେନ୍‌ ବଗିରେ ସେଲ୍‌ଫି ନେବା ବେଳେ ଜଳିଗଲେ ଯୁବକ। ଯୁବକ ଜଳିଯିବା ସହ ଟ୍ରେନ୍‌ର ଗୋଟିଏ ବଗିର ନିଆଁ ଲାଗିଯାଇଛି। ପାରଳାଖେମୁଣ୍ଡି ଷ୍ଟେସନରେ ସେଲ୍‌ଫି ନେବା ବେଳେ ଏଭଳି ଅଘଟଣ ଘଟିଛି। ସୂଚନାମୁତାବକ, କରୋନା ଯୋଗୁଁ କିଛି ଦିନ ହେଲା ଷ୍ଟେସନରେ ଛିଡା ହୋଇ…

୫ ଦିନିଆ ରିମାଣ୍ଡ ଶେଷ, ପୁଣି ଜେଲ ଗଲେ…

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଆକାଶ ପାଠକ ପୁଣି ଜେଲ ଯାଇଛନ୍ତି। ଆକାଶ ଗିରଫ ହେବା ପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଏହାରି ମଧ୍ୟରେ ଆଜି ରିମାଣ୍ଡ ଅବଧି ଶେଷ ହୋଇଛି। ଫଳରେ ଆଜି କୋର୍ଟରେ ହାଜର ହୋଇଥିଲେ ଆକାଶ।…

୪ଟି ପର୍ଯ୍ୟାୟରେ ହେବ JEE (ମେନ୍)…

ନୂଆଦିଲ୍ଲୀ: ୨୦୨୧ JEE (ମେନ୍) ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆଜି ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍‌ JEE (ମେନ୍) ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ୨୦୨୧ JEE (ମେନ୍) ପରୀକ୍ଷା ୪ଟି ସେସନ୍‌ରେ ହେବ। ୨୦୨୧ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ୍‌ ଓ ମେ' ରେ ହେବ JEE (ମେନ୍)…

୩ରୁ ଖୋଲିବ ବଳଦେବଜିଉ ମନ୍ଦିର

କେନ୍ଦ୍ରାପଡା: କରୋନା ଯୋଗୁଁ ମନ୍ଦିର ବନ୍ଦ ରହିଥିବା ବେଳେ ଏବେ ଧିରେ ଧିରେ ମନ୍ଦିରମାନ ଖୋଲିବାରେ ଲାଗିଛି। ଶ୍ରୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଖେଲିବାନେଇ ଅନୁମତି ମିଳିବା ପରେ ଅନ୍ୟ ମନ୍ଦିରମାନ ଖୋଲିବା ନେଇ ପ୍ରସ୍ତୁତି ଚାଲିଛି। ଏହାରି ମଧ୍ୟରେ ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି କେନ୍ଦ୍ରାପଡାର…

ରିଲ୍‌ ନୁହେଁ ରିଅଲ୍ ଲାଇଫ୍‌ରେ ‘ବିବାହ’…

ନୂଆଦିଲ୍ଲୀ: ରିଲ୍‌ ନୁହେଁ ରିଅଲ୍ ଲାଇଫ୍‌ରେ ଦେଖିବାକୁ ମିଳିଛି ‘ବିବାହ’ ସିନେମାର କାହାଣୀ। ‘ବିବାହ’ ସିନେମାର କାହାଣୀ ଭଳି ଏକ ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଥିବା ଦେଖିବାକୁ ମିଳିଛି। ଏହି ବିବାହ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି। ସୂଚନା ମୁତାବକ, ପ୍ରତାପଗଡ଼ର କୁଣ୍ଡା…

ବିଜେପିକୁ ପର କରିଦେଲେ ଲେଖାଶ୍ରୀ!

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପୂର୍ବରୁ ଅଧ୍ୟାପିକା ଥିଲେ। ସେହି ଦୃଷ୍ଟିରୁ ସେ ଜଣେ ସ୍ଥିତପ୍ରଜ୍ଞ ଓ ବିଚାରବନ୍ତ ମହିଳା ହୋଇଥିବେ ବୋଲି ଏ ଲେଖକର ଧାରଣା ଥିଲା, ଯାହା କ୍ରମଶଃ ଭ୍ରମ ଭଳି ମନେହେଉଛି। ଅନେକ ସମୟରେ ନିଜର ଅଦୂରଦର୍ଶୀ ଓ ହାସ୍ୟାସ୍ପଦ ମନ୍ତବ୍ୟ ପାଇଁ ସେ ଉପହସିତ ଓ ନିନ୍ଦିତ…