Odisha Link
Bridging the Missing Links in Odisha
Daily Archives

December 16, 2020

ଆଖୁ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ: ଦେଶରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ର ସରକାର ଆଖୁଚାଷୀମାନଙ୍କ ପାଇଁ ଏକ ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଜି କେନ୍ଦ୍ର କ୍ୟାବିନେଟ ଆଖୁଚାଷୀଙ୍କ ପାଇଁ ପ୍ରାୟ ୩୫୦୦ କୋଟି ଟଙ୍କାର ସବସିଡି ମଞ୍ଜୁର କରିଛନ୍ତି। ଏହି ସବସୀଡି ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ।…

ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ତୈଳ ବଜାରରେ ଲାଗାତାର ଦରବୃଦ୍ଧି ପରେ ଏଲପିଜି ସିଲିଣ୍ଡର ଦର ବଢ଼ିଛି। ସିଲିଣ୍ଡର ପିଛା ୫୦ ଟଙ୍କା ଦର ବଢ଼ିଛି। ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଏଲପିଜି ଗ୍ୟାସ ଦର ବଢ଼ିଛି। ଅର୍ନ୍ତ୍ରରାଷ୍ଟ୍ରୀୟ ବଜାରରେ ତୈଳ ଦର ବୃଦ୍ଧି ଘଟିବା ପରେ ଆଜି ଦେଶରେ ଦାମ ବଢିଛି। ରାଜଧାନୀ ଦିଲ୍ଲୀରେ ଅଣସବସିଡି…

ଜିଏସଟି ଠକେଇ ମାମଲା, ୧ ଗିରଫ

ରାଉରକେଲା: ଇସ୍ପାତନଗରୀରୁ ଦନକୁ ଦିନ ଗୋଟିଏ ପରେ ଗୋଟିଏ ଜିଏସଟି ଠକେଇ ମାମଲା ଆସୁଛି। ଜିଏସଟି ଠକିଥିବା ଅଭିଯୋଗରେ କେନ୍ଦ୍ରୀୟ ଜିଏସଟି ଗୁଇନ୍ଦା ବିଭାଗ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କୋଏଲନଗରର ସନ୍ତୋଷ କୁମାର ଗୁପ୍ତା। ଜାଲ ଆକାଉଣ୍ଟ ମାଧ୍ୟମରେ ନକଲି ବ୍ୟବସାୟିକ…

ପର ଘର ତିଅଣରେ ଅତିଥି ସତ୍କାର କରୁଛନ୍ତି…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ପ୍ରତ୍ୟେକ ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ। ସେହିକ୍ରମରେ ଏଯାବତ ରାଜ୍ୟରେ ୭ଟି ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ରସରକାର ୭୧୭ କୋଟି ଟଙ୍କା ଓଡିଶାକୁ ଦେଇ ସାରିଲେଣି। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, ବାରିପଦା, ବଲାଙ୍ଗୀର, କୋରାପୁଟ…

ଦିବ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ। ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦିବ୍ୟାଶ୍ରୀ। କଟକ ସ୍ଥିତ ଘରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ସୂଚନା ମିଳିଛି। ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ ଆତ୍ମହତ୍ୟା ଉଦ୍ୟମ ପରେ…

୮ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ହେବ ବର୍ଷା। ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ। ଆଜି ୮ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ଏନେଇ ପାଣିପାଗ ବିଭାଗପୂର୍ବାନୁମାନ କରିଛି। ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର,…

ପିଶାଚ ଶିକ୍ଷକ: ୫ ଛାତ୍ରୀଙ୍କୁ ବାରମ୍ବାର…

ହାଇଦ୍ରାବାଦ: ଛାତ୍ର ଶିକ୍ଷକ ସମ୍ପର୍କରେ ଦାଗ। ଶିକ୍ଷା ଦାନ କରୁଥିବା ଶିକ୍ଷକ ପିଶାଚ ସାଜି ଛାତ୍ରୀଙ୍କୁ କରିଛନ୍ତି ଦୁଷ୍କର୍ମ। ସ୍କୁଲକୁ ପାଠ ପଢ଼ିବାକୁ ଆସୁଥିବା ୫ ଜଣ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଥିବା…

ବିନା ଫି’ରେ ବି ଅନଲାଇନ ଶିକ୍ଷା…

କଟକ: ସ୍କୁଲ ଫି’ଛାଡ଼ ପ୍ରସଙ୍ଗକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା।ଏଥିରେ ପକ୍ଷଭୁକ୍ତ ସମସ୍ତ ଆବେଦନକାରୀଙ୍କୁ ପ୍ରତିଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଡି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୭ ତାରିଖକୁ ଧାର୍ଯ୍ୟ ହୋଇଛି। ଅପରପକ୍ଷରେ, ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଫି’ନ ଦେଲେ…

ବସ୍ ଦୁର୍ଘଟଣା: ୭ ମୃତ,୨୫ ଆହତ

ସମ୍ଭଲ: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାର ଧନାରୀ ଥାନରେ ଏନଏଚ ୫୦୯ରେ ବସ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି…

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ଫନି…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ଚିଠି ଲେଖିଛନ୍ତି। ଫନି ପ୍ରଭାବିତଙ୍କୁ ମିଳୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ୧୪ ଫନି ପ୍ରଭାବିତ ଜିଲ୍ଲାରେ ୭ ଲକ୍ଷ ୮୭ ହଜାର କ୍ଷତିଗ୍ରସ୍ତ ଘର ଚିହ୍ନଟ ହୋଇଛି।…