Odisha Link
Bridging the Missing Links in Odisha
Daily Archives

December 16, 2020

ଚାଷୀ ଆନ୍ଦୋଳନ: କମିଟି ଗଠନ ପାଇଁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଚାଲିଥିବା ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଆଜି ସୁପ୍ରମିକୋର୍ଟ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଏହାର ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପକ୍ଷଙ୍କୁ ନେଇ କମିଟି ଗଠନ କରିବାକୁ…

ନକଲି ଗୁଟଖା କମ୍ପାନୀରେ ଚଢ଼ାଉ

କଟକ: କିଛି ଦିନ ହେବ କଟକ ଜିଲ୍ଲାରେ ନକଲି କମ୍ପାନୀ ଠାବ କାରାଯାଇଛି। ଜଗତପୁର ସ୍ଥିତ ଉମାଶଙ୍କର ଭବନ ରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତକଲା ପୋଲିସ । ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଗୁଟଖା ଛତାବରି ଗୋପାଳ ଜର୍ଦା ଦୀର୍ଘଦିନ ହେବ ପ୍ରସ୍ତୁତି କରଯାଇ ଓଡିଶାର କୋଣ ଅନୁକୋଣକୁ ଚାଲଣ…

ହାଇକୋର୍ଟରେ ହାଜର ହେଲେ ଏଡିଜି

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ କ୍ରାଇମବ୍ରାଞ୍ଚ ଏଡିଜି ହାଇକୋର୍ଟରେ ହାଜର ହୋଇଛନ୍ତି। ଭିଡିଓ କନଫରେନସିଂ ଜରିଆରେ ହାଜର ହୋଇ ପକ୍ଷ ରଖିଛନ୍ତି ଏଡିଜି। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ତଦନ୍ତ ଚାଲୁରହିଥିବା ଏଡିଜି ଜଣାଇଛନ୍ତି। ତେବେ ଆସନ୍ତା ଜାନୁଆରୀ…

କରୋନ: ରାଜ୍ୟରେ ଆଉ ୫ ସଂକ୍ରମିତଙ୍କ…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ। ୨୪ ଘଣ୍ଟା ମଧ୍ୟରେ ୪୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୨୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୪୦୭…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା।। ଗତ ୨୪ ଘଣ୍ଟା ମଧ୍ୟରେ ୪୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୪୭୯୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍…

ଆଜିଠୁ କୋଣାର୍କ ସୂର୍ଯ୍ୟମନ୍ଦିର ଲାଇଟ୍‌…

କୋଣାର୍କ: ଦୀର୍ଘ ନଅ ମାସ ପରେ ଏବେ ଧୀରେ ଧୀରେ ଖୋଲିଛୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳି। ରାଜ୍ୟ ବାହାରୁ ନହେଲେ ବି ରାଜ୍ୟ ଭିତରରୁ ଅନେକ ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’…

ସହିଦଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ…

ନୂଆଦିଲ୍ଲୀ: ୧୯୭୧ ଯୁଦ୍ଧର ସହିଦଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶ୍ରଦ୍ଧାଞ୍ଜଳି। ଦିଲ୍ଲୀ ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ୧୯୭୧ ମସିହା ପାକିସ୍ତାନ ବିପକ୍ଷ ଯୁଦ୍ଧକୁ ୫୦ ବର୍ଷ…

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ବରଗଡ଼: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପ୍ରଧାନ ଶିକ୍ଷକ। ବରଗଡ଼ ଗଣ୍ଠିଆପାଲି ଉଚ୍ଚ ବିଦ୍ୟାଳୟରେ ଇଂଚାର୍ଜ ପ୍ରଧାନ ଶିକ୍ଷକଙ୍କ ଘରେ ହୋଇଛି ରେଡ଼ । ଇଂଚାର୍ଜରେ ଥିବା ପ୍ରଧାନ ଶିକ୍ଷକଙ୍କର ନାମ ହେଉଛି ପ୍ରମୋଦ ପାଣିଗ୍ରାହୀ। ତେବେ ତିଳେଇମାଲ, ଆଗଲପୁର, ଓ…

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା: ଜଣେ…

କୋରାପୁଟ: ଦୁଇଟି ଟ୍ରକ୍ ମୁହଁମୁହିଁ ଧକ୍କା ହୋଇଛି। ଫଳରେ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର। ପଟ୍ଟାଙ୍ଗୀ ନିକଟସ୍ଥ ସିପାଇପୁଟଠାରେ ଦୁର୍ଘଟଣା ଘଟିଛି। ପ୍ରକାଶ ଯେ, ୨୬ ନଂ ଜାତୀୟ ରାଜପଥ ପଟ୍ଟାଙ୍ଗୀ ନିକଟସ୍ଥ ସିପାଇପୁଟଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ଜବତ ହେଲା ହାତୀ ଦାନ୍ତ ଓ ହରିଣ ଶିଙ୍ଗ

ଯାଜପୁର: ଯାଜପୁର ରୋଡ୍ ଥାନା ଭିକିପୁର ନିକଟ ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ହାତୀ ଦାନ୍ତ, ୫ଟି ହରିଣ ଶିଙ୍ଗ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅବନ ବିଭାଗ ଜବତ କରିଛି। ଏହା ସହିତ ଏହି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ପ୍ରକାଶ ଯେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରୁ ହାତୀ ଦାନ୍ତ ଓ…