Odisha Link
Bridging the Missing Links in Odisha

ସେୟାର ମାର୍କେଟରେ ନୂଆ ରେକର୍ଡ

ନୂଆଦିଲ୍ଲୀ: ସେୟାର ମାର୍କେଟରେ ନୂଆ ରେକର୍ଡ। ୫୦ହଜାର ଟପିଲା ସେନସେକ୍ସ ପଏଣ୍ଟ। ଆଜି ପ୍ରଥମ ଥର ପାଇଁ କାରବାରରେ ୨୩୦ ପଏଣ୍ଟ ବୃଦ୍ଧି ଘଟି ୫୦ ହଜାର ପାର କରିଛି ସେନସେକ୍ସ। ସେନସେକ୍ସ ସହ ନିଫ୍ଟ ପଏଣ୍ଟ ମଧ୍ୟ ୧୪ ହଜାର ଟିପିଛି।

ଗତକାଲି କାରବାରରେ ସେନସେକ୍ସରେ ୩୯୪ ପଏଣ୍ଟ ବୃଦ୍ଧି ଘଟିଥିଲା। ଯାହା ଫଳରେ ୪୯ ହଜାର ୭୯୨. ୧୨ ରେ ପହଞ୍ଚିଥିଲା ସେନସେକ୍ସ। ସେହିପରି ନିଫ୍ଟରେ ମଧ୍ୟ ଗତକାଲି ୧୨୫ ପଏଣ୍ଟ ବୃଦ୍ଧି ଘଟି ୧୪ ହଜାର ୬୪୪.୭୦ ରେ ପହଞ୍ଚିଥିଲା ନିଫ୍ଟ। ଆମେରିକାରେ ବାଇଡେନ ରାଷ୍ଟ୍ରପତି ହେବା ପରେ ସେୟାର ମାର୍କେଟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି।

ଗତକାଲି କାରବାରରେ ସେନସେକ୍ସରେ ୩୯୪ ପଏଣ୍ଟ ବୃଦ୍ଧି ଘଟିଥିଲା। ଯାହା ଫଳରେ ୪୯ ହଜାର ୭୯୨. ୧୨ ରେ ପହଞ୍ଚିଥିଲା ସେନସେକ୍ସ। ସେପଟେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପଏଣ୍ଟ ଟେବୁଲ ଉପରକୁ ଉଠିଛି। ପଏଣ୍ଟ ବୃଦ୍ଧି ଫଳରେ ନିବେଷକଙ୍କ ମନରେ ଉତ୍ସାହ ବଢିଛି।

 

Comments are closed.