Odisha Link
Bridging the Missing Links in Odisha
Daily Archives

January 21, 2021

ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ୍

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱରରେ ପାର୍କିଂ ଟିକେଟ୍ କାଟିବେ କିନ୍ନର। ଆଜି ରାଜମହଲ୍ ଛକରେ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହା ଉଦଘାଟନ କରିଛନ୍ତି। ଏଥିପାଇଁ ଟିଜି ସ୍ୱୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଛି। ପାର୍କିଂ ଟିକେଟ୍ କାଟିବା…

ସେରମ ଅଗ୍ନିକାଣ୍ଡ ଘଟଣା: ଦୁଃଖ ପ୍ରକାଶ…

ନୂଆଦିଏଲ୍ଲୀ: ସେରମ୍‌ ଇନଷ୍ଟିଚ୍ୟୁଟ୍‌ରେ ଅଘଟଣ ନେଇ ଦୁଃଖ ପ୍ରକାଶ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ଏହି ଅଗ୍ନିକାଣ୍ଡରେ ମୃତ ୫ ଜଣଙ୍କ ପରିବାରକୁ ସାନ୍ତ୍ବନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହିତ ଅଗ୍ନିକାଣ୍ଡରେ ଆହତମାନଙ୍କର ଦ୍ରୁତ ଆରୋଗ୍ୟ କାମନା…

ଗଣତନ୍ତ୍ର ଦିବସରେ ପତାକା ବ୍ୟବହାରକୁ ନେଇ…

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ପତାକା ବ୍ୟବହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି। ଯେଉଁଥିରେ ଲୋକଙ୍କୁ ଅନୁରୋଧ କରାଯାଇଛି କି ଜାନୁଆରି ୨୬ରେ ପ୍ଲାଷ୍ଟିକରେ ନିର୍ମିତ ପତାକା ବ୍ୟବହାର ନକରି କାଗଜ କିମ୍ବା କପଡ଼ାରେ ନିର୍ମିତ ପତାକା ବ୍ୟବହାର କରନ୍ତୁ।…

ସୁଶାନ୍ତଙ୍କ ଜନ୍ମଦିନରେ ହାତଯୋଡ଼ି ଏପରି…

ମୁମ୍ବାଇ: ଆଜି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଜନ୍ମଦିନ। ସୁଶାନ୍ତଙ୍କ ଜନ୍ମଦିନ ଅବସରରେ ସର୍ବ ସମ୍ମୁଖରେ ହାତ ଯୋଡିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ।‌ ରାସ୍ତାରେ ହାତ ଯୋଡି ଅନୁରୋଧ କଲେ ରିଆ। ସୁଶାନ୍ତଙ୍କ ମୃତ୍ୟୁ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ…

ଅନ୍ତର୍ଜାତୀୟ ମାନର ହେବ ଐତିହ୍ୟ ନଗର…

କୋଣାର୍କ: କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି। ଭିତ୍ତିଭୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଚିଠା ଯୋଜନା ନେଇ ୨୧ ଦିନ ମଧ୍ୟରେ ଜନସାଧାରଣ ମତାମତ ଦେଇପାରିବେ। ୫-T କାର୍ଯ୍ୟକ୍ରମ ଅଧିନରେ ଏହି ପ୍ରକଳ୍ପ…

ଜଳଭଣ୍ଡାର ମଝିରେ ଅଚଳ ହୋଇଗଲା ଲଞ୍ଚ୍‌,…

କଳାହାଣ୍ଡି: ଇନ୍ଦ୍ରାବତୀ ଜଳଭଣ୍ଡାରର ଅତିକ୍ରମ କରି ପୁଅର ନିର୍ବନ୍ଧ କରିବାକୁ ଯାଉଥିଲେ। ହେଲେ ଜଳଭଣ୍ଡାର ମଝିରେ ଅଟକି ଯାଇଥିଲା ଲଞ୍ଚ। ଲଞ୍ଚରେ ଥିବା ୧୦ ଜଣ ଲୋକ ୩ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ପ୍ରକାଶ ଯେ, ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥୁଆମୂଳ ରାମପୁର ବ୍ଲକର ପୋଡ଼ାପଦର ପଞ୍ଚାୟତ ସହ ଅନ୍ୟ…

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ…

ପୁଣେ: ପୁଣେ ସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ନିଆଁ।‌ ଇନ୍‌ଷ୍ଟିଚ୍ୟୁଟର ନୂଆ ବିଲଡ଼ିଂ ଟର୍ମିନାଲ -୧ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ୫ ଜଣଙ୍କର ମୃତ୍ୟୁ ନେଇ ସ୍ପଷ୍ଟ କଲେ ପୁଣେ ମେୟର ମୁରଲୀଧର ମୋହଲ। ଆମ ଯବାନ ୫ ଜଣଙ୍କର ମୃତଦେହ ଠାବ କରିଥିବା ନେଇ ମେୟର ସୂଚନା…

ପୂର୍ବତଟ ରେଳ ବିଭାଗକୁ ଚିଠି ଲେଖିଲେ…

ନୟାଗଡ଼: ପୂର୍ବତଟ ରେଳ ବିଭାଗକୁ ଚିଠି ଲେଖିଲେ ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଅରୁଣ ସାହୁ। ଏନେଇ ଚିଠିରେ ମନ୍ତ୍ରୀ ଲେଖିଛନ୍ତି ଯେ, କରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସ ଠାରୁ ନୟାଗଡ଼କୁ ରେଳ ଚଳାଚଳ ବନ୍ଦ ରହିଥିଲା। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହେବା ସହିତ ଧର୍ମାନୁଷ୍ଠାନମାନ…

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ…

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଚାନ୍ଦା ଆଦାୟ କରାଯାଉଛି। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗାମ୍ଭୀର ଏଥିରେ ସାମିଲ ହୋଇ ୧ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଆଜି ଗୌତମ ଗାମ୍ଭୀର ଶ୍ରୀରାମ ଜନ୍ମଭୂମି…

ସୋନୁ ସୁଦଙ୍କ ପାଇଁ ବଢୁଛି ଅଡୁଆ

ମୁମ୍ବାଇ: ରିଲ୍ରୁ ରିଅଲ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ମୁମ୍ବାଇର ଜୁହୁ ସ୍ଥିତ ଆବାସିକ ଅଞ୍ଚଳରେ ବେଆଇନ ନିର୍ମାଣକୁ ନେଇ ବିଏମସି ସୋନୁଙ୍କୁ ନୋଟିସ୍‌ କରିଥିଲା। ଏହାକୁ ଖାରଜ ଓ ଅନ୍ତରୀଣ ସୁରକ୍ଷା ପାଇଁ ସୋନୁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।…