Odisha Link
Bridging the Missing Links in Odisha
Monthly Archives

January 2021

ଏକାକୀ ବଳାତ୍କାର କରିପାରିବନି ପୁରୁଷ:…

ମୁମ୍ବାଇ: ଗତ କିଛି ଦିନ ହେଲା ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗଣେଡିଓ୍ବାଲା ଚର୍ଚ୍ଚାରେ ରହୁଛନ୍ତି। ଏବେ ପୁଣି ଥରେ ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ସେ। ଏକ ମାମଲାର ବିଚାର କରି ହାଇକୋର୍ଟ ସମସ୍ତଙ୍କୁ ଚକିତ କରିବା ଭଳି ରାୟ ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଜଣେ ଅଭିଯୁକ୍ତ ଏକାକୀ…

ରାଜ୍ୟରେ କରୋନା: ୧୦୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର :ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୮ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୯୫୮ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ ରାଜ୍ୟ…

କଟକରେ ନକଲି ଘିଅ କାରଖାନା ଠାବ

କଟକ : କଟକରୁ ପୁଣି ନକଲି ଘଅ କାରଖାନା ଠାବ। ପୁଲିସ ପାଖକୁ ଅନେକ ଦିନ ଧରି ଅପମିଶ୍ରିତ ଘିଅର ଅଭିଯୋଗ ଆସୁଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ କଟକର ସିଡିଏ ସେକ୍ଟର-୯ରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଚଢାଉ ସମୟରେ ୨୭ଟିଣ ନକଲି ଘିଅ ଜବତ ହୋଇଛି। ସେହିପରି ଘଟଣାସ୍ଥଳରୁ ମାଲିକଙ୍କ ସମେତ ୨ଜଣ ଅଟକ…

ଆମେରିକାରେ କରୋନାର ନୂଆ ଷ୍ଟ୍ରେନ୍

ନୂଆଦିଲ୍ଲୀ: ଆମେରିକାର ସାଉଥ କାରୋଲିନା ପ୍ରଦେଶରେ କରୋନା ଭାଇରସର ନୂଆ ଷ୍ଟ୍ରେନକୁ ଠାବ କରାଯାଇଛି। ସେଠାରେ ଦୁଇ ଜଣ ରୋଗୀଙ୍କ ଦେହରେ ଏହି ଷ୍ଟ୍ରେନ୍‌ ମିଳିଛି। ଏଭଳି ଷ୍ଟ୍ରେନ୍‌ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଠାବ କରାଯାଇଥିଲା। ଏହା ଅଧିକ ସଂକ୍ରାମକ ଏବଂ କରୋନା ପ୍ରତିଷେଧକ ଟିକାର ପ୍ରଭାବକୁ ବି…

ବଢ଼ିଲା ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ

ଭୁବନେଶ୍ବର : ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସର୍ଜନଙ୍କ ଷ୍ଟାଇପେଣ୍ଡ୍ ମାସିକ ୨୦ ହଜାରରୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆଗାମୀ ୩ ବର୍ଷ ପାଇଁ ରାଜ୍ୟ ସରକାର ଏହି ନିୟମ ଲାଗୁ କରିଥିବା ଜଣାପଡ଼ିଛି। ତେବେ ଜାନୁଆରୀ ୧ ତାରିଖ ଠାରୁ ଏହି…

ଓଡିଶାକୁ ବନ୍ୟା ସହାୟତା ମଞ୍ଜୁର କଲା…

ନୂଆଦିଲ୍ଲୀ : ଓଡିଶାକୁ ୩୨୦ କୋଟି ୯୪ ଲକ୍ଷ ଟଙ୍କାର ବନ୍ୟା ସହାୟତା ମଞ୍ଜୁର କରିଛି କେନ୍ଦ୍ର। ଓଡିଶା ସହ ୫ଟି ରାଜ୍ୟକୁ ମୋଟ ୧୭୫୧ କୋଟିର ସହାୟତା ପାଇଁ ମଞ୍ଜୁରି ମିଳିଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଏହି ମଞ୍ଜୁରି ଦିଆଯାଇଛି। ଓଡିଶା ସହ ଆସାମ,…

୧୫ରୁ ସ୍ବାଭାବିକ ଭାବେ ଚାଲିବ ରାଜ୍ୟର…

କଟକ: ରାଜ୍ୟରେ ଦିନକୁ ଦିନ ତଳମୁହାଁ ହେଉଛି କରୋନା ଗ୍ରାଫ୍। ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକଣା କୋହଳ କରୁଛନ୍ତି। ଏହାକୁ ନଜରରେ ରଖି ହାଇକୋର୍ଟ ମଧ୍ୟ କିଛି କଟକଣା କୋହଳ କରିଛନ୍ତି। କରୋନା କଟକଣା ଯୋଗୁଁ ଦୀର୍ଘଦିନ ହେବ ରାଜ୍ୟ ସମସ୍ତ ଅଦାଲତ ଫେବୃଆରୀ ୧୫ ତାରିଖରୁ ସ୍ବାଭାବିକ ଭାବେ ଚାଲିବ।…

ଫେବୃଆରୀ ପହିଲାରୁ ଶତ ପ୍ରତିଶତ…

ଭୁବନେଶ୍ବର: ପାଖାପାଖୀ ୧୧ ମାସ ପରେ ଶତ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିବ ରାଜ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ। ହେଲେ ପୂର୍ବଭଳି ଶନିବାର ଦିନ ସରକାରୀ ଅଫିସଗୁଡ଼ିକ ବନ୍ଦ ରହିବ। ଏନେଇ ଗତକାଲି ରାଜ୍ୟ ସରକାର ଫେବୃଆରୀ ପହିଲାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି…

ପୁତୁରାର ଆକ୍ରମଣରେ ଦାଦା ଗୁରୁତର

ବିନିକ: ଜମିଜମା ବିବାଦକୁ କେନ୍ଦ୍ର କରି କାକା ପୁତୁରା ମୁହାଁ ମୁହିଁ। ପୁତୁରାର ଆକ୍ରମଣରେ ଦାଦା ଓ ଜଣେ ଭାଇ ଗୁରୁତର। ଏହି ଘଠଣାଟି ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଶୁଖା ଗାଁରେ ଘଟିଛି। ଜମି ବିବାଦକୁ ନେଇ ଗତକାଲି ବିଳମ୍ବିତ ରାତିରେ ମୁହାଁମୁହିଁ ହୋଇଥିଲେ କାକା-ପୁତୁରେ। ଉତ୍ତ୍ୟକ୍ତ…

ପିଙ୍କ ହାଉସ ସମ୍ମୁଖରୁ ନିଖୋଜ ଯୁବକଙ୍କ…

ପୁରୀ: ସମୁଦ୍ରରେ ଗାଧୋଉଥିବା ବେଳେ ୭ଜଣ ସମୁଦ୍ର ଜୁଆରରେ ଭାସିଯାଇଥିଲେ। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଯୁବକ ନିଖୋଜ ଥିଲେ। ନିଖୋଜ ବ୍ୟକ୍ତି ଜଣକ ହେଲେ ଝାଡ଼ଖଣ୍ଡର ବୋକାରୋ ନିବାସୀ ରମେଶ ସାହୁଙ୍କ ପୁଅ ଦୀପକ କୁମାର।ଆଜି ତାଙ୍କର ମୃତଦେହ ପିଙ୍କ ହାଉସ ସମ୍ମୁଖ ସମୁଦ୍ର…