Odisha Link
Bridging the Missing Links in Odisha

ବ୍ୟାଙ୍କରୁ ୧୪ ଲକ୍ଷ ଟଙ୍କାର କଏନ ଗାଏବ

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ ଗେଟ୍ ବଜାର୍ରେ ଥିବା ଇଉନିୟନ୍ ବ୍ୟାଙ୍କ୍ ରୁ ୧୧୪ ଲକ୍ଷଟଙ୍କା ଗାଏବ ହୋଇଯାଇଛି। ଏନେଇ ସ୍ଥାନୀୟ ଲକ୍ ଥାନାରେ ଲିଖିତ ଅଭିଯୋଗ ଆଣିଲେ ନୂଆ ଶାଖା ପରିଚାଳକ।

ମୋଟ ୧୪ ଲକ୍ଷ୮୬ ହଜାର ୭୮୬ ଟଙ୍କା କଏନ୍ ଗାଏବ୍ ହୋଇଥିବା ସୂଚନା ଦେଲେ ଶାଖା ପରିଚାଳକ। ଦୁଇ ତିନି ବର୍ଷ ହେବ ଏହି ଗାଏବ୍ ହୋଇଥିବା ଓ ସ୍ଵତନ୍ତ୍ର ତଦନ୍ତ ବେଳେ ଧରା ପଡିଥିବା ଜଣାପଡ଼ିଛି। ପୁଲିସ ଏନେଇ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed.