Odisha Link
Bridging the Missing Links in Odisha
Browsing Tag

bank

ଦେଶର ସବୁଠୁ ବଡ଼ ବ୍ୟାଙ୍କ୍‌ ଠକେଇ: ୨୮ଟି…

ଓଏଲ୍ ବ୍ୟୁରୋ: ଦେଶର ସବୁଠୁ ବଡ଼ ବ୍ୟାଙ୍କ୍‌ ଠକେଇ ସାମନାକୁ ଆସିଛି। ଗୁଜୁରାଟର ଏକ ଜାହାଜ ନିର୍ମାଣ କମ୍ପାନୀ ବିଭିନ୍ନ ବ୍ୟାଙ୍କ୍‌ରୁ ୨୨,୮୪୨ କୋଟି ଟଙ୍କା ଠକିନେଇଛି। ଶନିବାର ଦିନ ଏଭଳି ବଡ଼ ଧରଣର ଠକେଇ ସାମନାକୁ ଆସିବା ପରେ କମ୍ପାନୀ ନିର୍ଦ୍ଦେଶକଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ। କମ୍ପାନୀର…

ବ୍ୟାଙ୍କ କର୍ମଚାରୀଙ୍କ ୨ ଦିନିଆ ଧର୍ମଘଟ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ୨ ଦିନିଆ ବ୍ୟାଙ୍କ ଧର୍ମଘଟ। ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋାଧରେ ବ୍ୟାଙ୍କ ୟୁନିଅନଗୁଡ଼କ ୨ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ଗୁରୁବାର ଓ ଶୁକ୍ରବାର ୨ ଦିନ ଏଥିପାଇଁ ବ୍ୟାଙ୍କ ବନ୍ଦ ରହିବ। ଧର୍ମଘଟ ଡାକରା ଫଳରେ ଆଜି ଓ କାଲି ବ୍ୟାଙ୍କ ସେବା ପ୍ରଭାବିତ ହେବ।…

ଆସନ୍ତା କାଲିଠୁ ୩ ଦିନ ବନ୍ଦ ରହିବ…

ଭୁବନେଶ୍ୱର: ଆସନ୍ତା କାଲିଠୁ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୩ ଦିନ ଧରି ବନ୍ଦ ରହିବ। ଆସନ୍ତା କାଲି ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବା ଥିବାବେଳେ ୨୯ରେ ରବିବାର ପାଇଁ ବ୍ୟାଙ୍କ ଛୁଟି ରହିବ। ସେହିଭଳି ସୋମବାର ୩୦ ତାରିଖରେ ଜନ୍ମାଷ୍ଟମୀ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ…

ଅଗଷ୍ଟ ୧୯ରୁ ୨୩ ପର୍ଯ୍ୟନ୍ତ ବନ୍ଦ ରହିବ…

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କିଛି କାମ ରହିଛି, ତେବେ ତୁରନ୍ତ କରିନିଅନ୍ତୁ । କାରଣ କାଲିଠାରୁ ଲଗାତାର ୫ ଦିନ ପାଇଁ ବିଭିନ୍ନ ସହରରେ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ଲଗାତାର ଭାବେ ୫ ଦିନ ବନ୍ଦ ରହିବ। ଏହି ଏହି ଛୁଟିଦିନ ସବୁ ରାଜ୍ୟରେ ଲାଗୁ…

ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ: ଜୁଲାଇ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କାମଥିଲେ ଶୀଘ୍ର ସାରି ଦିଅନ୍ତିୁ। କାରଣ ଜୁଲାଇ ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିସହ ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ଲିଷ୍ଟ ଯାଞ୍ଚ କରନ୍ତୁ। ଆରବିଆଇ ଦ୍ୱାରା ବ୍ୟାଙ୍କ ଛୁଟିଦିନ ଲିଷ୍ଟ ଜାରି ହୋଇଛି। ଜୁଲାଇରେ ୯ ଦିନ…

ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ମାସରେ ଲମ୍ବା ସମୟ ଧରି ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏପ୍ରିଲ ମାସରେ ବ୍ୟାଙ୍କଗୁଡ଼ିକ ପ୍ରାୟତଃ ୧୦ରୁ ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥି ମଧ୍ୟରୁ ୮ଟି ଛୁଟି ବିଭିନ୍ନ ପର୍ବପର୍ବାଣୀ ପାଇଁ ଥିବାବେଳେ ଅବଶିଷ୍ଟ ୬ଟି ଛୁଟି ୪ଟି ରବିବାର ଓ ୨ୟ ଓ ୪ର୍ଥ ଶନିବାର ଯୋଗୁଁ…

ଏପ୍ରିଲ ପହିଲାରୁ ଅଚଳ ହୋଇଯିବ ଏସବୁ…

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ପହିଲାରୁ ଅଚଳ ହୋଇଯିବ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଚେକବୁକ୍। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ଦେନା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ବିଜୟା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ସିଣ୍ଡିକେଟ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଓ ଆଲ୍ଲାହାବାଦ…

ମାର୍ଚ୍ଚ ୧୫ରୁ ବ୍ୟାଙ୍କ ଧର୍ମଘଟ, କେତେ…

ନୂଆଦିଲ୍ଲୀ: ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପାଇଁ କେନ୍ଦ୍ର ବଜେଟ୍‌ରେ ଦିଆଯାଇଥିବା ପ୍ରସ୍ତାବକୁ ଜୋରଦାର ବିରୋଧ କରିଛନ୍ତି ବ୍ୟାଙ୍କ ସଂଘ। ଏହାକୁ ନେଇ ବ୍ୟାଙ୍କ ସଂଘ ଧର୍ମଘଟ ଡାକରା ଦେଇଛନ୍ତି। ମାର୍ଚ୍ଚ ୧୫ରୁ ୧୬ ଦୁଇଦିନିଆ ଧର୍ମଘଟ କରାଯିବ ବୋଲି କହିଛନ୍ତି। ୯ଟି ବ୍ୟାଙ୍କ ସଂଘକୁ ନେଇ…

ବ୍ୟାଙ୍କରୁ ୧୪ ଲକ୍ଷ ଟଙ୍କାର କଏନ ଗାଏବ

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ ଗେଟ୍ ବଜାର୍ରେ ଥିବା ଇଉନିୟନ୍ ବ୍ୟାଙ୍କ୍ ରୁ ୧୧୪ ଲକ୍ଷଟଙ୍କା ଗାଏବ ହୋଇଯାଇଛି। ଏନେଇ ସ୍ଥାନୀୟ ଲକ୍ ଥାନାରେ ଲିଖିତ ଅଭିଯୋଗ ଆଣିଲେ ନୂଆ ଶାଖା ପରିଚାଳକ। ମୋଟ ୧୪ ଲକ୍ଷ୮୬ ହଜାର ୭୮୬ ଟଙ୍କା କଏନ୍ ଗାଏବ୍ ହୋଇଥିବା ସୂଚନା ଦେଲେ ଶାଖା ପରିଚାଳକ। ଦୁଇ ତିନି…

ଡିସେମ୍ବର ମାସରେ ୧୪ ଦିନ ପାଇଁ ବନ୍ଦ…

ନୂଆଦିଲ୍ଲୀ: ସାଧାରଣତଃ ବ୍ୟାଙ୍କଗୁଡିକ ପ୍ରତ୍ୟେକ ମାସର ରବିବାର ଓ ଦ୍ୱିତୀୟ ଶନିବାରରେ ବନ୍ଦ ରହିଥାଏ। ଏହା ବ୍ୟତୀତ କୌଣସି ପର୍ବପର୍ବାଣୀ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ କରାଯାଏ। ମାତ୍ର ଡିସେମ୍ବର ମାସରେ ବ୍ୟାଙ୍କ୍‌ ୧୪ ଦିନ ବନ୍ଦ ରହିବ। ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କିଛି…