Odisha Link
Bridging the Missing Links in Odisha
Daily Archives

February 3, 2021

ରାଜ୍ୟରେ ୧୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା କମିବା ସହ ସୁସ୍ଥ ହାର ବଢ଼ିବାରେ ଲାଗିଛି। ଆଜି ରାଜ୍ୟରୁ ୧୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହ ସୁସ୍ଥ ହାର ୩୩୨୪୯୯କୁ ବୃଦ୍ଧି ହୋଇଛି। ଏହା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।…

ବଳଦ ପାଟିରେ ଫୁଟିଲା ବୋମା

ଢ଼େଙ୍କାନାଳ: ବୋମାର ଶିକାର ହେଉଛନ୍ତି ଗୃହପାଳିତ ପଶୁ। ଶିକାର ପାଇଁ ଖଞ୍ଜିଥିବା ବୋମାକୁ ଗୃହପାଳିତ ପଶୁ ମାନେ ଘାସ ଭାବି ଖାଇ ଦେଇଥାନ୍ତି। ଯାହା ଫଳରେ ସେମାନେ ବୋମାର ଶିକାର ହୁଅନ୍ତି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନାଞ୍ଚଳର ସୋଲଗାଁ ଅଞ୍ଚଳରେ ବଳଦ ବୋମାକୁ ଘାସ ଖାଇ ଦେଇଥିଲା। ତାପରେ ପାଟି…

ସହରରେ ବତୀ ଜାଳୁଛି କିଏ? ସରକାର ନା…

ଭୁବନେଶ୍ବର: ଆଉ ବାଇପାସ୍‌ରେ ଅନ୍ଧାର ନାହିଁ। ଆଲୋକରେ ଝଲସିଲା ୧୨ କିଲୋମିଟରର ଦୀର୍ଘ ଲମ୍ବା ରାସ୍ତା। କାରଣ ବହୁପ୍ରତୀକ୍ଷିତ ପୁରୀ-ଭୁବନେଶ‌୍ବର ବାଇପାସ୍‌ର ହେଲା ଆଲୋକୀକରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଏହାକୁ ଲୋକାର୍ପଣ କରିଛନ୍ତି। ଆଲୋକୀକରଣ ପ୍ରକଳ୍ପ ପାଇଁ ଉପକୃତ…

ଓଡ଼ିଶାର ୩ଟି ଗାଁର ନାମ ବଦଳାଉଛି ଆନ୍ଧ୍ର

କୋରାପୁଟ: କୋଟିଆ ଅଞ୍ଚଳରେ ୩ଟି ଗାଁରେ ନାଁ ବଦଳାଇ ନିର୍ବାଚନ ପାଇଁ ଯୋଜନା କରୁଛି ପଡୋଶୀ ରାଜ୍ୟ ଆନ୍ଧ୍ର। ଗାଁ ଗୁଡ଼ିକର ନୂଆ ନାଁ ହେଲା ଗଂଜେଇବାଦରା, ପଟୁଚେନୁରୁ, ପଗୁଲୁଚେନୁରୁ। ଆନ୍ଧ୍ରପ୍ରଦେଶର ସାଲୁରୁ ବ୍ଲକ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ୧୩ ଓ ୧୭ ତାରିଖରେ ନିର୍ବାଚନ କରିବାକୁ ତାରିଖ ଘୋଷଣା…

ବିଶାକ୍ତ ଖାଦ୍ୟ ଖାଇ ଅଙ୍ଗନୱାଡ଼ିର ୬…

ମାଲକାନଗିରି :ବିଶାକ୍ତ ଖାଦ୍ୟ ଖାଇ ଅଙ୍ଗନୱାଡ଼ିର ୬ ଶିଶୁ ଅସୁସ୍ଥ। ଏହି ଅଭାବନୀୟ ଘଟଣାଟି ମାଲକାନଗିରିି ଅଙ୍ଗନୱାଡ଼ିରେ ଘଟିଛି। ଝାଡାବାନ୍ତି ଯୋଗୁଁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଙ୍ଗନବାଡିର ୪ରୁ ୫ ବର୍ଷର ୬ଶିଶୁ ଜଡା ଫଳ ଖାଇ ଗୁରୁତର ହୋଇଥିବା…

କରଣଙ୍କ ସହ କାମ କରିବାକୁ ୧୦୦ କୋଟି ନେବେ…

ମୁମ୍ବାଇ: ସାଉଥ ସୁପାରଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ଖୁବ ଶୀଘ୍ର ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ କରଣ ଜୋହରଙ୍କ ପ୍ରଡକ୍ସନ୍ ‘ଲାଇଗର’ରେ ବିଜୟ ମୁଖ୍ୟ ଭୂମିକାରେ ନଜର ଆସିବେ। ‘ଲାଇଗର’ ବ୍ୟତିତ ଆଉ ଦୁଇଟି ସିନେମାରେ ମଧ୍ୟ ନଜର ଆସିବେ ବିଜୟ। ଏକକାଳୀନ…

ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର…

ଭୁବନେଶ୍ୱର: ଭାରତବର୍ଷର କୃଷକଙ୍କ ଅତିରିକ୍ତ ଆୟକୁ ବଢାଇବା ଓ ଦେଶର କୋଣ ଅନୁକୋଣରେ ସ୍ୱଚ୍ଛତାର କ୍ରାନ୍ତି ଆଣିବା ଦିଗରେ ବୁଧବାର ଗୋବର୍‌ଧନ୍ ଯୋଜନାର ଏକୀକୃତ ପୋର୍ଟାଲର ଶୁଭାରମ୍ଭ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀ ଠାରେ ପ୍ରଧାନଙ୍କ ସମେତ କେନ୍ଦ୍ର କୃଷି…

ସାନିଟାଇଜରକୁ ପାଣି ଭାବି ପିଇଲେ ବିଏମସିର…

ମୁମ୍ବାଇ: ସାନିଟାଇଜରକୁ ପାଣି ଭାବି ଅନେକ ଲୋକ ପିଇ ଅସୁସ୍ଥର ହେଉଛନ୍ତି। ଏକ ବୈଠକରେ ଜଣେ ବରିଷ୍ଠ ଅଧିକାରୀ ଏହାର ଶିକାର ହୋଇଛନ୍ତି। ସେ ଭୁଲବଶତଃ ସାନିଟାଇଜରକୁ ପାଣି ଭାବି ପଇ ଦେଇଥିଲେ। ଏହି ଘଟଣାଟି ବ୍ରିହନମୁମ୍ବାଇ ମୁନିସିପାଲ କର୍ପୋରେସନର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ଘଟିଛି। ପ୍ରକାଶ ଯେ ,…

ସାଉଦି ଆରବକୁ ଭାରତର ବିମାନ ମନା

ନୂଆଦିଲ୍ଲୀ: ଭାରତ ଓ ଆମେରିକା ସମେତ ୨୦ଟି ରାଷ୍ଟ୍ର ସହ ବିମାନ ସମ୍ପର୍କଚ୍ଛିନ୍ନ କଲା ସାଉଦି ଆରବ। କରୋନା କାୟା ବିସ୍ତାର କରୁଥିବାରୁ ସାଉଦି ଆରବ ସରକାର ଏହି ପଦକ୍ଷେପ ନେଇଛନ୍ତି। ୨୦ ଦେଶ ମଧ୍ୟରେ ଭାରତ ଓ ଆମେରିକା ବ୍ୟତୀତ ପାକିସ୍ତାନ, ବ୍ରାଜିଲ, ବ୍ରିଟେନ, ଇଟାଲୀ, ପର୍ତ୍ତୁଗାଲ, ଫ୍ରାନ୍ସ, ସ୍ୱଡେନ,…

ରାଜ୍ୟରେ ଶୀତର ଲହରି , ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟରେ ୮ଟା ଜିଲ୍ଲାକୁ ଶୀତର ଲହରି ଜାରି ରହିବାର ଆଶଙ୍କା ରହିଛି । ତେଣୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲାଗୁଡିକ ହେଉଛି- ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ, କନ୍ଧମାଳ ଓ ନବରଙ୍ଗପୁର। ୭ ତାରିଖ ସକାଳ ସୁଦ୍ଧା ୧୧…