Odisha Link
Bridging the Missing Links in Odisha

ବିଶାକ୍ତ ଖାଦ୍ୟ ଖାଇ ଅଙ୍ଗନୱାଡ଼ିର ୬ ଶିଶୁ ଅସୁସ୍ଥ

ମାଲକାନଗିରି :ବିଶାକ୍ତ ଖାଦ୍ୟ ଖାଇ ଅଙ୍ଗନୱାଡ଼ିର ୬ ଶିଶୁ ଅସୁସ୍ଥ। ଏହି ଅଭାବନୀୟ ଘଟଣାଟି ମାଲକାନଗିରିି ଅଙ୍ଗନୱାଡ଼ିରେ ଘଟିଛି। ଝାଡାବାନ୍ତି ଯୋଗୁଁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅଙ୍ଗନବାଡିର ୪ରୁ ୫ ବର୍ଷର ୬ଶିଶୁ ଜଡା ଫଳ ଖାଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି ଅଘଟଣ ମାଲକାନଗିରି ସିନ୍ଦିରିପାଲ ପଞ୍ଜାୟତ ମୁନିସକୁଣ୍ଡା ଅଙ୍ଗନାବାଡି କେନ୍ଦ୍ରରେ ଘଟିଯାଇଛି ।

Comments are closed.