Odisha Link
Bridging the Missing Links in Odisha
Daily Archives

February 6, 2021

ଫେବୃଆରୀ ୧୩ରୁ ଆଉଟରିଚ୍‌ର ସପ୍ତମ…

ଭୁବନେଶ୍ୱର: କୋରୋନା କଟକଣା ମଧ୍ୟରେ ଆସନ୍ତା ୧୩ ଓ ୧୪ ତାରିଖରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି ଦେଶର ଏକମାତ୍ର ରେଡ଼ିଓ ମେଳା। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତି। ସପ୍ତମ ଥର ପାଇଁ ଏହି…

ମହାନଦୀ ପାଇଁ ପୁଣି ଆନ୍ଦୋଳନ ହେବ

ଭୁବନେଶ୍ବର: ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ମମାଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ମହାନଦୀ ଟ୍ରିବ୍ୟୁନାଲ୍‌ର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩କୁ ଧାର୍ଯ୍ୟ କରାଯାଇଛି। ତେବେ କୌଣସି କାରଣରୁ ଏବେ ଏହି ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିବା ଜଣାପଡ଼ିଛି। ତେବେ ଟ୍ରିବ୍ୟୁନାଲ୍‌ରୁ…

ବନ୍ଧୁକ ଦେଖାଇ ଟ୍ୟୁସନ ଛାତ୍ରୀଙ୍କୁ…

ଶ୍ଚିନ୍ତକୋଇଲି: ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ ହୋଇଥିବା ଅଭିଯୋଗ। ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ବନ୍ଧୁକ ଦେଖାଇ ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ୨ ଜଣ ଯୁବକ। ଏମିତି ଏକ ଅଘଟଣ ଘଟିଛି ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ପଞ୍ଚାୟତରେ। କେନାଲ ବନ୍ଧରୁ ବନ୍ଧୁରୁ ଛାତ୍ରୀଙ୍କ ଅପହରଣ କରିଥିବା ଅଭିଯୋଗ…

ବସ୍‌ ସହ ହାଇଓ୍ବା ମୁହାଁମୁହିଁ ଧକ୍କା, ୭…

ଯାଜପୁର: ବସ ହସ ହାଇଓ୍ବା ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝରରୁ ଯାଜପୁର ରୋଡ଼କୁ ଆସୁଥିବା ମା ତାରିଣୀ ବସ ଏନଏଚ-୨୦ର ବନ୍ଦୀ ପେଟ୍ରୋଲ ପମ୍ଫ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ପ୍ରକାଶ ଯେ, ତାରିଣୀ ମା’ ନାମକ ବସ୍ କେନ୍ଦୁଝରରୁ ଯାଜପୁର ରୋଡ଼ ଅଭିମୁଖେ…

ଇଞ୍ଚେ ବି ଜାଗା ଦେବା ପ୍ରଶ୍ନ ଉଠୁନି:…

ଭୁବନେଶ୍ବର: କୋରାପୁଟ ଏବଂ ଗଜପତିର କିଛି ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ଆଜି ଆନ୍ଧ୍ର ସିମା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଏନେଇ ମନ୍ତ୍ରୀ କହିଛନ୍ତି ଯେ, କାହାକୁ ବି ଇଞ୍ଚେ ଜାଗା ଦିଆଯିବ ନାହିିଁ। ଉକ୍ତ ଘଟଣା ନେଇ ଓଡ଼ିଶା…

କରୋନା ମହାମାରୀ ସତ୍ତ୍ୱେ କିଟରେ ରେକର୍ଡ…

ଭୁବନେଶ୍ବର: କରୋନା ମହାମାରୀ ଗତିଶୀଳ ଭାରତ ତଥା ସମଗ୍ର ବିଶ୍ୱକୁ ହଠାତ୍‍ ସ୍ଥିର ଅବସ୍ଥାକୁ ନେଇ ଆସିଥିଲା। ଏଥିରୁ କେହି ବି ବର୍ତ୍ତି ନାହାନ୍ତି। ମହାମାରୀ ଯୋଗୁଁ ସମସ୍ତେ ଅଳ୍ପ ବହୁତେ ପ୍ରଭାବିତ ହୋଇଛନ୍ତି । ଯେଉଁମାନେ ଅତ୍ୟଧିକ ପ୍ରଭାବିତ ହୋଇଥିଲେ ସେମାନଙ୍କ ମଧ୍ୟରେ ଛାତ୍ର ସମାଜ ଅନ୍ୟତମ। ସ୍କୁଲ,…

ମହିଳାଙ୍କ ମୁଣ୍ଡକାଟ ଘଟଣା: ପୋଷ୍ଟର…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟ ଘଟଣାରେ ଆଜି ଆଉ ଏକ ବଡ଼ ଖବର ସାମନାକୁ ଆସିଛି। ତାହା ହେଲା ସମ୍ପୃକ୍ତ ମହିଳାଙ୍କ ପରିଚୟ ପାଇବା ପାଇଁ ପୁଲିସ ଭୁବନେଶ୍ୱରର ବିଭିନ୍ନସ୍ଥାନରେ ପୋଷ୍ଟର ମାରିଛି। ମହିଳାଙ୍କ ସମ୍ପର୍କରେ ସୂଚନା ଦେବାକୁ ପୁଲିସ ଉକ୍ତ ପୋଷ୍ଟରରେ ୨ଟି…

ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି: ବିଜେପି

ଭୁବନେଶ୍ବର: ମାହାଙ୍ଗ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଛି ବିଜେପି। ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା କହିଲା ବିଜେପି। ଏନେଇ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା। ବିଧାୟକଙ୍କ ଟ୍ରାନ୍ସପୋର୍ଟ…

ମହିଳାଙ୍କ ମୁଣ୍ଡକାଟ ଘଟଣା: ତଣ୍ଟି ଚିପି…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟ ଘଟଣା ଏବେ ନୂଆ ମୋଡ଼ ନେଇଛି। ମହିଳାଙ୍କ ହତ୍ୟା ଘଟଣାର ପୋଷ୍ଟମର୍ଟମ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା ହେଇଥିବା ସୂଚନା ମିଳିଛି। ମହିଳାଙ୍କୁ ତଣ୍ଟିଚିପି ହତ୍ୟା ପରେ…

ଚାଷୀ ଆନ୍ଦୋଳନ: ଚକା ଜାମ୍

ଭୁବନେଶ୍ବର: ଆଜି ଦେଶବ୍ୟାପୀ ‘ଚକାଜାମ୍’ କରୁଛନ୍ତି ଚାଷୀ ସଂଗଠନ। କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଭିନ୍ନ ସ୍ଥାନରେ ରାସ୍ତାରୋକା କରାଯାଇଛି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଣ୍ଟା ଧରି ଅଖ,ଚକ ଜାମ କରୁଛନ୍ତି ଚାଷୀ ସଂଗଠନ। ମାଷ୍ଟରକ୍ୟାଣ୍ଟିନ ଛକରେ ବିଭିନ୍ନ ଚାଷୀ ଓ ଶ୍ରମିକ ସଂଗଠନ…