୨୦୨୧ରେ ପ୍ରଥମ: ଦେଶରେ ଦିନକରେ ୧ ଲକ୍ଷ…
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦେଶରେ କରୋନାର ନୂଆ ଲହରୀ ଏବେ କ୍ରମାଗତ ଭାବେ ବଢ଼ି ଲାଗିଛି। ୨୦୨୧ରେ ଦେଶରେ ପ୍ରଥମ ଥର ପାଇଁ ଦିନକରେ ଏକ ଲକ୍ଷରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୋମବାର ଦିନ ଦେଶରେ ଏକ ଲକ୍ଷ ୩ ହଜାର ମାମଲା ସାମ୍ନାକୁ ଆସିଛି।…